ମାର୍ଶାଘାଇ ପୋଲିସ ଓ ସ୍ପେସାଲ ସ୍କ୍ବାର୍ଡର ଡବଲ ଏନକାଉଣ୍ଟର – କୁଖ୍ୟାତ ଅପରାଧୀ ଭେଲୁ ଓ ମିଟୁନା ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ ମାର୍ଶାଘାଇର ମାଣିକୁଣ୍ଡାଇର ଗଗନ ସାହୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଭେଲୁ ଓ ତାହାର ନିକଟ ସହଯୋଗୀ ମିଟୁନାକୁ ଖୋଜିଖୋଜି ପୋଲିସ ଆଖିରୁ ନିଦ ହଜିଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ  ଏହି ୨...

ଦିନିକିଆ ସିରିଜ ପୂର୍ବରୁ ଧୋନି ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟ୍ରେଲିଆ ବିପକ୍ଷ ୨ଟିକିଆ ଟି-୨୦ ସିରିଜରେ ଭାରତ ହାରିବା ପରେ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ। ହେଲେ ସିରିଜ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଝଟକା।...

ଜନ୍ମଦିନରେ ରାମୋଜୀ ରାଓଙ୍କୁ ମନେ ପକାଇଲେ ଓଡ଼ିଶା ମିଡିଆ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ନଭେମ୍ବର ୧୬ ତାରିଖ ହେଉଛି ଭାରତର ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ସ୍ୱର୍ଗତଃ ରାମୋଜୀ ରାଓଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା...

ମହାରାଷ୍ଟ୍ରରେ ସରକାର ଗଢ଼ିବେ ଏକନାଥ ସିନ୍ଦେ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଏବେ ନୂଆ ମୋଡ଼ ନେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଏବେ ମହାରାଷ୍ଟ୍ରର କମାଣ ସମ୍ଭାଳିବେ ଏକନାଥ ସିନ୍ଦେ। ଗତ କିଛି...

କରୋନାରୁ ସୁସ୍ଥ ହେବା ପରେ ଅଧିକ ଝଡ଼ୁଛି କେଶ – କେମିତି ପାଇବେ ମୁକ୍ତି?

  ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରୁ ସୁସ୍ଥ ହେବା ପରେ ମହିଳାମାନଙ୍କର ଅଧିକ କେଶ ଝଡ଼ୁଛି। ଏ କଥା କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଜଣେ ମହିଳା କହିଛନ୍ତି। ସେ ହେଲେ ବଲିଉଡ ଅଭିନେତ୍ରୀ ମଲାଇକା...

ଫ୍ରେଣ୍ଡସିପ୍‌ ଡେ’ରେ ରିଲିଜ ହେବ ଶ୍ରଦ୍ଧା-ସୁଶାନ୍ତଙ୍କ ‘ଛିଛୋରେ’ ଟ୍ରେଲର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମଥର ପାଇଁ ପରଦାରେ ଦର୍ଶକ ଦେଖିବେ ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତ ଏବଂ ବଲିଉଡ ଡିଭା ଶ୍ରଦ୍ଧା କପୁରଙ୍କ ଯୋଡ଼ି। ୨୦୧୯ ବର୍ଷର ବହୁ ପ୍ରତିକ୍ଷୀତ 'ଛିଛୋରେ' ଫିଲ୍ମରେ ଏହି...

ଫଟୋରେ ଫଟୋରେ ପୁରୀ ବାହୁଡ଼ା ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=qVEn_D1atBg ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତିନି ରଥ ଏବେ ସିଂହଦ୍ୱାର ସମ୍ମୁଖରେ। ଫଟୋରେ ଫଟୋରେ ଦେଖନ୍ତୁ ପୁରୀରୁ ବାହୁଡ଼ା ଯାତ୍ରା:    (ଫଟୋ- ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି) Presenting...

ନୂଆ କୋଭିଡ ଗାଇଡଲାଇନ୍ : ବିଦେଶରୁ ଫେରୁଥିଲେ କ’ଣ କରିବାକୁ ପଡ଼ିବ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଦୈନିକ ସଂକ୍ରମଣ ହାର ବଢ଼ୁଥିବାରୁ ସରକାରଙ୍କ ପକ୍ଷରୁ କୋଭିଡ ନିୟକୁ କଡ଼ାକଡ଼ି କରାଯାଇଛି। କରୋନାର ତୃତୀୟ ଲହର ଆସିଥିବାରୁ ସରକାର ନୂଆ ଗାଇଡ଼ଲାଇନସ୍ ଜାରି କରିଛନ୍ତି। ବିମାନଯାତ୍ରୀଙ୍କ ପାଇଁ ଏହି...

ଫକୀରମୋହନ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ ଏଫ୍ଏମ୍ ମେଡିକାଲ କଲେଜ  ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଆଜିଠୁ ଆରମ୍ଭ ହେବ ପାଠପଢ଼ା ମେଡିକାଲ କଲେଜ ପାଇଁ କ୍ରିୟାନୁଷ୍ଠାନ କମିଟି ୧୨ ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲା ପ୍ରତୀକ୍ଷାର...

କେନ୍ଦ୍ରାପଡ଼ା: କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ଆଇଏନ୍‌ଟିୟୁସିର ବିକ୍ଷୋବ ପ୍ରଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ର କୃଷି ଆଇନ ୨୦୨୦କୁ ବିରୋଧ କରି ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ତରଫରୁ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ...