ଭାରତ- ଚୀନ୍ ବିବାଦ : ସୀମାରେ ସେନା ସଜାଗ, ଜରୁରୀ ପାଣ୍ଠିକୁ ମଞ୍ଜୁରି

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନକୁ କଡ଼ା ଜବାବ ଦେବାକୁ ଏକଜୁଟ ହେଉଛି ଭାରତ ଆତ୍ମରକ୍ଷା ପାଇଁ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ଵାଧୀନତା ଜରୁରୀକାଳୀନ ପାଣ୍ଠି ପାଇଁ ମଞ୍ଜୁରି କଠୋର ହେଉଛି ବିଦେଶ ନୀତି ଲଦାଖର ଗଲଓ୍ଵାନ...

ଡ୍ରାଗନ୍ ବନାମ ହିନ୍ଦ୍ ସେନା – ଜାଣନ୍ତୁ, କାହାର କେତେ ବଳ?

ଓଡିଶାଲାଇଭ୍ ବ୍ୟୁରୋ ଭାରତ ଓ ଚୀନ୍ ମଧ୍ୟରୁ କାହାର ସେନା କେତେ ଶକ୍ତିଶାଳୀ ଜାଣନ୍ତୁ, ଏହି ରିପୋର୍ଟରୁ ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ସହ ଏକ ପ୍ରକାରର ଯୁଦ୍ଧ ଲଢୁଛି। ହେଲେ ଅପରପକ୍ଷେ ଏହି...

ସୁଶାନ୍ତଙ୍କୁ ଝୁରୁଛି ‘ଫଜ୍‌’ – ନଖାଇ ରୁମ୍‌ ବାହାରେ ଅପେକ୍ଷା କରିଛି ପୋଷା କୁକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ଏ ନିଷ୍ଠୁର ସତକୁ ମଣିଷ ବୁଝିବାକୁ ବାଧ୍ୟ। କାରଣ ଯେତେ ଯାହା କଲେ ବି ସେ ଆଉ ଫେରିବେ ନାହିଁ। କିନ୍ତୁ...

ଲଦାଖ ଗଲଓ୍ୱାନ ଘାଟିରେ ୨୦ ସହିଦଙ୍କ ମଧ୍ୟରେ ୨ ଓଡ଼ିଆ ଯବାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଦାଖ ଗଲଓ୍ୱାନ ଘାଟିରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି। ଜଣେ ହେଲେ ୨୮ ବର୍ଷୀୟ ଚନ୍ଦ୍ରକାନ୍ତ ପ୍ରଧାନ। ତାଙ୍କ ଘର କନ୍ଧମାଳର...

ସୁଶାନ୍ତଙ୍କଠାରୁ ସ୍ମିତାଙ୍କ ପର୍ଯ୍ୟନ୍ତ – ମୃତ୍ୟୁ ପରେ ଏହି କଳାକାରଙ୍କର ରିଲିଜ ହୋଇଛି ଶେଷ ଫିଲ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଏମିତି କିଛି ଷ୍ଟାର ଅଛନ୍ତି, ଯେଉଁମାନେ ଅକସ୍ମାତ ଦୁନିଆରୁ ବିଦାୟ ନେଇଛନ୍ତି। ଆଉ ଏମିତି ବି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କର ମୃତ୍ୟୁ ପରେ ତାଙ୍କର ଶେଷ ଅଭିନୀତ ଫିଲ୍ମ ...

କରୋନା ମୁକାବିଲାରେ ଓଡ଼ିଶା ଆଗରେ – ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ଟେଷ୍ଟିଂ, କାଲିଠୁ ସ୍ୱତନ୍ତ୍ର ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାକୁ ନେଇ ଆଜି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ସାମ୍ପୁଲ ପରୀକ୍ଷା ହୋଇଛି ଜୁନ୍...

ଅବିକଳ ଚଢ଼େଇ ଭଳି ଦିଶେ ଫୁଲ – ଜାଣନ୍ତୁ, କେଉଁଠି ଫୁଟେ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଗଛରେ ଫୁଲ ଫୁଟୁଥିବାର ଦେଖିଛେ। କିନ୍ତୁ ଏମିତି କିଛି ଫୁଲ ଅଛି ତାହା ଦେଖିବାକୁ ଅବିକଳ ପକ୍ଷୀ ପରି। ପ୍ରଥମ ଥର ପାଇଁ ଏହି ଫୁଲକୁ ଦେଖିଲେ ଏହାକୁ ଚିହ୍ନିବା...
odisha sasana

ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ଓ ଷ୍ଟେନୋଗ୍ରାଫର ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଷ୍ଟେଟ୍ ସିଲେକ୍ସନ ବୋର୍ଡ ଅଧୀନରେ ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ସୁଯୋଗ। ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର ଷ୍ଟେନୋଗ୍ରାଫର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଓଡ଼ିଶାର...

ନେଟଫ୍ଲିକ୍ସରେ ରିଲିଜ ହେବ ‘ଗୁଞ୍ଜନ ସକସେନା ଦ କାର୍ଗିଲ ଗାର୍ଲ’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଜାହ୍ନବୀ କପୁରଙ୍କ ଫିଲ୍ମ 'ଗୁଞ୍ଜନ ସକ୍ସେନା ଦ କାର୍ଗିଲ ଗର୍ଲ' ସିନେମା ହଲରେ ରିଲିଜ ହେବ ନାହିଁ। ବର୍ତ୍ତମାନ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବ। ନିର୍ମାତା କରଣ ଜୋହର...

ପୁଣି ସାମାଜିକ ଦୂରତା ନିୟମ ଭାଙ୍ଗିଲେ ଅପରାଜିତା, ଭିଡ଼ ଭିତରେ ଭୂମିପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କୋଭିଡ୍ ୧୯ ନିୟମ ଭାଙ୍ଗିଲେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ। ସୋମବାର ହଂସପାଳ ଓଭରବ୍ରିଜର ଶିଳାନ୍ୟାସ ସମୟରେ ଅପରାଜିତା ଏହି ନିୟମ ଭାଙ୍ଗିଥିବା ଦେଖିବାକୁ ମିଳିଛି। ସୋମବାର ସାଂସଦ ଅପରାଜିତା ଷଡଙ୍ଗୀ...