ବିବାଦୀୟ ଟିପ୍ପଣୀ ଦେଇ ଫସିଛନ୍ତି ଫିଲ୍ମଷ୍ଟାର ଶତ୍ରୁଘ୍ନ ସିହ୍ନା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ନିକଟରେ ପ୍ରଦାନ କରାଯାଇଥିଲା ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର। ଏହି ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେବଳ ସୀମିତ ପୁରସ୍କୃତ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହାକୁ ନେଇ ଫିଲ୍ମଷ୍ଟାର୍ ତଥା...
ପରଲୋକରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କର ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଭୁବନେଶ୍ୱର ବାପୁଜୀନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ବୟସ ହୋଇଥିଲା। ସେ...
ନିଆରା ସଂଗ୍ରାହକ: ଜିନିୟସ ବୁକ୍ ରେକର୍ଡସରେ ସ୍ଥାନ ପାଇଲେ କେନ୍ଦୁଝରର ସୁଜିତ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ସହରର ମାଇନିଂ ରୋଡ୍ସ୍ଥିତ ରାମ ମନ୍ଦିର କଲୋନିରେ ରହୁଥିବା ଜିଲ୍ଲାର ବରିଷ୍ଠ ସଂଗ୍ରାହକ ସୁଜିତ ପଟ୍ଟନାୟକ ଜଣେ ନିଆରା ସଂଗ୍ରାହକ। ଗତ ଏପ୍ରିଲ୍ ୫ ତାରିଖ ଓ ଏପ୍ରିଲ୍ ୬...
ଫ୍ଲିପକାର୍ଟର ୭୭ ପ୍ରତିଶତ ସେୟାର କିଣିଲା ୱାଲମାର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ଲିପକାର୍ଟର ୭୭ ପ୍ରତିଶତ ସେୟାର କିଣିଛି ୱାଲମାର୍ଟ। ଏନେଇ ଫ୍ଲିପକାର୍ଟ ଏବଂ ୱାଲମାର୍ଟ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି।
ଭାରତୀୟ ଇ-ରିଟେଲ ଜଗତର ବାଦଶାହ ଫ୍ଲିପ୍କାର୍ଟକୁ ବିଶ୍ୱର ସବୁଠୁ ବଡ଼ କମ୍ପାନି...
ରିପୋର୍ଟ କାର୍ଡ: ଆଇନ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କର ୪ ବର୍ଷ ପୂର୍ତ୍ତି ଅବସରରେ ଆଇନ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଚାରି ବର୍ଷରେ ୩୮୦୮ ଲୋକ ଅଦାଲତ
୨୩ ଲକ୍ଷ ୧୭ ହଜାର ମାମଲା...
ରିପୋର୍ଟ କାର୍ଡ: ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୁଲଭ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ପ୍ରଦାନ ସରକାରଙ୍କ ପ୍ରାଥମିକତା
ମେଡିକାଲ...
ଆଳୁ କିଲୋ ୧୮: ଦର ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିନ୍ତା ବଢ଼ାଇଛି ଆଳୁ ଦର। ଆଳୁ କିଲୋ ୧୮ ଟଙ୍କାରେ ପହଞ୍ଚିବା ପରେ ଆଳୁ କଳାବଜାରକୁ ରୋକିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ।
ରାଜ୍ୟରେ ବଢ଼ିଛି ଆଳୁ ଦର।...
ମୋଟାପଣ ଦୂର କରେ କାଗେଜି ଲେମ୍ବୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଗେଜି ଲେମ୍ବୁରେ ଖାଲି ସ୍ୱାଦିଷ୍ଟ ସର୍ବତ ହୁଏ ନାହିଁ, ଏହା ବିଭିନ୍ନ ରୋଗ ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ। ମୁଣ୍ଡବିନ୍ଧା, କେଶ ସମସ୍ୟା, ପେଟ କାମୁଡ଼ିବା, ବାନ୍ତି ଭଳି ରୋଗ...
ପାଗଳକୁ ବିବାହ କରିଛ… ପାଗଳର ଉପଯୁକ୍ତ ପାଗଳୀ ହେବାକୁ ଚେଷ୍ଟା କରିବ
ରବୀନ୍ଦ୍ର ନାରାୟଣ ମିଶ୍ର
ଆଗରୁ ମୃଣାଳିନୀଙ୍କୁ ଶ୍ରୀ ଅରବିନ୍ଦ କହିଦେଇଥିଲେ - ପାଗଲକେ ବିବାହ କରିୟାଛ ପାଗଲେର୍ ଉପଯୁକ୍ତ ପାଗ୍ଲୀ ହଇବାର ଚେଷ୍ଟା କରିବେ। ପାଗଳକୁ ବିବାହ କରିଛ… ପାଗଳର ଉପଯୁକ୍ତ ପାଗଳୀ ହେବାକୁ...
ପାର୍ବଣ, ବିଜ୍ଞାପନ ଓ ଭାଷା ପ୍ରଦୂଷଣ
ରୁଦ୍ର ପ୍ରସନ୍ନ ରଥ
ବିଜ୍ଞାପନରେ ଭାଷାଗତ ଅଶୁଦ୍ଧିକୁ ରୋକିବା ପାଇଁ ସେମିତି କିଛି କଡା ଆଇନ୍ ନାହିଁ କିମ୍ବା ସରକାର କେବେ ବି କୌଣସି କଠୋର ପଦକ୍ଷେପ ନେଇ ନାହାନ୍ତି। ତେଣୁ ଓଡ଼ିଆ ଭାଷାକୁ ନେଇ ବଢିଚାଲିଥିବା...





















