ଲାଚାର ଦାମ ଓ ଅନଭିଜ୍ଞ ଅଫିସର
(ଓଡ଼ିଶାଲାଇଭ୍ ବ୍ୟୁରୋ)
ରାଜ୍ୟରେ ଚକଡା ପୋକ ଲାଗିବା ଫଳରେ ଖରିଫ ଫସଲ ନଷ୍ଟ ହେବା ଓ ଘନଘନ ଚାଷୀ ଆତ୍ମହତ୍ୟା ଏକ ରକମ ନବୀନ ପଟ୍ଟନାୟକ ସରକାରଙ୍କ ନିଦ ହଜେଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ...
ପୋଲିସ୍ ଏଫ.ଆଇ.ଆର ଗ୍ରହଣ ନ କଲେ ଆପଣ କ’ଣ କରିବେ?
(ପୁଷ୍ପାରାଣୀ ପରିଡା)
ଯଦି ଆପଣ ଦେଉଥିବା ଏଫ.ଆଇ.ଆରକୁ ଥାନା ଅଧିକାରୀ ଗ୍ରହଣ କରନ୍ତି ନାହିଁ ତେବେ ଆପଣଙ୍କ ଅଭିଯୋଗର ଏକ ନକଲ ଆରକ୍ଷୀ ଅଧିକ୍ଷକ (ଏସପି) ବା ପୋଲିସ୍ କମିଶନରଙ୍କ ନିକଟକୁ ରେଜିଷ୍ଟ୍ରି ପୋଷ୍ଟରେ...
ଓଡ଼ିଶାରେ ୨୫୦ କୋଟି ଖଟାଇବ ଅମୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ମିଲ୍କ ମାର୍କେଟିଂ ଫେଡେରେସନ ବା ଅମୁଲ ପକ୍ଷରୁ ଓଡ଼ିଶାରେ ଡାଏରି କ୍ଷେତ୍ରରେ ୨୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଦିଲ୍ଲୀରେ ଚାଲିଥିବା ବିଶ୍ଵ ଖାଦ୍ୟ ଉତ୍ସବରେ ଏହା ଘୋଷଣା...
ଟି-୨୦ ହାରିଲା ଟିମ୍ ଇଣ୍ଡିଆ: ସିରିଜ୍ ୧-୧ରେ ବରାବର୍
(ଓଡ଼ିଶାଲାଇଭ୍ ବ୍ୟୁରୋ)
ରାଜକୋଟ ଷ୍ଟାଡିୟମ୍ରେ ଖେଳା ଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ହୋଇଛି ପରାଜିତ। ନ୍ୟୁଜିଲାଣ୍ଡ ଟିମ୍ ଭାରତୀୟ ଖେଳାଳିଙ୍କୁ ପୁଣି ଦେଇଛନ୍ତି ଚକ୍ମା। ଫଳରେ ଏହି ସିରିଜ ୧-୧ରେ ବରାବର...
୨୪ ଘଣ୍ଟାର ଟପ୍ ୧୦ ହେଡଲାଇନ୍
(ଓଡ଼ିଶାଲାଇଭ୍ ବ୍ୟୁରୋ)
- ସବୁ ଗୋରକ୍ଷକ ହିନ୍ଦୁ ଆତଙ୍କବାଦୀ, ଯେଉଁମାନେ ଦଳିତଙ୍କ ହାତ କାଟୁଛନ୍ତି ସେ ସମସ୍ତେ ଜଣେ ଜଣେ ହିନ୍ଦୁ ଆତଙ୍କବାଦୀ କହିଲା କଂଗ୍ରେସ।
-କଂଗ୍ରେସ ନେତା କମଲ ନାଥ କହିଲେ, ଶିବ ରାଜ...
ଅଙ୍କ କଷୁଛନ୍ତି ଦୁଇ ବିରୋଧୀ: ବିଜେପୁରରେ ‘ବୃନ୍ଦା ସାହୁ’ ସାଜିବେ ରାଜନୀତି ଗୋଟି!
(ଓଡ଼ିଶାଲାଇଭ୍ ବ୍ୟୁରୋ)
ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦା ସାହୁ ଏବେ ବିଜେପି-କଂଗ୍ରେସ ପାଇଁ ପାଲଟିଛନ୍ତି ପ୍ରମୁଖ ଅସ୍ତ୍ର। ବୃନ୍ଦାଙ୍କୁ ଏହି ଦୁଇ ଦଳ ବିଜେପୁର ରାଜନୀତି ପଶାପାଲିରେ ଗୋଟି କରି ଶାସକ...
ବିଷ୍ଣୁ ବାଣ: ରାଜ୍ୟ ସରକାରଙ୍କୁ ଅଡ଼ୁଆ
(ଓଡ଼ିଶାଲାଇଭ୍ ବ୍ୟୁରୋ)
କନ୍ଦୁଲି ଗଣଦୁଷ୍କର୍ମକୁ ଭିନ୍ନ ମୋଡ଼ ଦେଲେ ବିଷ୍ଣୁ ଦାସ
ଓଡ଼ିଶା ପୋଲିସ ଉପରେ ଆଙ୍ଗୁଳି ଉଠାଇଲେ ବିଷ୍ଣୁ
କହିଲେ ପୋଲିସ ତଦନ୍ତ ଉପରେ ଭରସା ନାହିଁ
କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ...
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲି ବୋଇତ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ ହେଉଛି ବୋଇତ ବନ୍ଦାଣ। ଓଡ଼ିଆ ଜାତିର ଏହି ମହାନ୍ ସାଂସ୍କୃତିକ ଓ ବାଣିଜ୍ୟିକ ପରମ୍ପରାକୁ ଆମେ ସ୍ମରଣ କରୁ କାର୍ତ୍ତିକ ପୂର୍ଣ୍ଣମା...
ଐତିହାସିକ ବାଲିଯାତ୍ରା ଶୁଭାରମ୍ଭ: ମହାନଦୀପଠାରେ ୭ ଦିନ ଚାଲିବ ମେଳା
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଏହାକୁ ଉଦ୍ଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଏହି ଅବସରରେ ବାଲିଯାତ୍ରାର ଅତୀତର ଗୌରବ ଗାଥାକୁ ମନେ ପକାଇଛନ୍ତି। ସାଧବ ପୁଅଙ୍କ ବୋଇତ...
ଏଫ.ଆଇ.ଆର. ଦେବେ କିପରି – ୧୦ଟି ଜାଣିବା କଥା
(ପୁଷ୍ପାରାଣୀ ପରିଡ଼ା)
ଆସନ୍ତୁ ଜାଣିବା ଆବଶ୍ୟକ ବେଳେ ପୋଲିସରେ ଏତାଲା ଦେବେ କିପରି?
୧. କୌଣସି ଅପରାଧ ବିଷୟରେ ପୋଲିସକୁ ଦିଆଯାଇଥିବା ପ୍ରଥମ ସୂଚନାକୁ ଏଫ.ଆଇ.ଆର. କୁହାଯାଏ।
୨. ଏଫ.ଆଇ.ଆର. ଦେବା ପାଇଁ ପ୍ରଥମେ ଅପରାଧ ଘଟିଥିବା...



















