ଜାଣନ୍ତୁ, କିଭଳି ପ୍ରସ୍ତୁତ ହୋଇଥିଲା ମହାଭାରତର ଥିମ୍ ଗୀତ?
ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ ବ୍ୟୁରୋ
ରାମାୟଣ ଭଳି ବଲ୍ଦେବ୍ ରାଜ୍ଙ୍କ ମହାଭାରତ ମଧ୍ୟ ୯୦ଦଶକରେ ଲୋକପ୍ରିୟ ହୋଇପାରିଥିଲା। ମହାଭାରତର ଥିମ ଗୀତ 'ଅଥ ଶ୍ରୀ ମହାଭାରତ' ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା।...
ବିଶ୍ୱର ସବୁଠାରୁ ଖତର୍ନାକ ଜେଲ – ଯେଉଁଠୁ କେବେ କୌଣସି କଏଦୀ ଖସି ଯାଇନାହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କାଲିଫର୍ଣ୍ଣିଆର ଆଲକାଟ୍ରାଜ ଜେଲ। ଏହି ଜେଲ ଏତେ ଭୟାନକ ଯେ ଏଠାରୁ କେବେ କେଉଁ କଏଦୀ ଫେରାର୍ ହୋଇପାରି ନାହାନ୍ତି।
ଦୁନିଆରେ ଅନେକ ଜେଲ୍ ଅଛି ଯାହା ବିପଜ୍ଜନକ ଏବଂ ଭୟାନକ। ତଥାପି...
ରେଡିଓ ଚକଲେଟ୍ରେ ‘ଷ୍ଟାର୍ଟଅପ୍ ଷ୍ଟୋରି’ – ଆଜି ଦିନ ୧ଟାରେ ଶୁଣନ୍ତୁ ଓଡ଼ିଆ ମହିଳା ଉଦ୍ୟୋଗୀ ନୁସରତ୍ ସଂଘମିତ୍ରାଙ୍କ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=vg2xtJ8KOsM]
‘ଓଡ଼ିଶାଲାଇଭ’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ ରେଡିଓ ଚକଲେଟ୍ ୧୦୪ ଏଫଏମ୍ରେ ପ୍ରାସାରିତ ହେବ। ଆଜି ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ଯୁବ ଓଡ଼ିଆ ଷ୍ଟାର୍ଟଅପ୍...
ବଲିଉଡରୁ ହଲିଉଡ ଯାଏଁ ଧୁମ୍ ମଚାଇଥିଲେ ଇର୍ଫାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ। ବୁଧବାର ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।
ବଲିଉଡର ଜଣେ ସୁପରଷ୍ଟାର ଥିଲେ ଅଭିନେତା ଇରଫାନ ଖାନ।। ତାଙ୍କର ନିଖୁଣ...
ଓଡ଼ିଶାର ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ଫଟୋ ସାମ୍ବାଦିକ ତଥା ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର ପ୍ରତିଷ୍ଠାତା ଅନିଲ ପ୍ରସାଦ ମିଶ୍ରଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...
ଅନୁଗୁଳ ଖଣିଜ ପ୍ରତିଷ୍ଠାନ ସ୍ଵାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଡାକ୍ତରୀ ପଦବୀ ପାଇଁ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସ୍ଵାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଡାକ୍ତରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ପ୍ରାର୍ଥୀ ନିଜ ସମସ୍ତ ପ୍ରମାଣପତ୍ରକୁ cdmoang@gmail.com ରେ...
ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ କିଛି ଟିପ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନେ ବଢ଼ୁଥିବା ତାପମାତ୍ରା ଯୋଗୁଁ ତ୍ୱଚା ଉପରେ କୁପ୍ରଭାବ ପଡ଼ିଥାଏ। ତ୍ୱଚାର ଚମକ୍ ଚାଲିଯିବା ସହ ପ୍ରାକୃତିକ ଉଜ୍ଜ୍ୱଳତା ହ୍ରାସପାଏ। ବିଶେଷକରି ତେଲିଆ ତ୍ୱଚା ଥିବା ମହିଳାଙ୍କ ପାଇଁ ଏହା ସବୁଠୁ...
DDA ଅଧୀନରେ ବିଭିନ୍ନ ପଦବୀରେ ଆବେଦନ ପ୍ରକ୍ରିୟା ଘୁଞ୍ଚିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି (DDA) ଅଧୀନରେ ଡେପୁଟି ଡିରେକ୍ଟର, ଆକାଉଣ୍ଟ୍ସ୍ ଅଫିସର୍ ଓ ପ୍ଲାନିଂ ଆସିଷ୍ଟାଣ୍ଟ ଆଦି ବିଭିନ୍ନ ପଦବୀରେ ସମୁଦାୟ ୬୩୭ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।...
ନୟାଗଡ଼: ୧୦ ଲକ୍ଷ ଟଙ୍କାର ଚୋରା କାଠ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ବନ ବିଭାଗ ଦଶପଲ୍ଲା ଗଣିଆଁ ଓ ମହିପରୁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଚୋରା କାଠ ଜବତ କରିଛି। ଗତ ୨...
ଚତୁର୍ଥ ଥର ପାଇଁ ଘୁଞ୍ଚିଲା ‘ଜବରିୟା ଯୋଡି’ର ରିଲିଜ ତାରିଖ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଜବରିୟା ଯୋଡି’ର ରିଲିଜ ଡେଟ ପୁଣିଥରେ ଘୁଞ୍ଚିଛି। ନୂଆ ଡେଟ୍ ଅନୁସାରେ ଏବେ ଏହି ଫିଲ୍ମ ଅଗଷ୍ଟ...


















