ବିଜେପିରେ ମିଶିଲେ ତିନି ତଲାକ ଆବେଦନକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ତଲାକ୍ ମାମଲାର ଆବେଦନକାରୀ ଇଶରତ୍ ଯାହାନ୍ ବିଜେପିରେ ଯୋଗ ଦେଇଛନ୍ତି। ହାୱଡାସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ।
ବିଜେପିରେ ଯୋଗ ଦେବା ପରେ ଇଶରତ୍ ପ୍ରଧାନମନ୍ତ୍ରୀ...
ସୁଧହାର କମାଇଲା ଏସବିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ସୁଧହାର ଏବଂ ବେଞ୍ଚ ମାର୍କ (ବିପିଏଲ୍ଆର୍)ରେ ୩୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ଏହି ବ୍ୟବସ୍ଥା ନୂଆବର୍ଷର ପ୍ରଥମଦିନରୁ ଲାଗୁ ହୋଇଛି।
ଏବେ ଏସ୍ବିଆଇ ଗ୍ରାହକମାନଙ୍କ...
ଧଉଳି ଓ ନନ୍ଦନକାନନରେ ନୂଆବର୍ଷ ପାଳିଲେ ରାଜ୍ୟପାଳ ଦମ୍ପତି; କୁନି କୁନି ପିଲାଙ୍କୁ ଦେଲେ ଆଶିର୍ବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ରାଜ୍ୟପାଳ ଡକ୍ଟର ଏସ୍ସି ଜମିର୍ ପରିବାର ସହ ଐତିହାସିକ ଧଉଳି ଓ ନନ୍ଦନକାନନରେ ନୂଆବର୍ଷ ପାଳିଛନ୍ତି। ଧଉଳିର ଐତିହାସିକ କୀର୍ତ୍ତି ଓ ପ୍ରାକୃତିକ ଶୋଭାକୁ ସେ ମନଭରି ଉପଭୋଗ କରିଥିଲେ।...
ଏୟାରଟେଲ୍ ଟିଭି ଆପ୍ ପ୍ରସ୍ତୁତ; ଜୁନ୍ ପର୍ଯ୍ୟନ୍ତ ମାଗଣାରେ ମନୋରଞ୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇ ଭାରତୀ ଏୟାରଟେଲ୍ ଆଉ ପାଦେ ଆଗେଇଛି। ନୂଆବର୍ଷରେ ଗ୍ରାହକମାନଙ୍କୁ ଦେଇଛି ନୂତନ ଭେଟି। ଶୁଭାରମ୍ଭ କରିଛି ଟିଭି ଆପ୍।
ଏହି ଏୟାରଟେଲ୍ ଆପରେ ରହିଛି ୩୦୦ରୁ ଅଧିକ...
ଭାରତରେ ପ୍ରତି ୩ ଦିନରେ ଗୋଟିଏ ବାଘ ଟଳିପଡ଼ୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ହିସାବ ଅନୁଯାୟୀ ପ୍ରତି ୩ଦିନରେ ଗୋଟିଏ ବାଘ ମୃତ୍ୟୁମୁଖରେ ପଡ଼ୁଛି। ଗତ ୨ବର୍ଷ ଧରି ଭାରତରେ ବାଘ ମୃତ୍ୟୁ ସଂଖ୍ୟା ବାର୍ଷିକ ୧୦୦ ଟପିଯାଇଛି। ଏହା...
ମଥୁରା ରାଜଦାଣ୍ଡ
ଅଶୋକ ବହିଦାର
ଶ୍ରୀକୃଷ୍ଣ ଓ ବଳରାମଙ୍କ ମଥୁରା ଭ୍ରମଣ
ଗୋପପୁର ସହିତ ବାରବର୍ଷର ସମ୍ପର୍କ ତୁଟାଇ, ଶ୍ରୀକୃଷ୍ଣ ଓ ବଳରାମ ପହଞ୍ଚି ସାରିଛନ୍ତି ମଥୁରାକୁ। ମଥୁରାରେ କଂସଙ୍କ ନିର୍ଦ୍ଦେଶରେ ଚାଲିଛି ଧନୁଯାତ୍ରାର ଆୟୋଜନ।
ଶ୍ରୀକୃଷ୍ଣ ମଥୁରାରେ ପାଦ...
ନୂଆବର୍ଷ ପାଳିଲେ ଜଗା-କାଳିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଇଂରାଜୀ ନୂଆବର୍ଷ ପାଳିଛନ୍ତି ଯୋଡାମୁଣ୍ଡ ଅଲଗା ହୋଇଥିବା ଶିଶୁ ଜଗା-କାଳିଆ। ଉଭୟଙ୍କ ମୁଣ୍ଡରେ ଥିଲା ଫ୍ୟାନ୍ସ ଟୋପି। ପିନ୍ଧିଥିଲେ ରଙ୍ଗବେରଙ୍ଗର ନୂଆ...
ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ପ୍ଲିଜ୍ ୱେଟ୍…
ଭାସ୍କର ପରିଚ୍ଛା
ଡେସ୍କଟପରେ କୌଣସି ନୂଆ ସଫ୍ଟୱେର୍ ଭର୍ତ୍ତି କଲାବେଳେ ଯେଭଳି ସ୍କ୍ରିନରେ ଲେଖା ଆସେ 'ଲୋଡିଂ... ପ୍ଲିଜ୍ ୱେଟ୍', କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା କଥାଟି ମଧ୍ୟ...
ଡେଡଲାଇନ୍ ସୁଦ୍ଧା ଦେଇ ପାରିଲେନି ଜରିମାନା: ବନ୍ଦ ହେଲା ୭ଟି ଖଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବେଆଇନ ଖଣିଜ ଉତ୍ତୋଳନ ଓ ଖନନ କରିଥବା ସଂସ୍ଥାଗୁଡିକଠାରୁ ଜରିମାନା ଆଦାୟ ସମୟସୀମା ଶେଷ ହୋଇଛି। ରାଜ୍ୟର ମୋଟ୍ ୧୫୨ଜଣ ବେଆଇନ ଖଣି ଉତ୍ତୋଳନକାରୀଙ୍କଠାରୁ ୧୭ ହଜାର ୫୦୦କୋଟି ଟଙ୍କା ...
ଆରପାରିରେ ନାଟ୍ୟକାର ଅନନ୍ତ ଓଝା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଅପେରା ଓ ରଙ୍ଗମଞ୍ଚର ନିଷ୍ଠାପର ବିନ୍ଧାଣୀ ଅନନ୍ତ ଓଝା ଆଉ ନାହାନ୍ତି। ନୂଆବର୍ଷର ନୂତନ ସୂର୍ଯ୍ୟ ଉଦୟ ପୂର୍ବରୁ ସେ ବେଙ୍ଗାଳୁରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ...





















