ବିଜେଡି ଦଖଲରେ ବିଜେପୁର, ବିଜେପି ସ୍ୱପ୍ନ ଧୂଳିସାତ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=-FCO5FyxgqU] ରିତା ସାହୁଙ୍କୁ ୧ ଲକ୍ଷ ୨ ହଜାର ୮୭୧ ଭୋଟ ଅଶୋକ ପାଣିଗ୍ରାହୀଙ୍କୁ ୬୦ ହଜାର ୯୩୮ ପ୍ରଣୟ ସାହୁଙ୍କୁ ୧୦ ହଜାର ୨୭୪ ଭୋଟ ସବୁ କଳ୍ପନା ଜଳ୍ପନାର...

ଗିରଫ ହେଲେ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଆଇନ ଅର୍ଥ କାରବାର ଅଭିଯୋଗରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ସିବିଆଇ ଗିରଫ କରିଛି। ବେଆଇନ ଅର୍ଥ କାରବାର ଅଭିଯୋଗରେ ଲଣ୍ଡନରୁ ଭାରତ ଫେରୁ ଥିବାବେଳେ ଚେନ୍ନାଇ ବିମାନବନ୍ଦରରୁ...

ବିଜେପୁର ଫଳ: ବିଜେଡିର ବିକଳ୍ପ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=-FCO5FyxgqU] ବିଜେପୁର ନିର୍ବାଚନ ଫଳରୁ ଯାହା ଶିକ୍ଷା ମିଳୁଛି ତାହା ହେଉଛି ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ହିଁ ସୀମିତ ରହିବ। କଂଗ୍ରେସକୁ ଯେ...

ସୂଚନା ଅଧିକାର ଅଧିନିୟମ ଗଣତନ୍ତ୍ରକୁ ସୁଦୃଢ କରିବ: ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱରରେ ଦିନିକିଆ ସୂଚନା ଅଧିକାର କର୍ମଶାଳା ଅନୁଷ୍ଠିତ ଅନଲାଇନ ସୂଚନା ପ୍ରଦାନ ଓ ଆବେଦନ ଗ୍ରହଣକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ ବାଲେଶ୍ୱର ସଦର ମହକୁମାଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ...

ବିଜେପୁରବାସୀଙ୍କ ସୁଖଦୁଃଖରେ ସାଥୀ ହେବି: ରିତା ସାହୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ବିଜେପୁର ଭୋଟରଙ୍କ ଉପରେ ଆମର ବିଶ୍ୱାସ ରହିଥିଲା। ସେମାନେ ଆମ ବିଶ୍ବାସକୁ ଅତୁଟ ରଖିଛନ୍ତି। ବିଜେଡି ପ୍ରତି ସେମାନେ ସମର୍ଥନ ଜଣାଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ମୋ ସ୍ୱାମୀ...

ପରଲୋକରେ କାଞ୍ଚି ଶଙ୍କରାଚାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଞ୍ଚିପୁରମ କାମାକୋଠୀ ପୀଠ ମଠାଧୀଶ ଜୟେନ୍ଦ୍ର ସରସ୍ୱତୀଙ୍କ ପରଲୋକ ଘଟିଛି। ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ସମୟରେ ମଠର ଦାତ୍ତବ୍ୟ କାର୍ଯ୍ୟକ୍ରମର ବହୁଳ ମାତ୍ରାରେ ପ୍ରସାର ଘଟିଥିଲା। କାଞ୍ଚିର ୬୯ତମ ଶଙ୍କରାଚାର୍ଯ୍ୟ ତଥା କାଞ୍ଚିପୁରମ...

ବିଜେପୁରେ ବିଜେଡି ଆଗୁଆ: ପାର୍ଟି ଅଫିସରେ ଉତ୍ସବ ପାଳୁଛନ୍ତି ନେତା-କର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=CKrj2CL2Qpc] ବିଜେପୁର ଉପ-ନିର୍ବାଚନର ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବହୁ ଭୋଟରେ ଆଗୁଆ ଅଛନ୍ତି। ତୃତୀୟ ସ୍ଥାନରେ...

ବିଜେପୁର ଭୋଟ୍: ଆଗରେ ବିଜେଡି ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୬ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ୪୦ ହଜାର ଭୋଟରେ ଆଗୁଆ ୧୬ ରାଉଣ୍ଡରେ ବିଜେଡି ୩୬ ହଜାର ଭୋଟରେ ଆଗୁଆ ୧୫ତମ ରାଉଣ୍ଡ ସୁଦ୍ଧା ବିଜେଡି...

ବିଶ୍ଵର ସର୍ବକନିଷ୍ଠ ଅଧିନାୟକ ରଶିଦ୍ ଖାନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସର୍ବଦା ଗୃହଯୁଦ୍ଧର ସାମ୍ନା କରୁଥିବା ଆଫଗାନିସ୍ତାନ ଲୋକଙ୍କୁ ଖୁସି ମନାଇବା ପାଇଁ ଖୁବ୍ କମ ସୁଯୋଗ ମିଳିଥାଏ। ଏଥର କିନ୍ତୁ ଦେଶକୁ ଏଭଳି ଏକ ଚେହେରା ମିଳିଛି । ଯିଏକି ନିଜ...

ବିଜେପୁର: ୭ମ ରାଉଣ୍ଡ ସୁଦ୍ଧା ୧୫ ହଜାର ଭୋଟରେ ବିଜେଡି ଆଗୁଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟାୟକ୍ରମେ ଆସୁଛି ବିଜେପୁର ଜନାଦେଶ। ଦିନ ୧୧ଟା ସୁଦ୍ଧା ୭ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗରେ ରହିଥିବା ବେଳେ...