ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ନୂଆ ହଲ୍‍ଚଲ୍‍ – ଭୂମିକା

ଓଡ଼ିଶାଲାଇଭ୍‍ ବ୍ୟୁରୋ "ଗ୍ଲାମର ଦୁନିଆ ବାହାରକୁ ଯେତେ ସୁନ୍ଦର ଦେଖାଯାଏ, ତା’ ଭିତରେ ଖାପଖୁଆଇ ନିଜକୁ ଠିକ୍‍ ବାଟରେ ରଖି କାମ କରିବା ବହୁତ କଷ୍ଟ" ‘ତୁ ମୋ ଲଭ୍‍ ଷ୍ଟୋରି’ ସିନେମାର ସଫଳତା ପରେ...

ତୁଳସୀ ମୁଣ୍ଡା : ଅନନ୍ୟ ଦୃଷ୍ଟାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୁଳସୀ ଅପା ନାମରେ ପରିଚିତ ତୁଳସୀ ମୁଣ୍ଡା ସମସ୍ତଙ୍କ ପାଇଁ ସେ ଏକ ଆଦର୍ଶ। ବାରଣ୍ଡାରେ ଆରମ୍ଭ କରିଥିଲେ ମଧ୍ୟ ତାଙ୍କରି ଦ୍ଵ।ରା ପ୍ରତିଷ୍ଠା ହୋଇଥିବା ସ୍କୁଲରେ ପଢ଼ୁଥିବା ଆଦିବାସୀ ପିଲାଙ୍କ...

ଦକ୍ଷିଣ ଏସୀୟ ଦେଶରେ ଓଡ଼ିଶା ଆମ୍ବ

ଓଡ଼ିଶାଲାଇଭ୍ ବ୍ୟୁରୋ: ଓଡ଼ିଶା ସହିତ ବିଦେଶର ସମ୍ପର୍କ ଏବେ ନୂଆନୂଆ ରୂପ ନେବାରେ ଲାଗିଛି। ପର୍ଯ୍ୟଟକମାନଙ୍କ ପାଇଁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ବିଭିନ୍ନ ଦେଶକୁ ସିଧାସଳଖ ଯାତ୍ରା କରିବା ପାଇଁ ସୁଯୋଗ ସୃଷ୍ଟି...

ସୁବ୍ରତ ବାଗ୍‌ଚୀଙ୍କ ‘ବିଶ୍ୱବିଜୟୀ’ : ମହୁ ଚାଷୀ ଭବାନୀ ଶଙ୍କର

ନୀଳାମ୍ବର ରଥ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ରାଜ୍ୟରେ ଦକ୍ଷତା ବା ସ୍କିଲ୍‌କୁ ଏକ ସମ୍ମାନଜନକ ବିଷୟ ଭାବରେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିଆସୁଛନ୍ତି। ଭବାନୀ ଶଙ୍କର ଏକ...

ନବୀନଙ୍କ ଚତୁର୍ଥ ଇନିଂସ୍‍ : ୩ ବର୍ଷର ହିସାବ ନିକାଶ

ନବୀନ ସରକାରର ଚତୁର୍ଥ ଇନିଂସ୍‍ ତୃତୀୟ ବର୍ଷ ପୂର୍ତ୍ତି ପାଳିବାକୁ ବିଜେଡି ଶିବିରରେ ଚାଲିଛି ଜୋରଦାର ପ୍ରସ୍ତୁତି ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରକୁ ମେ’୨୧ରେ ୩ ବର୍ଷ ପୂରିବାକୁ ଯାଉଛି। ଏହାକୁ ଧୂମଧାମରେ...

