ଗୁଜୁରାଟରେ ଖସିଲା ବାୟୁସେନା ବିମାନ ‘ଜାଗୁଆର’: ପାଇଲଟ୍ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାମନଗରରେ ବିମାନ ‘ଜାଗୁଆର’ ଦୁର୍ଘଟଣା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି।
ଗୁଜୁରାଟର କଚ୍ଛ ଜିଲ୍ଲାରେ ମଙ୍ଗଳବାର ସକାଳୁ ଘଟିଛି ଏକ ଅଘଟଣ। ଭାରତୀୟ...
ପୋଲିସ ଜାଲରେ ନକଲି ଆଇଏଏସ: ମାଲକାନାଗିରି ସବକଲେକ୍ଟର କହି ଏକାଧିକ ଯୁବତୀଙ୍କୁ ବିବାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ନକଲି ଆଇଏଏସର କାରନାମା। ନିଜକୁ ଆଇଏଏସ ଅଧିକାରୀ କହି ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ଜଣେ ଯୁବକଙ୍କୁ ଖୁଣ୍ଟା ଥାନା ପୋଲିସ ଗିରଫ କରିଛି।
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ପୋଲିସ ଦ୍ୱାରା ଜଣେ...
ଓଲିଉଡର ଏହି ହିରୋଇନମାନେ ଏଯାଏଁ ଆଇଟମ୍ ଗାର୍ଲ ବନିନାହାନ୍ତି
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ଓଲିଉଡର ଟପ୍ ହିରୋଇନମାନଙ୍କ ମଧ୍ୟରୁ କେବଳ ଅନୁଚୌଧୁରୀ, ନମ୍ରତା ଥାପ୍ପା ଓ ଲଭଲି ପ୍ରମୁଖ ଆଇଟମ୍ ଗାର୍ଲ ବନିଛନ୍ତି ଓଡ଼ିଆ ଫିଲ୍ମରେ। ହେଲେ ଆଉ କେତେକ ନାମୀ ନାୟିକା ଏଯାଏଁ କୌଣସି ଓଡ଼ିଆ...
ବମିଖାଲ ଓଭରବ୍ରିଜ ଟ୍ରାଜେଡି: ପଣ୍ଡା ଇନଫ୍ରା ଏମ୍ଡି ପ୍ରତାପ ପଣ୍ଡାଙ୍କୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଣ୍ଡା ଇନଫ୍ରା କମ୍ପାନିର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କୁ ମିଳିଛି ଜାମିନ୍। ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୧୫ ଦିନରେ ଥରେ ଲକ୍ଷ୍ମୀସାଗର...
ମହାନଦୀ ମହାପ୍ରସଙ୍ଗ: ଛତିଶଗଡ଼କୁ ତୀର ମାରିଲେ ବିଜେପି ବିଧାୟକ ଦିଲ୍ଲୀପ ରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ପ୍ରସଙ୍ଗରେ ମତ ରଖିଲେ ବିଜେପି ବିଧାୟକ ଦିଲ୍ଲୀପ ରାୟ। ମୁହଁ ଖୋଲି ନଥିଲେ ମଧ୍ୟ ଫେସବୁକରେ ଛତିଶଗଡ଼କୁ ଦାୟୀ କରି ରାଜନୀତିକୁ ହଲ୍ଚଲ୍ କରିଛନ୍ତି।
ମହାନଦୀ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା...
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ! ୨୦୧୯ ପୂର୍ବରୁ ମୋଦିଙ୍କ ପାଇଁ ଶେଷ ଅସ୍ତ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ପାଇଁ ଯାଉଛନ୍ତି। ଏହା ହେବ ତାଙ୍କର ଶେଷ ସମ୍ପ୍ରସାରଣ/ପରିବର୍ତ୍ତନ। ଆସନ୍ତା ଲୋକସଭା ନିର୍ବାଚନକୁ ଆଖିରେ ରଖି ଏହି...
କିଏ ହଜାଇଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବିକୁ ନେଇ ଜୋର୍ ଧରିଛି ରାଜନୀତି। ଚାବି କିଏ ହଜାଇଛି ତାକୁ ନେଇ ଚାଲିଛି ଖୋଳତାଡ଼।
କୁଆଡ଼େ ଗଲା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି? କିଏ ହଜାଇଲା ଚାବି? କେବେଠୁ...
ତେଜିଲା ପେଟ୍ରୋଲ ପଲିଟିକ୍ସ: ବିଜେଡି ପରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେଡି। ବିଜେଡି ବ୍ଲକ ସ୍ତରରେ ଆନ୍ଦୋଳନ କରିବା ପରେ ଆଜି କଂଗ୍ରେସ ଟୁଇନ ସିଟିରେ କରିଛି...
ଅଧକପାଳି ସମସ୍ୟା ଦୂର କରେ ଅଙ୍ଗୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଙ୍ଗୁରରେ ଗ୍ଲୁକୋଜ, ମ୍ୟାଗ୍ନେସିୟମ ଓ ସାଇଟ୍ରିକ ଏସିଡ ଭଳି ବହୁ ପୋଷକ ତତ୍ତ୍ୱ ରହିଛି। ଏହା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।
ଏକ କପ୍ ଲାଲ୍ ଏବଂ ସବୁଜ ଅଙ୍ଗୁର୍ରେ ଭରପୂର କ୍ୟାଲୋରି...
ଘରଣୀ ହାତରେ ଘରର ଶାନ୍ତି
ଛନ୍ଦା ମିଶ୍ର
ନିଜର ସ୍ୱାର୍ଥ ଓ ଜିଦ୍କୁ ରକ୍ଷା କରିବାକୁ ଯାଇ ସ୍ୱାମୀଟିକୁ ନିଜ ଅଙ୍ଗୁଳିରେ ନଚାଇ ଅନେକ ପତ୍ନୀ ଯଦିଓ କ୍ଷଣିକ ସୁଖ ଅନୁଭବ କରନ୍ତି, ମାତ୍ର ପରବର୍ତ୍ତୀ କାଳରେ ତାହା ତା’...





















