ଭୁବନେଶ୍ଵରରେ ପୋଲିସ କର୍ମଚାରୀଙ୍କୁ କରୋନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ଵରରେ ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି କମିସନରେଟ ପୋଲିସ। ପୋଲିସ କର୍ମଚାରୀ ଜଣକ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା...
ବିରୂପା ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରୂପା ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କଟକ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣଚନ୍ଦ୍ର ସାହୁ ଓ ମୟଙ୍କ ସାହୁ।
ଶୁକ୍ରବାର ଦିନ କୃଷ୍ଣଚନ୍ଦ୍ର ଏବଂ ମୟଙ୍କ ବିରୂପା...
ଆସନ୍ତାକାଲି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ, ଯୋଗଦେବେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବୁଧବାର ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ। ଏହି ଦୁଇ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଉଭୟ ଭୋପାଳ ଓ ରାୟପୁରରେ...
ଆଜିଠୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ
ଓଡ଼ିଶାଲାଇଭ ବ୍ୟୁରୋ
ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ସୋମବାରଠାରୁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍ସାଇଟ୍ରେ ଆବେଦନ କରିପାରିବେ।
ଜୁଲାଇ ୮ ତାରିଖ ଦିନ ୧୧ଟା ସୁଦ୍ଧା ଛାତ୍ରଛାତ୍ରୀ...
ବିଜେଡିରେ ଯୋଗ ଦେଲେ ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡିରେ ମିଶିଲେ ବିଜେପିରୁ ସଦ୍ୟ ଇସ୍ତଫା ଦେଇଥିବା ପୁରୀ ନେତା କୃଷ୍ଣ ଚନ୍ଦ୍ର ପଣ୍ଡା। ବିଜେପିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜେଡିରେ ସାମିଲ ହୋଇଛନ୍ତି।
ରବିବାର...
ବୌଦ୍ଧରେ କିସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଏଣିକି ମାଗଣାରେ ଇଂରାଜୀ ମାଧ୍ୟମରେ ପାଠ ପଢ଼ିବାର ସୁଯୋଗ ପାଇବେ ବୌଦ୍ଧ ଜିଲ୍ଲାର ଗରିବ ଶ୍ରେଣୀର ଛାତ୍ରଛାତ୍ରୀ। ବୌଦ୍ଧ ଜିଲ୍ଲା ଲୁଣିବାହାଲଠାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ ସୋସିଆଲ...
ଉତ୍କଳଗୌରବ ମଧୁସୂଦନଙ୍କ ପ୍ରାର୍ଥନା ‘ଆହେ ବିଶ୍ଵପତି’ – ସବୁଠି ଉତ୍କଳ ଜନନୀର ମୁକ୍ତି ପାଇଁ ଥିଲା ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=BJOGVYU8-XI]
୨୮ ଏପ୍ରିଲ୍, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛର ପ୍ରମୁଖ ବିନ୍ଧାଣି ମଧୁବାବୁ ଦିନେ ଲେଖିଥିଲେ ଏହି ପ୍ରାର୍ଥନା - ‘ଆହେ...
ପରଲୋକରେ ବଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍। ସୋମବାର ୪୨ ବର୍ଷ ବୟସରେ କିଡନୀ ସଂକ୍ରମଣ ହେତୁ ତାଙ୍କର ପରଲୋକ ଘଟିଛି।
ଏହା ପୂର୍ବରୁ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ୍ ହୋଇଥିଲା। ହେଲେ...
ଗଣେଶଙ୍କୁ କାହିଁକି ଅଗ୍ରପୂଜ୍ୟ, ବିଘ୍ନ ବିନାଶକ କୁହଯାଏ? ଜାଣନ୍ତୁ ପୁରାଣ କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟଙ୍କ ପୂଜା କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ଦିନକୁ ଗଣେଶଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି...
ଆମେରିକାର ପାକିସ୍ତାନକୁ ଝଟକା, ୫ବର୍ଷ ବଦଳରେ ପାକ୍ ନାଗରିକଙ୍କୁ ମିଳିବ ୩ ମାସର ଭିସା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରୁ ଆମେରିକା ଯାଉଥିବା ନାଗରିକଙ୍କ ଭିସାର ଅବଧିକୁ ହ୍ରାସ କରି ଦିଆଯାଇଛି।
ପୁଲୱାମା ଆକ୍ରମଣ ପରେ ସାରା ବିଶ୍ୱରୁ ପାକିସ୍ତାନକୁ ଝଟକା ପରେ ଝଟକା ମିଳୁଛି। ବର୍ତ୍ତମାନ ପାକିସ୍ତାନକୁ ଆଉଗୋଟେ ଝଟକା ଦେଲା...


















