ରଚନାଙ୍କ ବ୍ୟାଡ୍ ଲକ୍: ଏହିସବୁ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇନାହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ବର୍ଷ ଧରି ନମ୍ବର ୱାନ୍ ନାୟିକା ଭାବେ ଓଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍ କରିଥିଲେ ରଚନା ବାନାର୍ଜି। ଓଲିଉଡରେ ଅନେକ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ ମଧ୍ୟ କିଛି ଲୋକପ୍ରିୟ ଆଗଧାଡ଼ିର ନିର୍ଦ୍ଦେଶକଙ୍କ...
କଲମ୍ବୋ ଟି-୨୦: ୫ ୱିକେଟରେ ଭାରତକୁ ହରାଇଲା ଶ୍ରୀଲଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
କଲମ୍ବୋରେ ଧମାକାଦାର ଖେଳ ପ୍ରଦର୍ଶନ କରିଛି ଶ୍ରୀଲଙ୍କା ଟିମ୍। ଭାରତୀୟ ଦଳକୁ ୫ ୱିକେଟରେ ପରାଜିତ କରି ଟି-୨୦ ମ୍ୟାଚରେ ବିଜୟୀ ହୋଇଛି ଶ୍ରୀଲଙ୍କା।
ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ହାରି ପ୍ରଥମେ...
ମାର୍ଚ୍ଚ ୯ ରୁ ନୂଆଦିଲ୍ଲୀଠାରେ ଓଡ଼ିଶା ପର୍ବ – ୨୦୧୮
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସଂସ୍କୃତି ଓ ଓଡିଆ ସମାଜର ଗୌରବମୟ ଗାଥାକୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ମାର୍ଚ୍ଚ ୯ରୁ ଓଡ଼ିଶା ପର୍ବ-୨୦୧୮ ଅନୁଷ୍ଠିତ ହେବାକୁ ଯାଉଛି। ଏହା ୧୧...
ବାଲେଶ୍ୱରରେ ଖୋଲିଲା ‘ନିଟକୋ ଲୁକ୍’ ଟାଇଲ୍ ସୋରୁମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ଓଟି ରୋଡର ତେଲେଙ୍ଗା ସାହିରେ ବିଜି ଆସୋସିଏଟ୍ସର ‘ନିଟ୍କୋ ଲୁକ୍’ ଟାଇଲ୍ ସୋରୁମ୍ ଉଦଘାଟିତ ହୋଇଯାଇଛି। ଏହି ସୋରୁମକୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦଘାଟନ କରିଛନ୍ତି। ଅଭିନେତା ସାତ୍ୟକି ମିଶ୍ର...
ଫକିର ମୋହନ କଲେଜରେ ନୂତନ ଶ୍ରେଣୀ ଗୃହର ଶିଳାନ୍ୟାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ବାଲେଶ୍ୱର ଫକିରମୋହନ କଲେଜର ଖେଳ ପଡ଼ିଆର ଉନ୍ନତିକରଣ, ନୂତନ ଶ୍ରେଣୀ ଗୃହ ଓ ବାଳିକା ସାଧାରଣ ପ୍ରକୋଷ୍ଠର ଶିଳାନ୍ୟାସ କରିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ। ଖେଳପଡ଼ିଆର ଉନ୍ନତିକରଣ...
ଲିଙ୍ଗରାଜ ମନ୍ଦିରରେ ରବିନା ଟଣ୍ଡନ ଦେଉଥିଲେ ବ୍ୟୁଟି ଟିପ୍ସ: ଥାନାରେ ଏତଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ। ଲିଙ୍ଗରାଜ ମନ୍ଦିରର 'ନୋ କ୍ୟାମେରା ଜୋନ୍'ରେ ମୋବାଇଲ ସୁଟିଂ କରିବା ମହଙ୍ଗା ପଡ଼ିଛି। ଏନେଇ ମନ୍ଦିର ପ୍ରଶାସନ ରବିନାଙ୍କ ନାଁରେ ଲିଙ୍ଗରାଜ ଥାନାରେ...
ମଦୁଆ ବରକୁ ପୁଣି ବାନ୍ଧିଲା ପୋଲିସ: ପ୍ରଥମ ସ୍ତ୍ରୀକୁ ଲୁଚାଇ ଦ୍ୱିତୀୟ ବିବାହ କରୁଥିଲେ ଶଙ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ବାହାଘର ଆଶା ମଉଳିଲା
ପ୍ରଥମ ସ୍ତ୍ରୀ ଅଭିଯୋଗରେ ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ
ଜେଲ୍ ଗଲେ ଦୁଇ ଭାଇ ଶଙ୍କର ପଣ୍ଡା ଓ ସୁଦାମ ପଣ୍ଡା
ବାହାଘରକୁ ନେଇ ହାଇଭୋଲଟେଜ ଡ୍ରାମା।...
କନରାଡ୍ ସାଙ୍ଗମା ହେଲେ ମେଘାଳୟ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୧ଟି ବିଧାନସଭା ଆସନ ପାଇଥିବା କଂଗ୍ରେସକୁ ମେଘାଳୟରେ ନିରାଶ ହେବାକୁ ପଡ଼ିଛି। ୪ଟି ଦଳର ସମର୍ଥନରେ କନରାଡ୍ ସାଙ୍ଗମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମେଘାଳୟ...
ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଟକ ଯୁବକର ପଲିଗ୍ରାଫ୍ ଟେଷ୍ଟ କରିପାରେ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୌଦ୍ଧ ଅଞ୍ଚଳର ଜଣେ ଯୁବକ ଅଟକ
ଅଟକ ଯୁବକର ସ୍ୱାସ୍ଥ୍ୟ ପରୀକ୍ଷା
ପଲିଗ୍ରାଫ ଟେଷ୍ଟ ସମ୍ଭାବନା
କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡଭାଇଜରି ଜାରି
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଦିନକୁ ଦିନ...
ଦ୍ଵିତୀୟ ବିବାହ କଲେ ମିଳିବ ପୁରସ୍କାର!
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ଵିତୀୟ ବିବାହ କରିବା ଅନେକ ଦେଶରେ ଆଇନତଃ ଅପରାଧ ହୋଇଥିବାବେଳେ ୟୁଏଇରେ ଦ୍ଵିତୀୟ ବିବାହ କଲେ ମିଳିବ ପୁରସ୍କାର।
ସଂଯୁକ୍ତ ଅରବ ଏମିନେଟ୍ସ (ୟୁଏଇ) ଏମିତି ଏକ ଦେଶ ଯେଉଁଠି ଦ୍ଵିତୀୟ ବିବାହ...





















