ତୃତୀୟ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସମିଟ – ଲାଇଭ୍ ଅପଡେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଲଗାତାର ତୃତୀୟ ପ୍ରେସମିଟ୍। ଜାଣନ୍ତୁ ପ୍ରତିଟି ଅପଡେଟ୍ live... କୃଷି କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ପାଇଁ ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ ସଂଶୋଧନ ଅଣାଯିବ। ଏହାଦ୍ୱାରା...

ସେପ୍ଟେମ୍ଵର ୩୦ ମଧ୍ୟରେ ୟୁଜି, ପିଜି ପରୀକ୍ଷା ହେବ: ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣ୍ଡର ଗ୍ରାଜୁଏଟ୍(ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍‌(ପିଜି)ର ଫାଇନାଲ ପରୀକ୍ଷା ହେବା ସୁନିଶ୍ଚିତ।  ୟୁଜି, ପିଜି ପରୀକ୍ଷାକୁ ନେଇ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବ ନିର୍ଦ୍ଧାରିତ ସେପ୍ଟେମ୍ଵର ୩୦ ତରିଖ...

ମଧୁସୂଦନ ଦାସ – ଛୋଟ ଜୀବନରେ ଦେଇଥିଲେ ଅନେକ ଅବଦାନ

ତପନ କୁମାର ମିଶ୍ର [youtube https://www.youtube.com/watch?v=k4lPk6lrgcc] ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍‌ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର...

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଖୋଳତାଡ଼ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

aditya das
ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଅଡ଼ୁଆ ହୋଇ ହୋଇ ଯାଉଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ତେବେ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି। ଏନେଇ ତନାଘନା ଆରମ୍ଭ କରିସାରିଛି କ୍ରାଇମବ୍ରାଞ୍ଚ...

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି। ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ। ହୃଦ୍‌ଘାତରେ ଆକ୍ରାନ୍ତ ହେବା ପରେ ତାଙ୍କୁ କୋଲ୍‌କାତାର ଏକ ଡାକ୍ତରଖାନାରେ ଭେଣ୍ଟିଲେଟର୍‌ରେ...

ଓଡ଼ିଶାରୁ ୨ରୁ ୩ ଦିନ ମଧ୍ୟରେ ବିଦାୟ ନେବ ମୌସୁମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରୁ ଫେରିଯିବ ମୌସୁମୀ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ଏହାପରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିବା ସହ...

ଶିଳ୍ପୀଗୁରୁ ବିମ୍ଵାଧର ବର୍ମା – ଚିତ୍ରକଳାର ସୁବର୍ଣ୍ଣ କାରିଗର

ଓଡ଼ିଶାଲାଇଭ୍ ବ୍ୟୁରୋ ତୂଳୀକୁ ତରବାରିର ସ୍ଥାନ ଦେଇଥିଲେ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା।ତାଙ୍କ ତୂଳୀରେ ଜୀବନ୍ତ ହୋଇ ଉଠୁଥିଲା ଚିତ୍ର। ଓଡ଼ିଆ କଳା ଜଗତର ପ୍ରଥମ କଳା-ଶିଳ୍ପୀଭାବେ ପରିଚିତ ଶିଳ୍ପୀଗୁରୁ ବିମ୍ଵାଧର ବର୍ମା। ୧୯୦୧ ମସିହା ଅଗଷ୍ଟ...

ଖୋର୍ଦ୍ଧାରେ ସୀମା ଡେଇଁଲା ବର୍ବରତା – ଯୁବକଙ୍କୁ ପିଟିଲେ, ମୁହଁରେ ପରିସ୍ରା କଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ଼। ଗଛରେ ଜଣେ ଯୁବକଙ୍କୁ ବାନ୍ଧି ବହ୍ଲା, ବାଉଁଶରେ ପିଟି ଚାଲିଥିଲେ ଦୁଇ ଯୁବକ। ଯୁବକ ଜଣକ ଆକୁଳ ନିବେଦନ କରିଥିଲେ ମଧ୍ୟ ଦୁଇ...

ଦେଶରେ ବହୁଛି ବିଜେପି ବିରୋଧୀ ହାୱା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଉତ୍ତରପ୍ରଦେଶର ଉନ୍ନାଓ ଏବଂ କାଶ୍ମୀରର କଠୁଆରେ ଘଟିଥିବା ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଏବେ...

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦, ଫିଲ୍ଡିଂ କରିବ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାର ଅକଲାଣ୍ଡର ଇଡେନ୍‌ ପାର୍କ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦।ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି।  ସେପଟେ ଫିଲ୍ଡିଂ କରିବ ଭାରତ। ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ...