ଭାରତରେ ରୋଗୀଙ୍କୁ ମାତ୍ର ଦୁଇ ମିନିଟ ସମୟ ଦିଅନ୍ତି ଡାକ୍ତର
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଏକ ସଦ୍ୟ ପ୍ରକାଶିତ ଅନୁଧ୍ୟାନ ଉପରେ ଯଦି ଆମେ ଆଖି ପକେଇବା ଆମକୁ ଅତ୍ୟନ୍ତ ନିରାଶ ହେବାକୁ ପଡ଼ିବ। ଏହି ସର୍ଭେ ଅନୁସାରେ ଆମ ଦେଶରେ ଡାକ୍ତରମାନେ ରୋଗୀ ଦେଖିବା ପାଇଁ...
ଚିତ୍ତରଞ୍ଜନ ତ୍ରିପାଠୀ ହେଲେ ବିପିୟୁଟିର ନୂତନ କୁଳପତି
(ଓଡ଼ିଶାଲାଇଭ୍ ବ୍ୟୁରୋ)
ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ଏସ୍.ସି ଜମିର୍ ବୁଧବାର ଦିନ ଏହି ନିଯୁକ୍ତି ଦେଇଛନ୍ତି।...
ରୋଗୀଙ୍କୁ ୮ କିମି କାନ୍ଧରେ ବୋହିଥିବା ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଡାକ୍ତର ଓମ୍କାର ହୋତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲାର ଜଣେ ଗର୍ଭବତୀଙ୍କୁ ୮ କିମି କାନ୍ଧରେ ବୋହିନେଇ ମେଡିକାଲରେ ପହଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି। ଡାକ୍ତର...
କ୍ୟାସ୍ଲେସ୍ ଟ୍ରାଞ୍ଜାକ୍ସନ: ଲୋକ ବୁଝୁ ନାହାନ୍ତି ପିଓଏସ୍ ମେସିନ୍, ଚାଲିଛି ନଗଦ କାରବାର
(ଓଡ଼ିଶାଲାଇଭ୍ ବ୍ୟୁରୋ)
ବିମୁଦ୍ରାକରଣର ବର୍ଷେ ପରେ କେମିତି ଚାଲିଛି କ୍ୟାସ୍ଲେସ୍ ଟ୍ରାଞ୍ଜାକ୍ସନ୍? ବ୍ୟବସାୟୀ ଓ ଗ୍ରାହକ କ୍ୟାସ୍ଲେସ୍ ନା ନଗଦ କାରବାରକୁ ଗୁରୁତ୍ବ ଦେଉଛନ୍ତି ସେନେଇ କେନ୍ଦ୍ରାପଡ଼ାରେ 'ଓଡ଼ିଶାଲାଇଭ୍' କରିଥିଲା ରିୟଲିଟି ଚେକ୍।
କେନ୍ଦ୍ରାପଡ଼ା,(ଆଳୟ ସାମନ୍ତରାୟ):...
ବିଶ୍ୱ ପର୍ଯ୍ୟଟନ ବଜାରରେ ଓଡ଼ିଶା ସାମିଲ୍: ଲଣ୍ଡନରେ ଆଦର ପାଉଛି ଓଡ଼ିଶାର କଳା-ସଂସ୍କୃତି
(ଓଡ଼ିଶାଲାଇଭ୍ ବ୍ୟୁରୋ)
ବିଶ୍ୱ ପର୍ଯ୍ୟଟନ ବଜାରରେ ସାମିଲ୍ ହୋଇଛି ଓଡ଼ିଶା। ଓଡ଼ିଶାର ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ କ୍ଷେତ୍ର ସମେତ କଳା-ସଂସ୍କୃତିକୁ ବିଦେଶୀ ପର୍ଯ୍ୟଟକ କରୁଛନ୍ତି ଆଦର। ବାଲୁକା କଳା ବି ବିଦେଶୀ ପର୍ଯ୍ୟଟକଙ୍କ ମନ ମୋହୁଛି।
ଲଣ୍ଡନରେ...
ପୁଣି କମ୍ପିଲେ ଦାମ: କହିଲେ, ‘ଯିଏ ସହାୟତା ଦେବାକୁ କହିଛି ସେ ଦେଉ’
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଫସଲ ପୋଡ଼ା ସହାୟତାକୁ ନେଇ ଦୁଇ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବଂ ମହେଶ୍ୱର ମହାନ୍ତି ହୋଇଛନ୍ତି ଟଣାଟଣି। ଯିଏ ସହାୟତା ଦେବାକୁ କହିଛି ସେ ଦେଉ ବୋଲି କହି...
କିଏ ପାଇବେ ସରକାରୀ ସହାୟତା: ଭାଗଚାଷୀ ନା ଜମି ମାଲିକ?
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଚକଡ଼ା ପୋକ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି ସରକାର। ହେଲେ ଏହି ସହାୟତା ଭାଗ ଚାଷୀ ପାଇବେ ନା ଜମି ମାଲିକ ତାକୁ ନେଇ ବିଭିନ୍ନ ମହଲରେ ଉଠିଛି...
କଂଗ୍ରେସ ପାଳିଲା କଳା ଦିବସ: ବିମୁଦ୍ରାକରଣ ବିରୋଧରେ ରାଲି
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଦେଶ ତମାମ୍ ଆଜି କଂଗ୍ରେସ ପକ୍ଷରୁ କଳା ଦିବସ ପାଳନ କରାଯାଇଛି। ଏପଟେ ଭୁବନେଶ୍ବରରେ ମଧ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ପାଳନ କରାଯାଇଛି କଳା ଦିବସ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ...
ରିଆନ୍ ସ୍କୁଲ ହତ୍ୟାକାଣ୍ଡ: ପରୀକ୍ଷା ବନ୍ଦ ପାଇଁ ପ୍ରଦ୍ୟୁମ୍ନକୁ କରାଯାଇଥିଲା ହତ୍ୟା
(ଓଡ଼ିଶାଲାଇଭ୍ ବ୍ୟୁରୋ)
ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ପରଦାଫାଶ କରିଛି ସିବିଆଇ। ଏହି ହତ୍ୟାକାଣ୍ଡ ପଛରେ ଏକାଦଶ ଶ୍ରେଣୀର ଜଣେ ଛାତ୍ରଙ୍କ ହାତ ରହିଥିବା ସିବିଆଇ କହିଛି। ପରୀକ୍ଷା ଘୁଞ୍ଚାଇବା ଏବଂ...
ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା, କିଛିଦିନ ପାଇଁ ପରଦାରୁ ଦୂରେଇ ରହିବେ ଭୂମିକା
[youtube https://www.youtube.com/watch?v=TVESJBqPKjA]
ଶିଶୁ କଳାକାରରୁ ଲିଡ୍ ରୋଲ୍ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ଭୂମିକା ଦାଶ। ତୁ ମୋ ଲଭ୍ ଷ୍ଟୋରୀ ଏବଂ ହିରୋ ନଂ-୧ରେ ଲିଡ୍ ଆକ୍ଟ୍ରେସ୍ ଭାବେ ଅଭିନୟ କରି ଜଲୱା...




















