ଆଜି କଡ଼ା ଟକ୍କର: ପଶ୍ଚିମ ଓଡ଼ିଶା ମିଶନରେ ଶାହା, ଦକ୍ଷିଣ ଓଡ଼ିଶା ମିଶନରେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ଓଡ଼ିଶା ରାଜନୀତି ଦେଖିବ କଡ଼ା ଟକ୍କର। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପଶ୍ଚିମ ଓଡ଼ିଶା ମିଶନରେ ଆସୁଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାଉଛନ୍ତି ଦକ୍ଷିଣ ଓଡ଼ିଶା...

ଖୋଲିଲା ରହସ୍ୟ: କେତେ ରତ୍ନ ରହିଛି ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ?

ଓଡ଼ିଶାଲାଇଭ ପ୍ରମୁଖ ପ୍ରତିନିଧି ଖୋଲିଛି ରତ୍ନଭଣ୍ଡାରର ସବୁଠୁ ବଡ଼ ରହସ୍ୟ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କି କି ରତ୍ନ ରହିଛି? ସେହିସବୁ ରତ୍ନ ଅଳଙ୍କାରର ଓଜନ ଓ ପରିମାଣ କେତେ? ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର ଏହିସବୁ...

ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି ୧୧ ଲକ୍ଷ ନିର୍ମାଣ ଶ୍ରମିକ ପରିବାର: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ମାଣ ଶ୍ରମିକ ସେବା ସପ୍ତାହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ଏହି ଅବସରରେ କହିଛନ୍ତି। "ରାଜ୍ୟରେ ବର୍ତ୍ତମାନ...

ଭାଲୁ ମୁହଁରେ ମଣିଷ : ବିଗୁଡ଼ୁଛି ପରିବେଶ, ଗଡୁଛି ମୁଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=YtNAa-l9mkk] କେନ୍ଦୁଝରରେ ଭାଲୁ ପାଲଟିଲା ରକ୍ତମୁଖା। ଜଣେ ନୁହଁ, ନେଲା ତିନି ତିନିଟି ମୁଣ୍ଡ। ଜଣକ ପରେ ଜଣେ ହିଂସ୍ର ଭାଲୁର ମୁହଁରୁ ମୁକୁଳିପାରିଲେ ନାହିଁ। ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସବୁ...

ବୁଧବାର ୨ଟାରେ ଖୋଲିବ ରତ୍ନଭଣ୍ଡାର, ଗାମୁଛା ପିନ୍ଧି ଯାଞ୍ଚ କରିବେ ସଦସ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଗମୋହନ ମରାମତି କାମ ରହିବ ସ୍ଥଗିତ ମଧ୍ୟହ୍ଣ ଧୂପ ପରେ ବନ୍ଦ ରହିବ ସବୁ ନୀତି ଭଣ୍ଡାର ଭିତରକୁ ଯିବେ ୧୦ ଜଣ ସଦସ୍ୟ କାନ୍ଥ ଓ ଛାତର ସ୍ଥିତି...

ଫେକ୍ ନ୍ୟୁଜ୍ ଗାଇଡଲାଇନକୁ ଫେରାଇ ନେଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ ସାମ୍ବାଦିକଙ୍କ ପାଇଁ ଜାରି କରାଯାଇଥିବା ଗାଇଡଲାଇନ ଫେରାଇ ନେଇଛନ୍ତି ସରକାର। ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଫେକ୍ ନ୍ୟୁଜ୍ ପ୍ରସାରଣ କରୁଥିବା ସାମ୍ବାଦିକଙ୍କ ବିରୋଧରେ...

ପୂର୍ବ ରାୟରେ ଅଟଳ, ଏସସି-ଏସଟି ଆକ୍ଟ ପୁନର୍ବିଚାର କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସ୍‌ସି, ଏସ୍‌ଟି ଆକ୍ଟରେ ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ନିବେଦନ କରିଥିଲେ। ଏନେଇ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ସରକାର। ହେଲେ ଏହି ଆବେଦନକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ନିଜ...

ପ୍ରକାଶ ପାଇଲା ଏନ୍ଆଇଆରଏଫ୍‌ ତାଲିକା: ୧୪୭ତମ ସ୍ଥାନରେ ଉତ୍କଳ ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ମଙ୍ଗଳବାର ପ୍ରକାଶିତ ହୋଇଛି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ଵାର୍କ (ଏନ୍‌ଆଇଆର୍‌ଏଫ୍‌)। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନସ୍‌(ଆଇଆଇଏସ୍‌ସି) ବେଙ୍ଗାଲୁର।...

ରତ୍ନଭଣ୍ଡାର ଖୋଲାକୁ ନେଇ ନୂଆ ବିବାଦ, ଗଜପତିଙ୍କ ଉପସ୍ଥିତି ଦାବି କଲେ ସେବାୟତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟାହ୍ଣ ଧୂପ ପରେ ଖୋଲିବ ରତ୍ନଭଣ୍ଡାର ସାଧାରଣ ଦର୍ଶନ ୨ ଘଣ୍ଟା ବନ୍ଦ ରହିବ ଯାଞ୍ଚ ବେଳେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ ବୁଧବାର ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ...

ରତ୍ନଭଣ୍ଡାରର ତୃତୀୟ କୋଠରୀ ରହସ୍ୟମୟ: ଡକ୍ଟର ରଜତ କୁମାର କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ରତ୍ନଭଣ୍ଡାର ୩୪ ବର୍ଷ ପରେ ଖୋଲୁଥିବାରୁ ଭକ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍କଣ୍ଠା। ତେବେ ଏହି ରହସ୍ୟମୟ ରତ୍ନଭଣ୍ଡାର ସମ୍ପର୍କରେ ଜଗନ୍ନାଥ ସଂସ୍କୃତି...