ବିଜେପୁର ପାଇଁ ଦମ୍‌ ଦେଖାଇଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ପାଇଁ ଦମ୍ ଦେଖାଇଛି କଂଗ୍ରେସ। ବରିଷ୍ଠ ନେତାଙ୍କୁ ଏକାଠି କରି ନିଜ ଦୁର୍ଗ ରକ୍ଷା ପାଇଁ ଦଳ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ। ହେମାନନ୍ଦ ବିଶ୍ବାଳ ହେବେ ବିଜେପୁର ଲଢ଼େଇର ମୁରବୀ ...

ପୁଣି ମୁହଁ ଖୋଲିଲେ ରିୟା – କହିଲେ,‘‘ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ କରୁ’’

Rhea chakrabarti
ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣିଥରେ ମୁହଁ ଖୋଲିଛନ୍ତି ରିୟା। ସୁଶାନ୍ତଙ୍କ ମାମଲାରେ ସେ ବି ସିବିଆଇ ତଦନ୍ତ ଚାହୁଁଥିବା ତାଙ୍କ ଓକିଲଙ୍କ ମାଧ୍ୟମରେ କହିଛନ୍ତି। ‘‘ବିହାର ପୋଲିସ...

ରେକର୍ଡ ପାଇଁ ପ୍ରସ୍ତୁତ କଲେ ୩,୦୦୦ କେଜି ଖେଚୁଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ନାଗପୁରର ଜଣେ ରୋଷେୟା ବିଶ୍ୱ ରେକର୍ଡ ପାଇଁ ୩ ହଜାର କେଜିର ଖେଚୁଡ଼ି ପ୍ରସ୍ତୁତ କରିଛନ୍ତି। ବିଶ୍ୱ ରେକର୍ଡ ନିଶାରେ ଜଣେ ବ୍ୟକ୍ତି ରବିବାର ଦିନ ୩ ହଜାର କିଲୋଗ୍ରାମର ଖେଚୁଡ଼ି ପ୍ରସ୍ତୁତ...

ଡଟ୍ ଫେଷ୍ଟ: ନାଚ, ଗୀତରେ ଝୁମୁଛି ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=wpGYB4VyE2Q] ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଡଟ୍ ଫେଷ୍ଟ। ଡଟ୍ ଫେଷ୍ଟରେ ଦୁଲୁକୁଛି ପ୍ରଦର୍ଶନୀ ପଡ଼ିଆ ଏବଂ ଝୁମୁଛନ୍ତି ଦର୍ଶକ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଡଟ୍ ଫେଷ୍ଟ ଉତ୍ସବକୁ ରବିବାର ସନ୍ଧ୍ୟାରେ ଉଦଘାଟନ...

ଡ୍ରେନେଜ ସମସ୍ୟାରୁ ମୁକୁଳିବେ ଭୁବନେଶ୍ଵର ବାସିନ୍ଦା – ସୁଲୋଚନା ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମ(ବିଏମ୍‌ସି)ର ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରରେ ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଡ୍ରେନେଜ ସମସ୍ୟା ଖୁବଶୀଘ୍ର ଦୂର କରିବାକୁ ଯୋଜନା...

ବିଜେପି ଅଫିସରେ ଘଣ୍ଟିକିଆ ହାଇଭୋଲଟେଜ ଡ୍ରାମା ପଛର କାହାଣୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଥା କଥାକେ ଶାସକ ବିଜେଡିକୁ ଘେରୁଥିବା ବିଜେପି ପାର୍ଟି ଅଫିସରେ ଆଜି ଦେଖିବାକୁ ମିଳିଛି ହାଇଭୋଲଟେଜ୍‌ ଡ୍ରାମା। ଦୁଇ ଜଣ ଯୁବକ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଅଧଘଣ୍ଟା କାଳ ଗନ୍‌...

ଚାଷୀଙ୍କ ପାଇଁ ନୂଆ ନୀତି ‘ସମୃଦ୍ଧି’ – କ’ଣ ଅଛି ଏଥିରେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରର ଜନତା ମଇଦାନରେ ‘କୃଷି ଓଡ଼ିଶା –୨୦୨୦’ରେ ଉନ୍ମୋଚିତ ହୋଇଛି ନୂଆ କୃଷି ନୀତି ‘ସମୃଦ୍ଧି’ ବଦଳୁଥିବା ସମୟ ସହିତ ତାଳ ଦେଇ ଏବେ ବଦଳିବ କୃଷିର ଶୈଳୀ। କୃଷକ ହେବେ ସମୃଦ୍ଧ।...

ସମ୍ବିତଙ୍କ ନାୟିକା ସାଜିବେ ମହାଶ୍ୱେତା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ତରଙ୍ଗ ସିନେ ପ୍ରଡକ୍ସନ ଆଣୁଛି ନୂଆ ଫିଲ୍ମ 'ଚୁମ୍‌କି ମାଇଁ ଡାର୍ଲିଙ୍ଗ୍‌’। ସବୁଠୁ ମଜା କଥା ହେଉଛି ଏହି ଫିଲ୍ମରେ ଜଣେ ୨୫ ବର୍ଷୀୟ ଯୁବକ ନାୟକ ସାଜିଥିଲା ବେଳେ...

ସାହିତ୍ୟର ଭାଷା

ଜଗନ୍ନାଥ ପ୍ରସାଦ ଦାସ ଏ ଭଳି ଏକ ମତ ଅଛି ଯେ ସାହିତ୍ୟରେ, ଏବଂ ବିଶେଷରେ ଗଳ୍ପ ଉପନ୍ୟାସ ନାଟକରେ, ସର୍ବସାଧାରଣଙ୍କର ସରଳ କଥିତ ଭାଷା ବ୍ୟବହାର ହେବା ଉଚିତ। ଲେଖାରେ କି ଭଳି ଭାଷା ବ୍ୟବହାର...

ଭାରତରେ ବେଲଗାମ କରୋନା – ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଲଗାମ ବଢୁଥିବା ବେଳେ ଶନିବାର ଦିନ ଯେଉଁ ସବୁ ରିପୋର୍ଟ ଆସିଚି ତାହା ଅତ୍ୟନ୍ତ ନିରୁତ୍ସାହଜନକ। ଜୁନ ୮ ତାରିଖରେ ଅନ୍‌ଲକ୍‌ ଆରମ୍ଭ ହେଲା ପରେ...