ଦେଶରେ ୯୩ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧,୦୮୯ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୮୫,୩୬୨ ଆକ୍ରାନ୍ତ, ୧,୦୮୯ ମୃତ
ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୯୩,୩୭୯କୁ ବୃଦ୍ଧି
ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୯,୩୦,୯୩୩କୁ ବୃଦ୍ଧି
ଦେଶରେ କରୋନା ମୃତ୍ୟୁସଂଖ୍ୟା କମିବାର ନାଁ ନେଉନାହିଁ। ଆଜି ଗୋଟିଏ ଦିନରେ...
୨୦୧୯ ବିରାଟ କୋହଲିଙ୍କ ପାଇଁ ଅଗ୍ନି ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବେଶ୍ ଭଲରେ କଟିଲା। ଏବେ ୨୦୧୯ର ନୂଆ ଚ୍ୟାଲେଞ୍ଜ ତାଙ୍କୁ ଅପେକ୍ଷା କରିଛି। ବର୍ତ୍ତମାନ ସମୟରେ କେବଳ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ...
ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ରେ ରାଷ୍ଟ୍ରପତିଙ୍କ ମୋହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ଏହା ପୂର୍ବରୁ ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିଲା।
ରାଷ୍ଟ୍ରପତି ମୋହର ମାରିବା ପରେ...
୨୪ ଘଣ୍ଟାର ଟପ୍ ୧୦ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
୧. ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଥଟ୍ଟା କରି କହିଲେ,'ବୁଲେଟ୍ ଟ୍ରେନକୁ ବିରୋଧ କରୁଥିବା ଲୋକେ ବଳଦ ଗାଡିରେ ଯାତ୍ରା କରନ୍ତୁ'।
୨. ଆମେରିକାରେ ଶ୍ରେଣୀ ଭିତରେ ଜନୈକ ଛାତ୍ର 'ଆଲ୍ଲା ହୁ' କହିବାରୁ ପୋଲିସକୁ...
ନୂଆଁଖାଇ ଲାଗି ଉତ୍ସବମୁଖର ପଶ୍ଚିମ ଓଡ଼ିଶାର ଗାଁଠୁ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଁଖାଇ ଲାଗି ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମ ଓଡ଼ିଶାର ଗାଁଠାରୁ ସହର। ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ନୂଆଁଖାଇରେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ...
କୋଣାର୍କ ଉତ୍ସବ ପାଇଁ ପର୍ଯ୍ୟଟନ ବିଭାଗର ସାମ୍ବାଦିକ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=BZqyVHQ1OHU]
କୋଣାର୍କ ଉତ୍ସବ ଏବଂ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ପାଇଁ ବୁଧବାର ପର୍ଯ୍ୟଟନ ବିଭାଗ ତରଫରୁ କରାଯାଇଛି ସାମ୍ବାଦିକ ସମ୍ମିଳନୀ। ବାଲୁକା କଳା ଉତ୍ସବରେ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ...
ଜଳେଶ୍ଵରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ଦେହାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କର ଶନିବାର ସକାଳେ ଦେହାନ୍ତ ହୋଇଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ...
ପୁରୀରେ ମେ’ ୧୩ରୁ ବ୍ୟାଙ୍କ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଫନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ସହର। ଫନି ପରେ ମୋବାଇଲ ସେବା, ଯୋଗାଯୋଗ ବାଧାପ୍ରାପ୍ତ ହେବା ସହ ବ୍ୟାଙ୍କ ସେବା ଏକ ପ୍ରକାର ଠପ୍ ହୋଇପଡ଼ିଛି।
ଯଥା ସମ୍ଭବ...
ଅଗଷ୍ଟ ୧୨ରେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତୀକ୍ଷାର ଅନ୍ତ ଘଟିଲା। ଅଗଷ୍ଟ ୧୨ ତାରିଖରେ ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ। ଅପରାହ୍ଣ ୧୨.୩୦ରେ ସିଏଚଏସଇ ଅଫିସରେ ପ୍ରକାଶ ପାଇବ ଫଳାଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ...
ଯଦି ପୁରୀ ଆପଣ ଯାଇପାରି ନାହାନ୍ତି, ଓଡ଼ିଶାଲାଇଭ୍ରେ ଦେଖନ୍ତୁ ସୁନାବେଶର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=qVEn_D1atBg
ଆଜି ଶ୍ରୀଜୀଉଙ୍କ ସୁନାବେଶ। ସୁନାମଣ୍ଡିତ ହୋଇ ଝଟକୁଛନ୍ତି ମହାପ୍ରଭୁ। ଅପରାହ୍ଣ ୪ଟାରୁ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ପୁରୀରେ ରାତି ୧୧ଟା ଯାଏଁ ଏହି ଅପୂର୍ବ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ...


















