ପ୍ରେମିକା ସମ୍ମୁଖରେ ଜୀବନ ହାରିଲା ପ୍ରେମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁଦିନ ରାଜ୍ୟ ରାଜଧାନୀରେ ବଢ଼ିଚାଲିଛି ଲଭ୍, ଦୁଷ୍କର୍ମ,ସେକ୍ସ ଆଉ ଧୋକା। କେଉଁଠି ପ୍ରେମିକାର ଅଶ୍ଲୀଳ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ ହେଲାଣି ତ ଆଉ କେଉଁଠି ପ୍ରେମିକା ସହ ଦୁଷ୍କର୍ମ...
ସିବିଏସଇ ୧୦ମ ଛାତ୍ରଛାତ୍ରୀଙ୍କୁ ଆଶ୍ଵସ୍ତି: ପୁଣି ହେବ ନାହିଁ ଗଣିତ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସିବିଏସଇ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଲିକ୍ ହୋଇଥିବା ୧୦ ଶ୍ରେଣୀ ଗଣିତ ପରୀକ୍ଷା ପୁଣି ଥରେ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା...
ଏସସି-ଏସଟି ଆଇନରେ ସକରାତ୍ମକ ସଂଶୋଧନକୁ ନେଇ କାହିଁକି ନିଆଁ ଜଳୁଛି?
ନୀଳାମ୍ବର ରଥ
ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ, ଯାହାକି ଏସସି-ଏସଟି ଆକ୍ଟ ନାଁରେ ପରିଚିତ, ତାକୁ ନେଇ ଆଜି ଦେଶରେ କାହିଁକି ଜଳୁଛି ନିଆଁ? ଏ ପ୍ରଶ୍ନର ଉତ୍ତର ସାଧାରଣ...
କ୍ୟାଚ୍ ପକ୍ଷରୁ ବିଶ୍ଵ ଅଟିଜିମ୍ ସଚେତନତା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ଏପ୍ରିଲ ୨ତାରିଖକୁ ମିଳିତ ଜାତିସଂଘ ଆନୁକୁଲ୍ୟରେ ବିଶ୍ଵ ଅଟିଜିମ୍ ସଚେତନତା ଦିବସ ରୂପେ ପାଳିତ ହୋଇଆସୁଛି। ଏଥିରୁ ବାଦ୍ ପଡ଼ିନି ରାଜ୍ୟର ସର୍ବପ୍ରଥମ ଅଟିଜିମ୍ ସହ ସମ୍ପୃକ୍ତ ବେସରକାରୀ ସଂଗଠନ...
ସୋସିଆଲ୍ ମିଡ଼ିଆକୁ ମନ୍ତ୍ରୀ ବି କରିଦେଲେ ପିଲାଖେଳ!
ନୀଳାମ୍ବର ରଥ
ସୋସିଆଲ ମିଡ଼ିଆ ଆଜି ପାଲଟିଛି ପିଲାଖେଳ। ଘରେ ସୋରିଷ ଫୁଟିବା ହେଉ କି ପ୍ରତିରକ୍ଷା ସମ୍ପର୍କୀୟ ବିତର୍କ, ଆଗପଛ ବିଚାର ନକରି ଆଜି ଆମେ ଏହି ମିଡ଼ିଆରେ ସବୁ କଥା ବାନ୍ତି...
‘କଂଗ୍ରେସମୁକ୍ତ’ ଓଡିଶା: ଆଉ ବେଶି ଦିନ ନୁହେଁ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ଥିଲା 'କଂଗ୍ରେସମୁକ୍ତ' ଭାରତ। ଏହି ସ୍ଲୋଗାନ ଅନେକ ମାତ୍ରାରେ ସଫଳ ହୋଇଛି ମଧ୍ୟ। ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ବିଜେପି କବ୍ଜାକୁ...
ପ୍ରଥମ ଫିଲ୍ମରେ ସୁପରହିଟ୍ ହୋଇଛନ୍ତି ଓଲିଉଡର ଏହିସବୁ ନାୟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡ଼ରେ ନାୟିକା ଭାବେ ଲମ୍ବା ଇନିଂସ୍ ଖେଳିଥିବା ନାୟିକାମାନଙ୍କର ସଂଖ୍ୟା କମ୍। ଆଉ ସେମାନଙ୍କ ଭିତରୁ ବହୁତ କମ୍ ନାୟିକାଙ୍କର ପ୍ରଥମ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ବା ବ୍ଲକ ବଷ୍ଟର...
ମଧୁମେହ ରୋଗରେ ପୀଡ଼ିତ କି? ଖାଆନ୍ତୁ ପାଳଙ୍ଗ ଶାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଳଙ୍ଗ ଶାଗରେ ଶାରୀରିକ ବିକାଶ ପାଇଁ ଆବଶ୍ୟକ ପାଖାପାଖି ସମସ୍ତ ପୋଷକ ତତ୍ତ୍ଵ ଭରି ରହିଥାଏ। ମିନେରାଲ୍ସ, ଭିଟାମିନ୍ ଓ ଆହୁରି ଅନେକ ନ୍ୟୁଟ୍ରିଏଣ୍ଟ୍ସ ପାଳଙ୍ଗ ଶାଗରେ ଭରି ରହିଥାଏ।
ସାଧାରଣତଃ ଲୋକମାନେ ପାଳଙ୍ଗ...
‘ପଦ୍ମଶ୍ରୀ’ ପାଇଲେ ତିନି ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସନ୍ଧ୍ୟାରେ ୪୧ ଜଣଙ୍କୁ 'ପଦ୍ମ' ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କରେ ମଧ୍ୟରେ ୩ ଓଡ଼ିଆ ଏହି ସମ୍ମାନ ପାଇଛନ୍ତି। ସେମାନେ ହେଲେ ବିଶିଷ୍ଟ...
କର୍ଣ୍ଣଲ ଡ୍ରେସରେ ‘ପଦ୍ମ ଭୂଷଣ’ ପୁରସ୍କାର ଗ୍ରହଣ କଲେ ଧୋନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗ୍ରହଣ କରିଛନ୍ତି 'ପଦ୍ମ ଭୂଷଣ' ପୁରସ୍କାର। ଏହି ସମ୍ମାନ ଗ୍ରହଣ କରିବା ପାଇଁ ଧୋନି କର୍ଣ୍ଣଲ ଡ୍ରେସରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ...





















