ଯୁବ ସମାଜ ହିଁ ଦେଶକୁ ଆଗକୁ ନେବେ: ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬୯ତମ ଗଣତନ୍ତ୍ର ଦିବସ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ଜାତି ଉଦ୍ଦେଶ୍ୟରେ...

ଘୋଷଣା ହେଲା ‘ପଦ୍ମ’ ପୁରସ୍କାର: ସାହିତ୍ୟ ଏବଂ ଶିକ୍ଷା ପାଇଁ ଅରବିନ୍ଦ ଗୁପ୍ତା ପାଇବେ ପଦ୍ମଶ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ମାନଜନକ 'ପଦ୍ମ' ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ସମ୍ମାନଜନକ ପୁରସ୍କାର ଦିଆଯାଉଛି। ୨୦୧୭ ବର୍ଷ ପାଇଁ...

କାହିଁକି ବିଗିଡ଼ିଲା ବିଜେଡି-ବୈଜୟନ୍ତ ସମ୍ପର୍କ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନଥିଲା ବିଜେଡିରେ ପ୍ରଭାବଶାଳୀ ନେତା ଭାବେ ପରିଗଣିତ ହେଉଥିଲେ ସାଂସଦ ବୈଜୟନ୍ତ ପଣ୍ଡା। ହେଲେ ୨୦୧୪ ନିର୍ବାଚନ ପରେ ବିଜେଡି-ବୈଜୟନ୍ତଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିଥିବା ଚର୍ଚ୍ଚା ହେଉଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ...

ଦମ୍ ନଥିଲା ଭଳି ଲାଗୁଛି ଭଂସାଲୀଙ୍କ ‘ପଦ୍ମାବତ୍’ !

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ବାଦବିବାଦ ପରେ ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସିନେମା 'ପଦ୍ମାବତ୍' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମର ତିନିଟି ମୁଖ୍ୟ ଚରିତ୍ର ହେଉଛନ୍ତି ରାଣୀ ପଦ୍ମାବତ୍, ରାଜା...

ବୈଜୟନ୍ତଙ୍କ ନିଲମ୍ବନ: ଅମିତ ଶାହାଙ୍କ ପାଇଁ ଭଲ ସୁଯୋଗ

ଭାସ୍କର ପରିଚ୍ଛା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଶେଷରେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି ବୋଲି ଧରି ନେବାକୁ ହେବ। ଦଳ ବିରୋଧୀ...

ସାହସିକତା ପୁରସ୍କାର ପାଇଲେ ଓଡ଼ିଶାର ମମତା ଓ ପଙ୍କଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ଦୁଇଜଣ ଓଡ଼ିଆ ଶିଶୁ ମମତା ଦଳେଇ ଓ ପଙ୍କଜ କୁମାର ମହନ୍ତ ପାଇଛନ୍ତି ଜାତୀୟ ସାହସିକତା ପୁରସ୍କାର। ୧୮ଜଣ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର-୨୦୧୭ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବିଜୁବାବୁଙ୍କ ଉପରେ ଲିଖିତ ‘ଦ ଟଲ୍‌ ମ୍ୟାନ୍‍’ ପୁସ୍ତକ ଉନ୍ମୋଚନ ପାଇଁ ଜୋରଦାର ପ୍ରସ୍ତୁତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ନେତା ବିଜୁ ପଟ୍ଟନାୟକଙ୍କ ଦୁର୍ଦ୍ଧର୍ଷ ପାଇଲଟ ଜୀବନ, ଜାତୀୟ ରାଜନୀତିରେ ଯୋଗଦାନ ଏବଂ ତାଙ୍କର ଜାତୀୟ ତଥା ଅନ୍ତର୍ଜାତୀୟ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋ‍ଇଛି...

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ବଦଳରେ ନିର୍ଯାତନା ଦେଇଥିବା ଅଫିସରଙ୍କୁ ବାନ୍ଧ: ପିସିସି ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=W_9rImv30ks] କୁନ୍ଦୁଲି ପୀଡିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେନି: କଂଗ୍ରେସ ପୀଡ଼ିତାଙ୍କ ୧୦୦ ଦିନର ସଂଘର୍ଷ ସମୟରେ ଦିନେ ହେଲେ ବି ବିଜେପି ପୀଡ଼ିତାଙ୍କ ପାଖରେ ଛିଡ଼ା ହୋଇନଥିଲା: କଂଗ୍ରେସ ...

ଓଡ଼ିଶାର ୧୦ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ସାହାସିକତା, ଉଲ୍ଲେଖନୀୟ ଓ ପ୍ରଶଂସନୀୟ ସେବା ଲାଗି ଦେଶର ୭୯୫ ଜଣ ପୁଲିସ୍ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ ପ୍ରଦାନ କରାଯିବାକୁ ମନୋନୀତ କରାଯାଇଛି। ଏହି...

ପରଦାକୁ ଆସିଲା ‘ପଦ୍ମାବତ୍’: ସାରା ଭାରତରେ କରଣୀ ସେନାର ବିକ୍ଷୋଭ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲିଜ୍ ହୋଇଛି ଫିଲ୍ମ ‘ପଦ୍ମାବତ୍’। ହେଲେ ଚାଲିଛି ଫିଲ୍ମ ବିରୋଧରେ ଜୋରଦାର ପ୍ରତିବାଦ ଓ ବିକ୍ଷୋଭ । ଦେଶର ବିଭିନ୍ନ ଅଞ୍ଚଳରେ ଆଜି ବ୍ୟାପକ ହିଂସାକାଣ୍ଡ ଓ ପୋଡଜଳା ଦେଖିବାକୁ ମିଳିଛି।...