ଇତିହାସ ରଚିଲେ ଭାରତୀୟ ବଂଶଜ ପ୍ରିୟଙ୍କା ରାଧାକ୍ରିଷ୍ଣନ – ନ୍ୟୁଜିଲାଣ୍ଡ ସରକାରରେ ହେଲେ ମନ୍ତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ନ୍ୟୁଜିଲ୍ୟାଣ୍ଡ ସରକାରରେ ମନ୍ତ୍ରୀ ପଦ ହାସଲ କଲେ ଭାରତୀୟ ମୂଳ ବାସୀନ୍ଦା ପ୍ରିୟଙ୍କା ରାଧାକ୍ରିଷ୍ଣନ। ନ୍ୟୁଜିଲାଣ୍ଡରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ​​ଲେବର ପାର୍ଟିର ଜେସିକା ଆର୍ଡର୍ନ ବହୁମତ ହାସଲ କରି ପୁଣି...

କାର୍ତ୍ତିକ ମାସରେ ପୁରୀରେ ବିକ୍ରି ହେବ ଅବଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ଯୋଗୁଁ କାର୍ତ୍ତିକ ବ୍ରତଧାରୀମାନଙ୍କୁ ପୁରୀ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯିବା ପରେ ଏବେ ମହାପ୍ରସାଦ ବିକ୍ରି ପାଇଁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। କାର୍ତ୍ତିକ...

ରବୀଶ କୁମାରଙ୍କ ପ୍ରଶ୍ନ – ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ନାମକ ପ୍ରାଣୀ କାମ କ’ଣ କରନ୍ତି?

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ସାମ୍ବାଦିକ ରବୀଶ କୁମାରଙ୍କ ଫେସବୁକ ପୋଷ୍ଟକୁ ନେଇ ଚର୍ଚ୍ଚା। ବିହାରରେ ଏବେ ବିଧାନସଭା ନିର୍ବାଚନ ଜାରି ରହିଛି। ମହାମେଣ୍ଟଠାରୁ ଆରମ୍ଭ କରି ଏନଡିଏ ପର୍ଯ୍ୟନ୍ତ ସମସ୍ତେ ଭୋଟରମାନଙ୍କୁ ଲୋଭନୀୟ ପ୍ରସ୍ତାବ ଦେଇ...
rashi fala

ଆଜିର ରାଶିଫଳ – (୩୦ ଅକ୍ଟୋବର ୨୦୨୦, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଆଶ୍ୱିନ ଶୁଦ୍ଧ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ସନ୍ଧ୍ୟା ୦୫:୪୬:୦୧ ଗତେ ପୂର୍ଣ୍ଣିମା...

ଓଡ଼ିଶାର ନୂଆ ୫ ଅଞ୍ଚଳରେ ପହଞ୍ଚିଲା ଜିଓଫାଇବର, ରାଜ୍ୟର ୧୮ ସହରକୁ ଯୋଗାଇଲା ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ସଂସ୍ଥା ଜିଓଫାଇବର ଓଡ଼ିଶାରେ ତାହାର ସେବାକୁ ଆହୁରି ସମ୍ପ୍ରସାରଣ କରିଛି। ଜଗତସିଂହପୁର, କେନ୍ଦୁଝର, ରାୟଗଡା, କୋରାପୁଟ ଏବଂ ଭବାନୀପାଟଣା ସହରକୁ ପରିବ୍ୟାପ୍ତ ହୋଇ ରାଜ୍ୟର ମୋଟ୍‌ ୧୮ଟି...

ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆଜି ଡିଜିଟାଲ ପ୍ରଚାର କରିବେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୩ ତାରିଖରେ ବାଲେଶ୍ୱର, ତିର୍ତ୍ତୋଲରେ ହେବାକୁ ଯାଉଛି ଭୋଟ୍। ଏଥିପାଇଁ ଆଜି ବିଜେଡି ସୁପ୍ରିମୋ ତିର୍ତ୍ତୋଲରେ ଡିଜିଟାଲ ରାଲି କରିବେ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଓ କାଲି ଦୁଇ...

ହାଥରସ ମାମଲା : ସିବିଆଇ ତଦନ୍ତର ମନିଟରିଂ କରିବେ ଆହ୍ଲାବାଦ ହାଇକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ ତଦାରଖ କରିବାକୁ ସୁପ୍ରିମକୋର୍ଟ ମନା କରିବା ସହ ତଦାରଖ ଆହ୍ଲାବାଦ ହାଇକୋର୍ଟ କରିବେ...

ପଶ୍ଚିମବଙ୍ଗ : ମା’ଙ୍କ ବିସର୍ଜନ ବେଳେ ନଦୀରେ ବୁଡ଼ିଲା ଡଙ୍ଗା, ୫ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମବଙ୍ଗରେ ସୋମବାର ମା’ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି। ମୁର୍ସିଦାବାଦର ବେଲଡାଙ୍ଗରେ ଦୁର୍ଗାମୂର୍ତ୍ତି ଭସାଣ ବେଳେ ନଦୀରେ ଡଙ୍ଗା ଓଲଟି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। କିଛି ଲୋକ...

ଦେଶରେ ୨୪ଘଣ୍ଟାରେ ୪୫ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ଆଖି ବୁଜିଲେ ୪୮୦

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୪୫,୧୪୯ ଆକ୍ରାନ୍ତ, ୪୮୦ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୭୯,୦୯,୯୬୦କୁ ବୃଦ୍ଧି ମୋଟ କରୋନା ମୃତ୍ୟୁସଂଖ୍ୟା ୧,୧୯,୦୧୪କୁ ବୃଦ୍ଧି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାରରୁ...
CHAKIRI

ଓଡ଼ିଶା ନିର୍ମାଣ ନିଗମ ଅଧୀନରେ ୯ଟି କ୍ଲର୍କ ପଦବୀରେ ନିଯୁକ୍ତି, ନଭେମ୍ବର ୫ ସୁଦ୍ଧା କରିପାରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ନିର୍ମାଣ ନିଗମ ଅଧୀନରେ ୯ ଗୋଟି କ୍ଲର୍କ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୫ ପୂର୍ବରୁ ଡାକ ଯୋଗେ ଆବେଦନ କରିପାରିବେ। ପଦବୀ ସଂଖ୍ୟା...