ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁଗୁଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସ୍ଵାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଡାକ୍ତରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ପ୍ରାର୍ଥୀ ନିଜ ସମସ୍ତ ପ୍ରମାଣପତ୍ରକୁ cdmoang@gmail.com ରେ ମେଲ୍‌ କରି ଆବେଦନ କରିପାରିବେ।

ପଦବୀ

  • ଓ ଆଣ୍ଡ ଜି ସ୍ପେସିଆଲିଷ୍ଟ
  • ପେଡିଆଟ୍ରିକ୍‌ ସ୍ପେସିଆଲିଷ୍ଟ
  • ମେଡିସିନ୍‌ ସ୍ପେସିଆଲିଷ୍ଟ
  • ସର୍‌ଜରି ସ୍ପେସିଆଲିଷ୍ଟ
  • ଆନେସ୍‌ସ୍ଥେସିଆ ସ୍ପେସିଆଲିଷ୍ଟ
  • ଇଏନ୍‌ଟି ସ୍ପେସିଆଲିଷ୍ଟ
  • ଅପ୍‌ଥାଲମିକ୍‌ ସ୍ପେସିଆଲିଷ୍ଟ
  • ପାଥୋଲୋଜି ସ୍ପେସିଆଲିଷ୍ଟ
  • ଅର୍ଥୋପେଡିକ ସ୍ପେସିଆଲିଷ୍ଟ
  • ସାଇକାଟ୍ରିକ୍‌ ସ୍ପେସିଆଲିଷ୍ଟ
  • ମେଡିକାଲ ଅଫିସର

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀ ଭାରତୀୟ ମେଡିକାଲ କାଉନ୍‌ସିଲ ଦ୍ଵାରା ସ୍ଵିକୃତୀ ପ୍ରାପ୍ତ ସଂସ୍ଥାରେ ଏମ୍‌ବିବିଏସ୍‌ କରିଥିବା ସହ ସମ୍ପୃକ୍ତ ବିଷୟରେ ପିଜି ମଧ୍ୟ କରିଥିବା ଦରକାର।
  • ପ୍ରାର୍ଥୀ ମେଡିକାଲ କାଉନସିଲରେ ବୈଧ ପଞ୍ଜିକରଣ କରିଥିବା ଦରକାର।

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀ ଓ୍ଵେବ୍‌ସାଇଟ www.anugul.nic.in କୁ ଯାଇ ବାୟୋଡାଟା ଫର୍ମ ଆଣି ପାରିବେ। ଫର୍ମ ସହ ଦୁଇଟି ପାସ୍‌ପୋର୍ଟ ସାଇଜ ଫଟୋ, ସମସ୍ତ ଶିକ୍ଷା ପ୍ରମାଣପତ୍ର, ଅଭିଜ୍ଞତା ପ୍ରମାଣପତ୍ର ଓ ଏନ୍‌ଓସି ପ୍ରମାଣତ୍ର ସହ cdmoang@gmail.com ରେ ପଠାଇ ପାରିବେ। ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ www.anugul.nic.in କୁ ଯାଇ ପାରିବେ।

Comment