କିଏ ବଲିଉଡର ସବୁଠୁ ଧନୀ ନାୟିକା?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଅଭିନେତାମାନଙ୍କ ଭଳି ଅଭିନେତ୍ରୀମାନେ ମଧ୍ୟ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କାର ଫିସ ନିଅନ୍ତି। ଆଉ କେତେକ ଅଭିନେତ୍ରୀ ଲଗାତାର ଫିଲ୍ମ ଫ୍ଲପ୍ ହେବାପରେ ନିଜର ପାରିବାରିକ ବ୍ୟବସାୟରେ...
କିଏ ଗଢ଼ିବ କର୍ଣ୍ଣାଟକରେ ସରକାର?
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକରେ ତୁଟୁନି ସରକାର ଗଠନର ଅଡ଼ୁଆ। ସରକାର ଗଠନ ପାଇଁ କଂଗ୍ରେସ-ଜେଡିଏସ୍-ବିଜେପି ଭିତରେ ଲାଗିଛି ଛକାପଞ୍ଝା।
୨୦୧୯ ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିଲା ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ସେମି...
ସଞ୍ଜୟ ଦତ୍ତଙ୍କ ବାୟୋପିକର ଭିତିରି କଥା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
‘ମୁନ୍ନାଭାଇ ଏମ୍ବିବିଏସ୍’, ‘ଲଗେ ରହୋ ମୁନ୍ନା ଭାଇ’, ‘ଥ୍ରି ଇଡିଅଟସ୍’ ଓ ‘ପିକେ’ ଭଳି ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ କୁମାର ହିରାନୀ। ଏବେ ସେ 'ମୁନ୍ନାଭାଇ'...
ଆଜିର ବଡ଼ ଖବର (ମେ ୧୬, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର'।
ମହାନଦୀ ପାଲଟିଲା ବିଜେଡିର ଅସ୍ତ୍ର, ବିଜେପିକୁ ପୁଣି ଟାର୍ଗେଟ
୨୦୧୯ ନିର୍ବାଚନ ଯେତିକି ନିକଟତର ହେଉଛି...
ଓଡ଼ିଶାରୁ କଲମ୍ବୋ-ବ୍ୟାଙ୍କକକୁ ଉଡ଼ିବ ଏୟାର ଏସିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଆଲାଲୁମ୍ପର ପରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଏବଂ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍କୁ ବିମାନ ସେବା ଆରମ୍ଭ କରିବା ପାଇଁ ଏୟାର ଏସିଆ ରାଜ୍ୟ ସରକାରଙ୍କୁ ଦେଇଛି ପ୍ରସ୍ତାବ।
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।...
୧୫ବର୍ଷୀୟ ନାବାଳକ ସହ ୨ଟି ଶିଶୁର ମା’ ଫେରାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୧୫ବର୍ଷୀୟ ନାବାଳକ ସହ ୨ଟି ଶିଶୁର ମା’ ଫେରାର ହୋଇଯାଇଛି।
ଗୁରୁଗ୍ରାମରେ ଜଣେ ୨୬ବର୍ଷୀୟ ମହିଳା ୧୫ବର୍ଷୀୟ ନାବାଳକ ସହ ଫେରାର ହୋଇଯାଇଛି। ମହିଳା...
କର୍ଣ୍ଣାଟକ ମୁଆଁ: ଓଡ଼ିଶାରେ କାହାକୁ କେମିତି ଲାଗିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସରକାର ଗଠନକୁ ନେଇ ବେଙ୍ଗାଳୁରୁରେ ଅସ୍ଥିରତା ଲାଗିଥାଇପାରେ। କିନ୍ତୁ ଗତକାଲିର ଫଳାଫଳକୁ ନେଇ ଓଡ଼ିଶାରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
କର୍ଣ୍ଣାଟକ ନିର୍ବାଚନ ଫଳ ଆସିବା...
ନିଚ୍ଛକ ପ୍ରେମ ପାଇଁ
ଛନ୍ଦା ମିଶ୍ର
ପ୍ରେମ ପ୍ରାପ୍ତିର ନୁହେଁ, ତ୍ୟାଗର ଅଭିବ୍ୟକ୍ତି। ପ୍ରେମ ମନୁଷ୍ୟକୁ ଅପରାଧୀ ନୁହେଁ, ଦେବତାର ମର୍ଯ୍ୟାଦା ଦେଇଥାଏ।
କେହି ପ୍ରେମକୁ ସ୍ୱର୍ଗର ପାରିଜାତ ପୁଷ୍ପ ସହିତ ତୁଳନା କରିଥିଲା ବେଳେ ଆଉ କେହି ପ୍ରେମକୁ...
ଗର୍ଭଧାରଣ ପୂର୍ବରୁ ପରାମର୍ଶ
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ
ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମାଆକୁ ଗର୍ଭଧାରଣ ପୂର୍ବରୁ ହିଁ ପ୍ରସ୍ତୁତ ହେବାକୁ ପଡ଼ିଥାଏ।
ଗୋଟିଏ ସୁନ୍ଦର ଘର ତିଆରି କରିବାକୁ ହେଲେ ତା'ର ସୁଚିନ୍ତିତ...
ମହାନଦୀ ମହାସଂଗ୍ରାମର ଶୁଭାରମ୍ଭ: ମହାନଦୀ ପାଇଁ ଲଢ଼ିବାକୁ ଓଡ଼ିଶାବାସୀଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟକୁ ଓହ୍ଲାଇଛି ବିଜେଡି। ମହାନଦୀର ଓଡ଼ିଶା ପ୍ରବେଶପଥ ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ଆରମ୍ଭ ହୋଇଛି ଏହି ମହାସଂଗ୍ରାମ।
ଆରମ୍ଭ ହୋଇଛି ବିଜେଡିର...





















