ଚାରିଦିନ ବିତିଲା, ଶ୍ରୀମନ୍ଦିରରେ ମିଳିଲାନି ମହାପ୍ରସାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରସାଦ ନମିଳିବାରୁ ଶ୍ରଦ୍ଧାଳୁ ନିରାଶ
ଚାରି ଦିନ ହେଲା ଲାଗି ରହିଛି ଏହି ଅସୁବିଧା
୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରୁଥିଲେ ସୁଆର-ମହାସୁଆର ନିଯୋଗ ସମିତି
ରାଜି ହେଉ...
ବଜ୍ରପାତରେ ଗଲା ବାପା, ଝିଅଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଜିରାଗାଁଠାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ବଜ୍ରପାତରେ ଚାଲିଗଲା ବାପା ଓ ଝିଅର ଜୀବନ।
ଗୁରୁବାର ବାପା ରମେଶ ଚନ୍ଦ୍ର ମାଝୀ ଓ ନଅ...
କେମିତି ଥିଲା ବେଷ୍ଟ ଗ୍ରାଜୁଏଟ୍ ଅନ୍ଵେଷା ଦାସଙ୍କ ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/vnKjG1ETLO0
ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି ଅନ୍ଵେଷା ଦାସ। ଜୁଲୋଜି ଅନର୍ସରେ ସିଜିପିଏ ୯.୬୨ ରଖି ଏହି ସଫଳତା ହାସଲ କରିଛନ୍ତି ଅନ୍ଵେଷା।
ଅନ୍ଵେଷାଙ୍କ ଘର ଭୁବନେଶ୍ଵର ଉପକଣ୍ଠ ଅଟଳାରେ। ଦୃଢ଼...
ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପରିବେଶ...
ସହିଦଙ୍କ ପରିବାର ଲାଗି ଅନୁକମ୍ପା ରାଶି ବଢ଼ାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ଼-କଶ୍ମୀର ପୁଲୱାମାଠାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି। ଏହି ୪୪ ଜଣଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଯବାନ ମଧ୍ୟ ଥିଲେ। ଏହି ଆକ୍ରମଣରେ ସହିଦ...
ଆଜିର ବଡ଼ ଖବର – ଏପ୍ରିଲ ୩୦, ୨୦୨୧
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ଗୁରୁତ୍ଵପୂର୍ଣ୍ଣ ଖବର। ଏପ୍ରିଲ ୩୦, ୨୦୨୧।
କରୋନା ଦ୍ରୁତ ଗତିରେ ବଢ଼ି ଚାଲିଛି, ୧ ହଜାରରୁ ଅଧିକ ସକ୍ରିୟ କେସ୍ ସହ ରାଜ୍ୟର ୧୭ ଜିଲ୍ଲା...
ମାଷ୍ଟରସେଫ୍ ମୁକୁଟ ପିନ୍ଧିଲେ ଓଡ଼ିଆ ପୁଅ ଅବିନାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟାରପ୍ଲସ୍ରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟରସେଫ୍ ଇଣ୍ଡିଆ’ର ସିଜନ୍ ୬ର ବିଜେତା ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ। ପ୍ରଥମ ଓଡ଼ିଆ ଭାବେ ସେ ମାଷ୍ଟରସେଫ୍ର ମୁକୁଟ ପିନ୍ଧିଛନ୍ତି। ପୁରସ୍କାର ସୂରପ ତାଙ୍କୁ...
ତିର୍ତ୍ତୋଲ : ଏଣେ କନ୍ଦଳ, ତେଣେ ପ୍ରାର୍ଥୀ ମାଳମାଳ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଧାନସଭା ନିର୍ବାଚନ ପାଖେଇ ଆସୁଥିଲା ବେଳେ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ - ରାଜନୀତି ଜୋର ଧରିଛି। ଏହି ଆସନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ...
ସୋସିଆଲ ମିଡିଆରେ ପିଲା ଚୋରି ଚର୍ଚ୍ଚା: ପୋଲିସ ଡିଜି କହିଲେ ଗୁଜବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲା ଚୋରି ଗୁଜବ ଆସୁଛି। ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ହେବା ପରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଖଣ୍ଡନ କରିଛନ୍ତି। ପିଲା ଚୋରିକୁ...
ଖୋର୍ଦ୍ଧାରେ ହାତୀ ଆକ୍ରମଣ – ଦୁଇ ମୃତ, ଜଣେ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ ): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହଜ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ହଜ ଓ କଲରାଝରକୁ ୨୦ରୁ ୨୫ ହାତୀ ପଶି...


