ଓଡ଼ିଶାରେ କ୍ରୀଡ଼ା ପାଇଁ ଭଲ ସମୟ : ହକି ପରେ ଏବେ ବ୍ୟାଡମିଣ୍ଟନ

ସ୍ୱତନ୍ତ୍ର ପ୍ରତିନିଧି "ଓଡିଶାର ଖେଳାଳିମାନେ ଜାତୀୟ ଓ ବିଶ୍ୱ ସ୍ତରରେ ସେମାନଙ୍କର ପାରଦର୍ଶିତା ଦେଖାଇ ଆସିଛନ୍ତି। ମୁଁ ନିଶ୍ଚିତ ଯେ ବ୍ୟାଡମିଣ୍ଟନରେ ବି ଆମେ ଆନ୍ତର୍ଜାତିକ ସ୍ତରର ଖେଳାଳି ସୃଷ୍ଟି କରିପାରିବା"। ନିକଟରେ ସହିଦ ନଗର...

ଡିଜିଟାଲ୍‍ ମିଡିଆରେ ବର୍ଣ୍ଣାଳି ହୋତାଙ୍କ ଲୋକପ୍ରିୟତା, ଓଡ଼ିଶାଲାଇଭ୍‍ ୟୁଟ୍ୟୁବ୍‍ ଚ୍ୟାନେଲ୍‌ରେ ଦେଶାତ୍ମବୋଧ ଗୀତ ୧୦ ଲକ୍ଷ ଟପିଲା

ଭୁବନେଶ୍ୱର, ଓଡ଼ିଶାଲାଇଭ୍‍ ବ୍ୟୁରୋ: ଡିଜିଟାଲ୍‍ ମିଡିଆରେ ତରୁଣ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତାଙ୍କ କମାଲ୍‍। ସେ ଗାଇଥିବା ତଥା ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‍ ଚ୍ୟାନେଲ୍‌ରେ ପ୍ରସାରିତ ଦେଶାତ୍ମବୋଧ ଗୀତ ‘ଏ ୱତନ୍‍ ତେରେ ଲିଏ’...

ବିଧାନସଭାର ୨୦ତମ ବାଚସ୍ପତି ପ୍ରଦୀପ ଅମାତ

ଓଡିଶାଲାଇଭ୍‌ ବ୍ୟୁରୋ ପଂଚଦଶ ବିଧାନସଭାର ବାଚସ୍ପତି ଭାବେ ପ୍ରଦୀପ ଅମାତ  ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ବାଚସ୍ପତି ନିରଂଜନ ପୂଜାରୀ ନିଜ ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହେବା ପରେ ଏହି ଆସନ...

ଭାରତର ପ୍ରଥମ ଲିଟିଲ୍‍ ମିସ୍‍ ୟୁନିଭର୍ସ୍‌ ହେବା ପାଇଁ ଆଶାବାଦୀ – ପଦ୍ମାଳୟା ନନ୍ଦ

ଲିଟିଲ୍‍ ମିସ୍‍ ୟୁନିଭର୍ସ୍‍ର ଶିରୋନାମା ଜିତି ଭାରତ ତଥା ଓଡ଼ିଶାକୁ ଗୌରବାନ୍ୱିତ କରିବାର ଦୃଢ ବିଶ୍ୱାସ ରଖିଛନ୍ତି ୧୨ ବର୍ଷ ବୟସର ପଦ୍ମାଳୟା ନନ୍ଦ। ୟୁରୋପର ଜର୍ଜିଆଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱସ୍ତରୀୟ...

ରଜରେ ଋତୁରାଜଙ୍କ ଗୀତ ମଚେଇବ ଫୁଲ୍‍ ଧମାଲ୍‍

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜାତୀୟ ସ୍ତରରେ ଦେଶର ପ୍ରଥମ ର’ ଷ୍ଟାର ବିଜେତା ଭାବେ ହଜାର ହଜାର ସଙ୍ଗୀତପ୍ରେମୀଙ୍କ ପ୍ରିୟଭାଜନ ହେବାର ପ୍ରାୟ ତିନି ବର୍ଷ ପରେ ଓଡ଼ିଆ ଗାୟକ ଋତୁରାଜ ମହାନ୍ତି ପ୍ରଥମ ଥର...