ମାଡ଼ି ଆସୁଛି ଝଡ଼: ଓଡ଼ିଶା ସମେତ ୧୩ ରାଜ୍ୟରେ ବର୍ଷା, ବଢ଼ିବ ପବନର ବେଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୩ ରାଜ୍ୟରେ ହାଇ ଆଲର୍ଟ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ଆଶଙ୍କା ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ ବହିବ ପବନ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକ ଉତ୍ତର ଭାରତରେ...

ଇମ୍ଫା ସପକ୍ଷରେ ବାହାରିଲେ ଧର୍ମେନ୍ଦ୍ର ପ୍ରଧାନ, ସମସ୍ୟା ସମାଧାନ ପାଇଁ ରତନ ଟାଟାଙ୍କୁ କଲେ ନିବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୫ ଦିନ ହେଲା ଇମ୍ଫା କାରଖାନାରେ ଲାଗି ରହିଛି ଅଚଳାବସ୍ଥା। ଏହି ଅଚଳାବସ୍ଥା ଦୂର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାଟା ଟ୍ରଷ୍ଟସ୍‌ର ଅଧ୍ୟକ୍ଷ ରତନ ଟାଟାଙ୍କୁ କରିଛନ୍ତି ନିବେଦନ। ଥେରୁବାଲିସ୍ଥିତ...

ସାଢ଼େ ୩ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ପ୍ରଣବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧଳ ସାମନ୍ତ ବ୍ରଦର୍ସଙ୍କ ସହ ଲିଙ୍କ୍ ରଖିବା ଅଭିଯୋଗରେ ଇଡି ଅଧିକାରୀ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସଢ଼େ ୩ ଘଣ୍ଟା ଧରି ଜେରା କରିଛନ୍ତି। ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ବ୍ରଦର୍ସଙ୍କ ସହ ବ୍ୟବସାୟିକ...

ପ୍ରସନ୍ନ ଆଚାର୍ଯ୍ୟ ହେଲେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ହୋଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀପ ତିର୍କୀ ରାଜ୍ୟସଭାରେ ବିଜେଡିର...

କାହାକୁ ବିବାହ କରୁଛନ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଖୁବଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଚଳିତବର୍ଷ ଡିସେମ୍ବରରେ ଆନନ୍ଦ ପିରାମଲଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଇଶା...

ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ଜମି ଅଧିକାର: ଦୁଇ ହଜାର ପରିବାରକୁ ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ବାସଉପଯୋଗୀ ବସତି ମିଶନର ଶୁଭାରମ୍ଭ ୧ ବର୍ଷରେ ୧୦ ଲକ୍ଷ ଲୋକଙ୍କୁ ମିଳିବ ଜମି ଅଧିକାର ପ୍ରମାଣପତ୍ର ବସ୍ତିବାସିନ୍ଦାଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦିଆଯାଇଛି: ମୁଖ୍ୟମନ୍ତ୍ରୀ ଟାଟା...

ବଲିଉଡର ଫ୍ଲପ୍ ସୁପରଷ୍ଟାର ଯୋଡ଼ି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସଲମାନ-ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ସଞ୍ଜୟ ଦତ୍ତ-ଲାରା ଦତ୍ତଙ୍କ ଭଳି ବଲିଉଡର ସୁପରଷ୍ଟାର୍ ଯୋଡ଼ି ପରଦାରେ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି। ବଲିଉଡ୍‌ରେ ପ୍ରତିବର୍ଷ ଶତାଧିକ ହିନ୍ଦୀ ସିନେମା ନିର୍ମିତ ହୁଏ ଏବଂ ରିଲିଜ୍ ମଧ୍ୟ...

ସୋନମଙ୍କ ହାତରେ ଲାଗିଲା ମେହେନ୍ଦି: ଆଜି ସଙ୍ଗୀତ କାର୍ଯ୍ୟକ୍ରମ, କାଲି ବାହାଘର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ଡିଭା ସୋନମ କପୁରଙ୍କ ବାହାଘର। ଏହି ଗ୍ରାଣ୍ଡ୍‌ ବିବାହର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋନମଙ୍କ ହାତରେ ମେହେନ୍ଦି ଲାଗିଛି। ଆଜି ସଙ୍ଗାତ କାର୍ଯ୍ୟକ୍ରମ ଓ କାଲି ହେବ ବିବାହ। ମସକକଲି...

ବମିଖାଲ ଓଭରବ୍ରିଜ କାମରୁ ବାଦ୍ ପଡ଼ିବ ପଣ୍ଡା ଇନଫ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସୂଚନା ଦୁଇ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ ଯାଞ୍ଚ ରିପୋର୍ଟ ଆସିବା ପରେ ନୂଆ ଠିକା ସଂସ୍ଥାକୁ ଦିଆଯିବ କାମ ପିସିସି ସଭାପତି...

ମିଶନ କର୍ଣ୍ଣାଟକ: ଶଗଡ଼ରେ ବସିଲେ, ସାଇକେଲ ଚଲାଇଲେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରୋଡ ସୋ’। କର୍ଣ୍ଣାଟକ ରାଜ୍ୟର କୋଲାରରେ ସାଇକେଲ ଚଳାଇ ଦରଦାମ ବୃଦ୍ଧିର ପ୍ରତିବାଦ କରିଛନ୍ତି ରାହୁଲ। କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ...