ଶୁଣିଲେନି ଗଣଶିକ୍ଷା ବିଭାଗର ତାଗିଦ୍‌: ପିଏମ୍‌ଜିରେ ଗର୍ଜିଲେ ଶିକ୍ଷକ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଗ୍ରେଡପେ ବଢ଼ାଇବା ଦାବିରେ ପ୍ରାଥମିକ ଶିକ୍ଷକ ଏବଂ ଶିକ୍ଷା ସହାୟକ ସଂଘ ଆଜି ଭୁବନେଶ୍ୱରରେ ଦେଇଛନ୍ତି ରଣହୁଙ୍କାର। ହେଲେ ଗଣଶିକ୍ଷା ମନ୍ତ୍ରୀ ଏଥିରେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ଭୁବନେଶ୍ୱର...

କୁନ୍ଦୁଲି ଗଣଦୁଷ୍କର୍ମ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) କୁନ୍ଦୁଲି ଘଟଣାରେ ପୁଣି ଟୁଇଷ୍ଟ। ପୀଡ଼ିତାଙ୍କ ସହ କୌଣସି ଗଣଦୁଷ୍କର୍ମ ହୋଇନାହିଁ ବୋଲି ଏଚଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ କହିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବିଚାର ବିଭାଗୀୟ ତଦନ୍ତ ଆଦେଶ। ପୁଣି...

ମହାନଦୀ ଟ୍ରିବ୍ୟୁନାଲ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ମହାନଦୀ ଜଳ ବିବାଦ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଟିବ୍ୟୁନାଲ ଗଠନ ନିମନ୍ତେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ମୋଦିଙ୍କ ନିକଟରେ ନବୀନ...

ଗୁଗଲ ଡୁଡଲରେ ସୀତାରା ଦେବୀ

 (ଓଡ଼ିଶାଲାଇଭ୍‍ ବ୍ୟୁରୋ) ଗୁଗଲ ଡୁଡଲ ପକ୍ଷରୁ ଆଜି ପାଳନ କରାଯାଇଛି ନୃତ୍ୟ ସାମ୍ରାଗିନୀ ସୀତାରା ଦେବୀଙ୍କ ଜନ୍ମଦିନ। ନଭେମ୍ବର ୮ ତାରିଖଟି ହେଉଛି ସୀତାରା ଦେବୀଙ୍କ ଜନ୍ମତିଥି। ଏହାକୁ ମନେପକାଇବା ପାଇଁ ଗୁଗଲର ହୋମ୍...

ନୋଟବନ୍ଦୀକୁ ବର୍ଷେ: ବିରୋଧୀଙ୍କ କୁଶପୁତ୍ତଳିକା ପୋଡ଼ିଲା ବିଜେପି

(ଓଡ଼ିଶାଲାଇଭ୍‍ ବ୍ୟୁରୋ) ନୋଟବନ୍ଦୀର ବର୍ଷ ପୂର୍ତ୍ତି ଅବସରରେ ବୁଧବାର ବିଜେପି ଦେଶ ତମାମ୍‍ କଳାଧନ ବିରୋଧୀ ଦିବସ ପାଳନ କରିଛି। ଏହି ଅବସରରେ ବିଜେପି ନେତାମାନେ ନୋଟବନ୍ଦୀକୁ ବିରୋଧ କରୁଥିବା ନେତାଙ୍କ କୁଶପୁତ୍ତଳିକା ଦାହ...

ସଂଗୀତ ଶିକ୍ଷକଙ୍କ ପରିବାର ନିଶ୍ଚିହ୍ନ, ସମୂହ ଆତ୍ମହତ୍ୟା

(ଓଡ଼ିଶାଲାଇଭ୍‍ ବ୍ୟୁରୋ) ଏକ ମର୍ମନ୍ତୁଦ ଘଟଣା କ୍ରମରେ ସମ୍ବଲପୁରର ଏକ ଶିକ୍ଷକ ପରିବାର ନିଶ୍ଚିହ୍ନ ହୋଇଯାଇଛି। ପରିବାରର ଅନ୍ୟ ୪ ସଦସ୍ୟଙ୍କ ସହ ମିଶି ଗୃହକର୍ତ୍ତା ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି।...

ଆମ୍ ଆଦମୀ ପାର୍ଟି ପାଳିଲା ଧୋକା ଦିବସ

(ଓଡ଼ିଶାଲାଇଭ୍‍ ବ୍ୟୁରୋ) ଆମ୍‍ ଆଦମୀ ପାର୍ଟି ପକ୍ଷରୁ ଆଜି ଦେଶ ତମାମ୍‍୍‍ ଧୋକରା ଦିବସ ପାଳନ କରାଯାଇଛି। ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ମୁଖ୍ୟ ଶାଖା ନିକଟରେ ଖୋର୍ଦ୍ଧା ଜିଲ୍ଲା ଆପ୍‍ କର୍ମକର୍ତ୍ତା...

କେନ୍ଦ୍ରାପଡ଼ା ହସ୍ପିଟାଲରେ ଶିଶୁ ବଦଳ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପିଛା ଛାଡ଼ୁନି ବିବାଦ। କେତେବେଳେ ନିମ୍ନମାନର ଚିକିତ୍ସା ପାଇଁ ତ ଆଉ କେତେବେଳେ ଡାକ୍ତରଙ୍କ ଦୁର୍ବ୍ୟବହାର ପାଇଁ ଏହି ମେଡିକାଲ ଆସିଛି ଚର୍ଚ୍ଚାକୁ। କିନ୍ତୁ...

ନ୍ୟୁଜିଲାଣ୍ଡକୁ ହରାଇ ଟି-୨୦ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଥିରୁଭନନ୍ତପୁରମ୍‌ରେ ଆଜି ଟି-୨୦ ସିରିଜ୍‌ ଜିତିଛି ଟିମ୍‌ ଇଣ୍ଡିଆ। ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ମାତ୍‌ ଦେଇଛନ୍ତି ଭାରତୀୟ ଖେଳାଳି। ଫଳରେ ୨-୧ରେ ସିରିଜ୍‌କୁ କବ୍‌ଜା କରିଛି ଭାରତ। ଟି-୨୦ ଫର୍ମାଟରେ ନ୍ୟୁଜିଲାଣ୍ଡ...

ନୋଟ୍‌ବନ୍ଦୀ: କଳାଧନ ବନାମ କଳା ଦିନ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ନୋଟ୍‌ବନ୍ଦୀର ପୂର୍ତ୍ତି ଉତ୍ସବ ପାଳନ କରୁଛନ୍ତି ମୋଦି ସରକାର। ଏହାକୁ ସଫଳ ନୀତି ବୋଲି ଦାବି କରୁଛି ବିଜେପି। ବିଜେପି ଦେଶ ତମାମ୍‌ କଳାଧନ ବିରୋଧୀ ଦିବସ ପାଳନ କରୁଥିବା ବେଳେ...