୧୯୯୯ ପରେ ‘ଫନି’ ସବୁଠୁ ବଡ଼ ବାତ୍ୟା – ଏସ୍ଆରସି

ଓଡ଼ିଶାଲାଇଭ ବ୍ୟୁରୋ ‘‘ବାତ୍ୟା ‘ଫନି’ର ମୁକାବିଲା ଆମ ପାଇଁ ବଡ଼ ଚାଲେଞ୍ଜ ଥିଲା। ଏହି ବାତ୍ୟା ପୁରୀ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ଭୟଙ୍କର କ୍ଷୟକ୍ଷତି କରିଛି। ୧୯୯୯ ମହାବାତ୍ୟା ପରେ ଏହା ଥିଲା ସବୁଠୁ...

ପିପିଲିରେ ‘ଫନି’ ତାଣ୍ଡବ – ମାଟିରେ ମିଶିଲା ଚାଳ ଘର, ଭାଙ୍ଗିଲା ଗଛ ଓ ବିଦ୍ୟୁତ ଖୁଣ୍ଟ

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=f5JFxcFfj1o] ପିପିଲି ଅଞ୍ଚଳରେ ଛାରଖାର କଲା ବାତ୍ୟା ‘ଫନି’। ପ୍ରଭାବିତ ଅଞ୍ଚଳରେ ରିଅଲିଟି ଚେକ୍ କଲା ଓଡ଼ିଶାଲାଇଭ୍ ଟିମ୍। (ପିପିଲିରୁ ମୋନାଲିଶା ମିଶ୍ର): କେଉଁଠି ଘର ଉପରୁ ଛପର ଉଡ଼ି ଯାଇଛି ତ...

‘ଫନି’ ଉଡ଼ାଇ ନେଲା ଚାଳ ଛପର ଘର, ଏବେ ଭଙ୍ଗା ଘରକୁ ସଜାଡୁଛନ୍ତି ସ୍ୱାମୀ, ସ୍ତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ‘ଫନି’ ଘର ଉଡ଼ାଇ ନେବା ପରେ ଏବେ ଘର ତିଆରିରେ ଲାଗିପଡ଼ିଛନ୍ତି ଭୁବନେଶ୍ୱରର ଭଗବାନ ଏବଂ ତାଙ୍କ ସ୍ତ୍ରୀ। (ଭୁବନେଶ୍ୱରରୁ ମାନସୀ ମହାପାତ୍ର ଏବଂ ସୁଶ୍ରୀସ୍ମିତା) : ବାତ୍ୟା ଫନି ନୀରବି...

‘ଫନି’ ପ୍ରଭାବରୁ ବାଦ୍ ପଡ଼ିନି ପୁରୀ ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିରରେ ବ୍ୟାପକ କ୍ଷତି କରିଛି ‘ଫନି’। ପୁରୀ ସହରକୁ ଛାରଖାର କରି ଦେଇଛି ବାତ୍ୟା ‘ଫନି’। ଫନିର ପ୍ରକୋପରେ ପୁରୀରେ କେଉଁଠି ବସ୍ ଓଲଟି ପଡ଼ିଛି ତ ପୁଣି କେଉଁଠି ବଡ଼...
Fani

ବାତ୍ୟା ଫନି ଚାପରେ ରାଜ୍ୟର ୧ କୋଟିରୁ ଅଧିକ ଲୋକ, ୫୦ ଲକ୍ଷ ଗୁରୁତର ଭାବେ ପ୍ରଭାବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ୪୩ ବର୍ଷ ଭିତରେ ସବୁଠାରୁ ବଡ଼ ଖରାଦିନିଆ ବାତ୍ୟା ଥିଲା ଫନି। ଗତ ୧୫୦ ବର୍ଷ ଭିତରେ ଏହା ଅନ୍ୟତମ ଶକ୍ତିଶାଳୀ ବାତ୍ୟା ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଫନି...

ସାମୁଦ୍ରିକ ଝଡ଼ ‘ଫନି’ – ଚାରି ଘଣ୍ଟାର ଘଟଣାକ୍ରମ

ଓଡ଼ିଶାଲାଇଭ ବ୍ୟୁରୋ ସକାଳ ୮ଟାରେ ପୁରୀ ନିକଟରେ ବାତ୍ୟା ଫନି ସ୍ଥଳଭାଗ ଛୁଇଁଲା। ଫନି ପ୍ରଭାବ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ସହରର ବିଭିନ୍ନ ଅଞ୍ଚଳରେ ଅନେକ ସଂଖ୍ୟକ ଗଛ ଭାଙ୍ଗିବା ଫଳରେ...

ମୟୂରଭଞ୍ଜରେ ‘ଫନି’ ନେଲା ୪ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମୁଦ୍ରିକ ଝଡ଼ ଫନି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି। ବିଭିନ୍ନ ସ୍ଥାନରେ ଗଛ ତଳେ ଚାପି ହୋଇ ୪ ଜଣ ଯୁବକ ପ୍ରାଣ ହରାଇଛନ୍ତି। ବାରିପଦା ସହରର ବିଜୁ ପଟ୍ଟନାୟକ...
Fani

ପୁରୀ ସହରରେ କିଭଳି ଥିଲା ଫନିର ଚିତ୍ର?

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ୯୯ ମହାବାତ୍ୟା ପରିସ୍ଥିତିକୁ ବଳିଗଲା ଫନି ବିଜୁଳି, ମୋବାଇଲ୍ ସେବା ଧୂଳିସାତ୍ ସମୁଦ୍ରକୂଳ ରାସ୍ତାରେ ଆଣ୍ଠୁଏ ଲେଖାଁଏ ବାଲି ଅନେକ ମୃତାହତ, ଡାକ୍ତରଖାନାରେ ଝରକା କାଚ ଭାଙ୍ଗି ୧୮୦...

ଭୁବନେଶ୍ୱରରେ ଫନିର ପ୍ରଭାବ, ୯୯ ମହାବାତ୍ୟାକୁ ବଳିଗଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଟଳିପଡ଼ିଲା ହଜାର ହଜାର ଗଛ, ରାସ୍ତାଘାଟ ଜାମ୍ ଭୁବନେଶ୍ୱର ରେଳଷ୍ଟେସନ୍ ପ୍ରଭାବିତ, ବିମାନ ଘାଟି ମଧ୍ୟ ଶହ ଶହ ବିଦ୍ୟୁତ୍ ଖୁଣ୍ଟି ଓଲଟି ପଡ଼ିଛି, ପୁରା ସହର ଅନ୍ଧକାର ମୋବାଇଲ୍...

ଓଡ଼ିଶାରେ ଫନିର ନାହିଁ ନଥିବା ତାଣ୍ଡବଲୀଳା, ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ

ଓଡ଼ିଶାଲାଇଭ୍‍ ବ୍ୟୁରୋ ପୁରୀ ସହର ସମେତ ଜିଲାର ଅନେକ ଅଂଚଳରେ ଯୋଗାଯୋଗ ବିଛିନ୍ନ ବିଜୁଳି ଓ ଟେଲିଫୋନ ସଂଯୋଗ ଠପ୍‍ ଯୋଗାଯୋଗ ଅଭାବରୁ ଫନିର କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ପାଇପାରିନାହିଁ ପ୍ରଶାସନ ମୃତାହତଙ୍କ...