ଜେସିବିକୁ ଧକ୍କା ଦେଲା ଟ୍ରେନ୍: ୪ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଏକ୍ସପ୍ରେସ୍ ଟ୍ରେନ୍। ଯାଜପୁର ଜିଲ୍ଲାର ହରିଦାସପୁର ଲେବଲ କ୍ରସିଂ ପାଖରେ ଜେସିବିକୁ ଧକ୍କା ଦେଇଛି ଏର୍ଣ୍ଣାକୁଲମ-ହାୱାଡା ଏକ୍ସପ୍ରେସ୍ ଟ୍ରେନ୍।
ଯାଜପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଯାଜପୁର...
କିଏ ରାତି ଜଗୁଆଳୀ ତ, କିଏ କାରଖାନାରେ କାମ କରୁଥିଲେ: ଏବେ ଆଇପିଏଲର ଷ୍ଟାର୍ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲରେ ଏମିତି କିଛି ଖେଳାଳି ଖେଳୁଛନ୍ତି ଯେଉଁମାନେ ଜୀବନରେ ଖୁବ୍ ସଂଘର୍ଷ କରି କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି।
ଚାଲିଛି ଆଇପିଏଲ ମହାସମର। ଟି-ଟ୍ଵେଣ୍ଟିର ଏହି ମହାସମରରେ ଖେଳୁଛନ୍ତି ଅନେକ ଦେଶ-ବିଦେଶର...
ପ୍ରେମ କେବେହେଲେ ଦୁର୍ବଳ ଭାବପ୍ରବଣତା ନୁହେଁ
ରବୀନ୍ଦ୍ର ନାରାୟଣ ମିଶ୍ର
‘ବଜ୍ରାଦପି କଠୋରାଣି ମୃଦୁନି କୁସୁମାଦପି’ - ବଜ୍ରଠାରୁ କଠିନ ଓ କୁସୁମଠାରୁ କୋମଳ। ଏହା ହେଉଛି ଆଦର୍ଶ। ପ୍ରେମ କେବେହେଲେ ଦୁର୍ବଳ ଭାବପ୍ରବଣତା ନୁହେଁ।’’
କୁହାଯାଏ ସ୍ୱାମୀ ବିବେକାନନ୍ଦ ଗୋଟିଏ ସମ୍ପୂର୍ଣ୍ଣ...
‘ଫିଦା’ରୁ ଆରମ୍ଭ ‘ମିଲେଙ୍ଗେ ମିଲେଙ୍ଗେ’ରେ ଶେଷ ଶାହିଦ୍ କରିନାଙ୍କ ପ୍ରେମ କାହାଣୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ହାର୍ଟଥ୍ରୋବ୍ ଶାହିଦ୍ କପୁର୍ ଓ ବେବୋ କରିନା କପୁରଙ୍କ ଆଫେଆରକୁ ନେଇ ଏକ ସମୟରେ ଖୁବ୍ ଚର୍ଚ୍ଚା ହୋଇଥିଲା। ସମସ୍ତେ ଭାବୁଥିଲେ ଯେ ବୋଧହୁଏ ଏ ଦୁହେଁ ପତି-ପତ୍ନୀ...
ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବେଶ୍ ଉପାଦେୟ ବାସି ରୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗହମ ଅଟାରୁ ପ୍ରସ୍ତୁତ ରୁଟି ଆମ ଶରୀରର ଅନେକ ଉପକାର କରିଥାଏ। ଏଥିରେ ଅଧିକ ମାତ୍ରାରେ ଫାଇବର୍ ଥାଏ, ଯାହା ସହଜ ହଜମ ହେବାରେ ସାହାଯ୍ୟ କରିଥାଏ।
ବେଳେବେଳେ ରାତି ଖାଦ୍ୟ ପାଇଁ...
ବଲିଉଡର ପପୁଲାର୍ କମେଡିଆନ୍ ଅଶ୍ରାନିଙ୍କ ସଫଳତାର ଯାତ୍ରା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
‘ହମ୍ ଅଗ୍ରଜୋଁ କେ ଜମାନେ କେ ଜେଲର୍ ହେଁ…। ଏହା ହେଉଛି ବଲିଉଡର ବ୍ଲକବଷ୍ଟର ମୁଭି 'ଶୋଲେ'ର ଏକ ବହୁ ଚର୍ଚ୍ଚିତ ସଂଳାପ। ଏହି ସଂଳାପ ପାଇଁ ଅଭିନେତା...
ଏକ ଭଲ ମଣିଷର ନାମ ‘ସରସ୍ୱତୀ’
ଡକ୍ଟର ହରପ୍ରସନ୍ନ ଦାସ
ଭଲ ମଣିଷଟିଏ ହେବାକୁ ହେଲେ ଶିକ୍ଷା, ଯୋଗ୍ୟତା, ଧନ ବା ପଦପଦବୀର ଆବଶ୍ୟକତା ନଥାଏ। ମଣିଷପଣିଆର ଗୁଣଗୁଡ଼ିକୁ ବ୍ୟବହାରରେ ପ୍ରକାଶ କଲେହିଁ ଆମେ ଭଲ ମଣିଷଟିଏ ବୋଲି ପ୍ରମାଣ କରିପାରିବା।
ମହିଳା...
ନାଲକୋ ପକ୍ଷରୁ ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନରେ ବ୍ୟାଟେରୀ ଚାଳିତ ଗାଡ଼ିର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=g0-qDppJICI]
ପୁରୀ ରେଳ ଷ୍ଟେସନରେ ବ୍ୟାଟେରୀ ଚାଳିତ ଗାଡ଼ି ସେବାର ଶୁଭାରମ୍ଭ କରାଯିବା ପରେ ଆଜି ନବରତ୍ନ କମ୍ପାନି ନାଲକୋ ପକ୍ଷରୁ ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନଠାରେ ଏହି ସେବା...
ରେଭେନ୍ସା ସାଇନ୍-ଏ-ଡାଏ: ବିଭିନ୍ନ ଦାବି ନେଇ ଭିସି ଅଫିସ ଘେରିଥିଲେ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରେଭେନ୍ସାରେ ବିଭିନ୍ନ ଦାବି ନେଇ ଛାତ୍ର ଅଶାନ୍ତି ଦେଖାଦେବା ପରେ ବିଶ୍ୱବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି।
ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ମଙ୍ଗଳବାର ରାତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି।...
ଶ୍ରୀମନ୍ଦିର କଳ୍ପବଟ୍ଟ ମୂଳେ ଆଖିବୁଜିଲେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗାକୁ ଦେଖିବା ପରେ କଳ୍ପବଟ୍ଟ ଛାଇ ତଳେ ବିଶ୍ରାମ ନେଉଥିବା ଜଣେ ଭକ୍ତ ଆଖି ବୁଜିଛନ୍ତି।
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ ଆରପାରିକୁ ଚାଲିଯିବା ପାଇଁ ସବୁ ମଣିଷଙ୍କର ଇଚ୍ଛା ଥାଏ।...





















