ପୁଣି ବଢ଼ିଲା ସ୍କୁଲ ଛୁଟି: ଜୁନ୍ ୨୧ ପରିବର୍ତ୍ତେ ୨୬ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ରାଜ୍ୟ ସରକାର ଗ୍ରୀଷ୍ମକାଳୀନ ସ୍କୁଟି ଛୁଟି ଅବଧିକୁ ଆଉ ଚାରିଦିନ ପାଇଁ ବଢ଼ାଇ ଦେଇଛନ୍ତି। ଜୁନ ୨୧ତାରିଖରେ ସ୍କୁଲ ଖୋଲାଯିବ ବୋଲି ଘୋଷଣା ପୂର୍ବରୁ...

ସୋନା ମହାପାତ୍ରଙ୍କୁ ନେଇ ବଢ଼ୁଛି ବିବାଦ: ପୁରୀ ସ୍ୱର୍ଗଦ୍ୱାରରେ କୁଶପୁତ୍ତଳିକା ଦାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶଇଳ’କୁ ଭିନ୍ନ ଢ଼ଙ୍ଗରେ ଗାଇଥିବା ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ନେଇ ବିବାଦ ଘନେଇଛି। ଓଡ଼ିଆ ସଙ୍ଗୀତ ଜଗତର ବହୁ ପ୍ରତିଭାଧର ଏପରି କାର୍ଯ୍ୟକୁ ନିନ୍ଦା...

ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଭାରି ଖୁସି ଅଛନ୍ତି ଏହି ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଣ୍ଡର-୧୯ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ଏ ଖବର ପ୍ରକାଶ ପାଇବା ପରେ ଅର୍ଜୁନ୍‌ଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଭାରତୀୟ ଜୁନିଅର କ୍ରିକେଟ ଦଳରେ ସଚିନଙ୍କ...

କେଉଁ ପାଞ୍ଚଜଣ ସେଲିବ୍ରିଟିଙ୍କ ସହ ଭଲ ପଡ଼େ ନାହିଁ ସଲମାନ୍ ଖାନଙ୍କର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ସୁଲତାନ୍ ସଲମାନ୍ ଖାନ୍‌ଙ୍କ ସହିତ କେତେକ ସେଲିବ୍ରିଟିଙ୍କର ଜମା ଭଲ ପଡ଼େ ନାହିଁ। ଆସନ୍ତୁ ଜାଣିବା କାହିଁକି ଏମାନଙ୍କ ସହିତ ସଲମାନଙ୍କର ଭଲ ସମ୍ପର୍କ ନାହିଁ… ବଲିଉଡର ଦବଙ୍ଗ ଷ୍ଟାର...

ଭଜନ କ୍ୟାସେଟ୍ ‘ହେ ନରହରି’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଭକ୍ତି ଭାବପୂର୍ଣ୍ଣ ଅଡିଓ କ୍ୟାସେଟ୍ 'ହେ ନରହରି' ଉନ୍ମୋଚିତ ହୋଇଛି। ଏହି କ୍ୟାସେଟରେ ମୋଟ ୬ଟି ଗୀତ ରହିଛି। ଗୀତଗୁଡ଼ିକୁ ଲେଖିଛନ୍ତି ଏବଂ...

ମୋଦିଙ୍କୁ ନବୀନ ଲେଖିଲେ ଚିଠି: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ପୁଣି ଉଠାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଉଠିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହି ଦାବିକୁ ପୁଣି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା...

ନୀତି ଆୟୋଗ ବୈଠକକୁ ଗଲେନି ନବୀନ, ବିରୋଧୀ କଲେ ଟାର୍ଗେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ଶେଷ ହୋଇଛି ନୀତି ଆୟୋଗର ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିବା ବେଳେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇ ନିଜର ଦାବି ଉପସ୍ଥାପନ...

ଗ୍ରାମାଞ୍ଚଳ ଭୋଟ ଉପରେ ଫୋକସ କରିବ ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଜୁଲାଇ ପହିଲାରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦଳର ନେତାମାନଙ୍କ ମତରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ହେବ। ଗତଥର ଶାହ ଓଡ଼ିଶା...

ଚିଲିକାରେ ଦୁଇ ବର୍ଷରେ ଦୁଇ ଥର ଡଙ୍ଗାବୁଡ଼ି: କେବେ ଚେତିବେ ସରକାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରଙ୍କ କୋହଳ ନିୟମ ଯୋଗୁଁ ଚିଲିକାରେ ଘଟୁଛି ବାରମ୍ବାର ଦୁର୍ଘଟଣା। ଅକାଳରେ ଚାଲି ଯାଉଛି ନିରୀହ ଜୀବନ। ଦୁଇ ବର୍ଷରେ ଦୁଇ ଥର ଡଙ୍ଗାବୁଡ଼ିଥିଲେ ମଧ୍ୟ ସରକାର ବୁଦ୍ଧି ଶିଖୁ...

କେଜିରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: ଉପ-ରାଜ୍ୟପାଳଙ୍କ ଅଫିସ ଆଗରେ ଧାରଣା ଦେବାକୁ ଅନୁମତି ଦେଲା କିଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ତାଙ୍କର ସହଯୋଗୀ ଦିଲ୍ଲୀ ଉପରାଜ୍ୟପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଉପ-ରାଜ୍ୟପାଳ କାର୍ଯ୍ୟାଳୟ ଆଗରେ ଅନଶନ...