ପେଟ୍ରୋଲ ମୂଲ୍ୟ ବୃଦ୍ଧି: ଭୁବନେଶ୍ୱରରେ ବିଜେଡିର ପ୍ରତିବାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରତିବାଦ କରିଛି ବିଜେଡି। ବିଜେଡିର ଛାତ୍ର ଓ ଯୁବ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ଖାଉଟି ମାରଣ ନୀତିର ପ୍ରତିବାଦ କରିଛନ୍ତି। ବ୍ରହ୍ମଗିରି ବିଧାୟକ ସଞ୍ଜୟ...

ଏପ୍ରିଲ ୪ରେ ଖୋଲିବ ରତ୍ନଭଣ୍ଡାର: କାନ୍ଥ-ଛାତ ଯାଞ୍ଚ କରିବେ ବିଶେଷଜ୍ଞ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରତ୍ନଭଣ୍ଡାରକୁ ଯିବେ ୧୦ ଜଣିଆ ଟିମ୍‌ ଯାଞ୍ଚ ବେଳେ ସାଧାରଣ ଦର୍ଶନ ବନ୍ଦ ରହିବ ଏସ୍‌ଓପି କଡ଼ାକଡ଼ି ପାଳନ ହେବ ଲୋକନାଥଙ୍କ ପାଖରେ ଶପଥ ନେବେ ଟିମ୍‌ ସଦସ୍ୟ ରତ୍ନଭଣ୍ଡାରରେ...

ସାରା ଦେଶରେ ଜଳିଲା ଦଳିତ ନିଆଁ, ୯ ଲୋକଙ୍କ ଜୀବନ ଗଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ଦେଶରେ ଜଳିଛି ଦଳିତ ନିଆଁ। ଉତ୍ତରପ୍ରଦେଶରୁ ରାଜସ୍ଥାନ ଏବଂ ଓଡ଼ିଶାରୁ ମୁମ୍ବାଇ ସବୁଠି ପ୍ରତିବାଦର ସ୍ୱର ତୀବ୍ର ହୋଇଛି। ଏସ୍‌ସି-ଏସ୍‌ଟି ସୁରକ୍ଷା ଆଇନ୍ ଉପରେ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିକୁ ବିରୋଧ...

ମା’କୁ ଦେଖିଲେ ପିଲା କାହିଁକି ଖୁସି ହୁଏ?

ଗୀତା ଦାସ ପ୍ରଥମେ ପିଲା ମା'ଠାରୁ କ୍ଷୀର ଖାଇ ଭୋକ ଶୋଷରୁ ରକ୍ଷା ପାଇ ତୃପ୍ତ ହୁଏ। ଓଦା ମଇଳା ହୋଇ ପଡ଼ିଥିଲେ ମା' ସଫା କରି ଶୁଖିଲା ବିଛଣାରେ ଶୁଆଇ ଦେଲେ ପିଲାକୁ...

ଏପ୍ରିଲ ୪ରେ ବିଜେଡିରେ ମିଶିବେ ଚନ୍ଦ୍ରଶେଖର ସାହୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୪ରେ ବିଜେଡିରେ ମିଶିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଏନେଇ ଶ୍ରୀ ସାହୁ ଆଜି ସ୍ପଷ୍ଟ କରିଛନ୍ତି। ତାଙ୍କ ସହ କଂଗ୍ରେସ ଛାଡ଼ିଥିବା ଭଗବାନ ଗନ୍ତାୟତ ଏବଂ ବିକ୍ରମ ପଣ୍ଡା...

୨୫ବର୍ଷ ପରେ ନୂଆ ରୂପରେ ବଜାରକୁ ପ୍ରବେଶ କରିବ ନୋକିଆ ୨୦୧୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯୯୪ରେ ଅର୍ଥାତ୍ ୨୫ବର୍ଷ ପୂର୍ବରୁ ନୋକିଆ କମ୍ପାନିର ୨୦୧୦ମଡେଲର କ୍ଲାସିକ୍ ଫିଚର୍ ଫୋନ୍ ବଜାରକୁ ଆସିଥିଲା। ନୋକିଆର ୨୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପୁଣିଥରେ ଏହି ମଡେଲର ଫୋନ୍ ନୂଆ...

୧୪ବର୍ଷରେ ପଦାର୍ପଣ କଲା ଜି-ମେଲ୍: ଏ ସମ୍ପର୍କରେ କିଛି ଅଜଣା କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଲେକଟ୍ରୋନିକ୍ ମେଲ୍ ଦୁନିଆରେ ଚହଳ ପକାଇଥିବା ଜି-ମେଲ୍ ୧୪ବର୍ଷରେ ପଦାର୍ପଣ କରିଛି। ଜି-ମେଲର ଆରମ୍ଭ ୧ ଏପ୍ରିଲ ୨୦୦୪ରେ ହୋଇଥିଲା। ପଲ୍ ବୁଚେଟ୍ ଏହାକୁ ପ୍ରସ୍ତୁତ କରିଥିଲେ। ଜି-ମେଲ୍ ସମ୍ପର୍କରେ କିଛି ଅଜଣା...

ବ୍ରହ୍ମପୁରରୁ ସଫା ହୋଇଗଲା କଂଗ୍ରେସ, ଇସ୍ତଫା ଦେଲେ ଆଉ ଜଣେ କର୍ପୋରେଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରରୁ ମୂଳପୋଛ ହୋଇଗଲା କଂଗ୍ରେସ। ବ୍ରହ୍ମପୁର ମହାନଗର ନିଗମରୁ ୧୧ ଜଣ କଂଗ୍ରେସ କର୍ପୋରେଟର ଇସ୍ତଫା ଦେବା ପରେ ଏହି ଜାତୀୟ ଦଳ ଏଠାରେ ସ୍ଥିତି...

ଭୁଲ୍ ସ୍ୱୀକାର କଲେ, ଟୁଇଟର୍‌ରୁ ଫଟୋ ହଟାଇଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯେଉଁ ଟୁଇଟର୍‌ରେ ଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଫଟୋ ପୋଷ୍ଟ କରି ବିବାଦୀୟ ହୋଇଥିଲେ ସେହି ପୋଷ୍ଟରେ ନିଜ ଭୁଲ୍ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ। ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଫଟୋ ସୋସିଆଲ...

ଆଜିର ବଡ଼ ଖବର (୨-ଏପ୍ରିଲ-୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ -ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସନ୍ଧ୍ୟାରେ ୪୧ ଜଣଙ୍କୁ 'ପଦ୍ମ' ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କରେ ମଧ୍ୟରେ ୩ ଓଡ଼ିଆ ଏହି ସମ୍ମାନ ପାଇଛନ୍ତି। ସେମାନେ ହେଲେ ବିଶିଷ୍ଟ...