ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ସକ୍ରିୟ ହେବାରେ ଲାଗିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା...

ବୁଧବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା, ବଜ୍ରପାତ ନେଇ ସତର୍କ କରାଇଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ...

ବନ୍ୟା ଅପଡେଟ୍ – ଜାଣନ୍ତୁ ଅପରାହ୍ନ ୨ଟା ସୁଦ୍ଧା ରାଜ୍ୟରେ ବନ୍ୟାର ସ୍ଥିତି

  ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବନ୍ୟାର ସ୍ଥିତି ନେଇ ଜାଣନ୍ତୁ ପ୍ରତି ତିନି ଘଣ୍ଟାରେ ତାଜା ଅପଡେଟ୍। ସମୁଦ୍ର ଜୁଆର ବନ୍ୟାଜଳକୁ ଠେଲିରଖୁଛି ଜୁଆରିଆ ପାଇଁ ସମୁଦ୍ରରେ ମିଶିପାରୁନି ବନ୍ୟାଜଳ ପୂର୍ଣ୍ଣିମା ପରେ ବନ୍ୟା ସ୍ଥିତିରେ...

ଜୁଆର ପାଇଁ ବନ୍ୟାଜଳ ଟାଣୁନି ସମୁଦ୍ର, ସ୍ଥିତି ସୁଧୁରିବାକୁ ଲାଗିବ ୩ ଦିନ

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ୟା ପରିସ୍ଥିତିକୁ ନେଇ ନୂଆ ସଙ୍କଟ ଦେଖାଦେଇଛି। ପୂର୍ଣ୍ଣିମା ପାଇଁ ବନ୍ୟାଜଳ ସମୁଦ୍ରରେ ମିଶି ପାରୁନି। ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିବାକୁ ଆହୁରି ୩ ଦିନ ଲାଗିବ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ...

ରାଜ୍ୟରେ ୪ ତାରିଖ ଯାଏଁ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଘୁଚାପ ବର୍ଷା କାରଣରୁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ କିନ୍ତୁ ପାଣିପାଗ ବିଭାଗ ଆଗାମୀ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପୁଣି ବର୍ଷା ହେବାନେଇ...

ଯାଜପୁର: ବୈତରଣୀରେ ଆସିଲା ବନ୍ୟା, ୩ଟି ସ୍ଥାନରେ ଘାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ଯାହାର ପ୍ରଭାବରେ ଯାଜପୁର ଜିଲ୍ଲାର ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଘାଇ ହୋଇଥିବା ସ୍ଥାନଗୁଡ଼ିକ ହେଉଛି ମାଟିଆପଡ଼ା, ଅରୁଆଳ...
JALAKA FLOOD

ବାଲେଶ୍ୱରରେ ବନ୍ୟା ପରିସ୍ଥିତି – ବିପଦ ସଂକେତ ଉପରେ ଜଳକା, ତଳି ଅଞ୍ଚଳରେ ପଶିଲା ପାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବସ୍ତା ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଛି। ବିଭିନ୍ନ ରାସ୍ତା ଉପରେ ବନ୍ୟାଜଳ...

ବାଲେଶ୍ଵରରେ ଚିନ୍ତା ବଢ଼ାଉଛି ବୁଢ଼ାବଳଙ୍ଗ, ଶତାଧିକ ଗାଁ ଜଳବନ୍ଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଘୁଚାପ ବର୍ଷା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ଫୁଲିବାରେ ଲାଗିଛି ବିଭିନ୍ନ ନଦୀ। ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦିନକୁ ଦିନ ବଢ଼ି ବିପଦ ସଙ୍କେତ ଆଡ଼କୁ ଯାଉଛି। ନଦୀରେ ବିପଦ...

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା – ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ନଦୀମାନଙ୍କର ଜଳସ୍ତର ବୃଦ୍ଧି ପାଇବା ସହିତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନ୍ୟପଟେ ଆଜି ପାଣିପାଗ ବିଭାଗ...

ଲଗାଣ ବର୍ଷାରେ ଉଛୁଳିଲା ନଦୀ – ଗାଁରେ ପଶିଲା ପାଣି, ବୁଡିଲା ଚାଷଜମି

ଓଡ଼ିଶାଲାଇଭ୍ ବ୍ୟୁରୋ ଲଘୁଚାପ ବର୍ଷା କାରଣରୁ ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି। ବୈତରଣୀ ନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା ବିପଦ ସଙ୍କେତ ଉପରେ ବୋହୁଛି ଜଳକା ନଦୀ କେନ୍ଦୁଝରରେ ନାଳରେ ଭାସିଗଲା ଟ୍ରକ...