ଚଣ୍ଡିଖୋଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଚାରିନଙ୍ଗଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶନିବାର ସକାଳେ ଏହିଭଳି ଅଭାବନୀୟ...
ଆପଣ ଜାଣନ୍ତି କି ସୁସ୍ଥ ଶରୀର ପାଇଁ ଦିନକୁ କେତେ ପାଣି ପିଇବା ଆବଶ୍ୟକ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=TFOy30SdAVU]
ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ - ‘ଆମ ସ୍ଵାସ୍ଥ୍ୟ...
ଏଣ୍ଡୋମେଟ୍ରିଓସିସ୍ କ’ଣ ? ଏହାର କାରଣ ଓ ଲକ୍ଷଣ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=WtCrSY09lNw] ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ - ‘ଆମ ସ୍ଵାସ୍ଥ୍ୟ...
ଦାନ୍ତର ଯତ୍ନ କେମିତି ନେବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=NW6Pjkad5g0] ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।
ପାଟିରୁ...
ଭଦ୍ରକ: ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ମଙ୍ଗଳବାର ଦିନ ବଡ଼ ଅଘଟଣ ଘଟିଛି। ନାଳିଆ ନଦୀରେ ବୁଡ଼ି ଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣକୁ ଗୁରୁତର...
ଭୁବନେଶ୍ଵରରେ ଗଡ଼ିବ ମେଟ୍ରୋ ଟ୍ରେନ୍, ବରିଷ୍ଠ ଅଧିକାରୀମାନେ କଲେ ସ୍ଥିତି ସମୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ରାଜଧାନୀ ଭୁବନେଶ୍ଵରରେ ଗଡ଼ିବ ମେଟ୍ରୋ ଟ୍ରେନ୍। ଏଥିଲାଗି ରାଜ୍ୟ ସରକାର ସମୀକ୍ଷା ଆରମ୍ଭ କରିଛନ୍ତି। ଶନିବାର ସକାଳେ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଏନେଇ ସର୍ଭେ କରିଥିଲେ।...
ଆଜି ଓଡ଼ିଶା ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶା ଦିବସ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର...
ଆଇପିଏଲ୍ ୨୦୨୩: ପ୍ରଥମ ମ୍ୟାଚରେ ଚେନ୍ନାଇକୁ ହରାଇଲା ଗୁଜରାଟ ଟାଇଟନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ ୨୦୨୩ର ଦମଦାର ଶୁଭାରମ୍ଭ ହୋଇଯାଇଛି। ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୫ ଓ୍ଵିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି। ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ ପାଇଁ ଗୁଜୁରାଟର...
ଆଇପିଏଲ୍ ୨୦୨୩: ପ୍ରଥମ ଦିନରେ ଗୁଜରାଟ-ଚେନ୍ନାଇ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ୍। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୨୦୨୩ ସଂସ୍କରଣ। ପ୍ରଥମ ଦିନରେ ଏକ ଦମ୍ଦାର ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ...
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ: ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜୁ ଜନତା ଦଳ (ବିଜେଡି)। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।
ଦୀପାଳି ଦାସ ହେଉଛନ୍ତି...





















