ଲାଲୁଙ୍କୁ ଡବଲ୍ ଝଟକା – ଅଗଷ୍ଟ ୩୦ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କ ଜାମିନ ଆବେଦନର ଖାରଜ କରିଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଡବଲ୍ ଝଟକା। ଚାରା ଘୋଟାଲା ମାମଲାରେ ଲାଲୁଙ୍କ ଜାମିନ ଆବେଦନର...

କ୍ଵାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କୁ ଟଙ୍କା ମାଗୁଛନ୍ତି ପିଇଓ

ଓଡିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଅନେକ ଅବ୍ୟବସ୍ଥା ସାମ୍ନାକୁ ଆସୁଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା...

“ବିଶ୍ଵରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟର ମୁକାବିଲା କରିବ ମିଲେଟ୍ସ”

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୧୦ ବର୍ଷରେ ମିଲେଟ୍ସକୁ ନେଇ ବିଶ୍ଵରେ ନୀତି ନିର୍ଦ୍ଧାରଣ ପାଇଁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସ୍ଵତନ୍ତ୍ର ଅଧିବେଶନ।    ଆଜିର ସମୟରେ ସାରା ଦୁନିଆରେ ଖାଦ୍ୟ ଅଭାବକୁ ଦୂର କରିବା ପାଇଁ...

ଘାଟିକୁ ଖସିଲା ସ୍କୁଲ ବସ୍, ୮ ଶିଶୁ ମୃତ

ଓଡ଼ିଶାଲାଇଭ ବ୍ୟୁରୋ ଉତ୍ତରାଖଣ୍ଡରେ ମଙ୍ଗଳବାର ୧୮ ଜଣ ଶିଶୁଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍ ଘାଟିରେ ଖସି ପଡ଼ିଛି। ଏଥିରେ ୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ...

ବାଜପେୟୀଙ୍କ ଜନ୍ମଦିନରେ ବିଜୁ ବାବୁଙ୍କୁ କାହିଁକି ମନେପକାଇଲେ ଧର୍ମେନ୍ଦ୍ର?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜୁ-ବାଜପେୟୀଙ୍କ ଫଟୋ ସେୟାର କରି ପୁରୁଣା ସ୍ମୃତିକୁ ମନେପକାଇଲେ ଧର୍ମେନ୍ଦ୍ର। ନିର୍ବାଚନ ପରେ ବିଜେଡି ଓ ବିଜେପିର ସମ୍ପର୍କ କେଉଁ ମୋଡ ନେଇଛି ତାହା କାହାକୁ ଅଛପା ନାହିଁ। ବିଜେଡି-ବିଜେପିର ସମ୍ପର୍କକୁ...

ନିର୍ଭୟା ଦୋଷୀଙ୍କୁ ଏକାସାଙ୍ଗରେ ଫାଶୀ ନା ଅଲଗା – ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ   ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ପୃଥକ ଭାବେ ଫାଶୀ ଦେବାକୁ କେନ୍ଦ୍ରର ଆବେଦନ ଉପରେ ଆଜି ଶୁଣାଣି ହେବ। ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଆଜି ୧୨.୩୦ରେ ଏହି ମାମଲାର ଶୁଣାଣି...

ସବୁଠି ଗଡ଼ିଲା ରଥ, ଜଗନ୍ନାଥମୟ ପରିବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ପୁରୀରେ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳିତ ହୋଇଛି। ରାଜଧାନୀ ଭୁବନେଶ୍ୱର, ବାରିପଦା, କୋରାପୁଟର ସାବରଶ୍ରୀକ୍ଷେତ୍ରରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଜଗନ୍ନାଥମୟ...

ମେକଅପ୍ ଛଡ଼ାଇବେ କେମିତି?

ଓଡ଼ିଶାଲାଇଭ ବ୍ୟୁରୋ ଝିଅମାନଙ୍କୁ ମେକଅପ୍‌ କରିବାକୁ ଭଲ ଲାଗେ। ହେଲେ ବେଳେ ସେମାନେ ମେକଅପ୍‌ ଛଡ଼ାଇବା ପାଇଁ ଠିକ ଉପାୟ ଆପଣେଇପାରନ୍ତି ନାହିଁ। ଫଳରେ ସେମାନଙ୍କ ତ୍ୱଚା ମେକଅପ୍‌ ଛଡ଼ାଇବା ପରେ ଖରାପ ହୋଇଯାଏ।...

୧୨ ବର୍ଷ ପରେ ମିଳିଲା ନ୍ୟାୟ, ହତ୍ୟା ଉଦ୍ୟମ ମାମଲାରେ ୭ ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା : ୧୨ ବର୍ଷ ତଳର ଏକ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ ପାଇଛିା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ଵତନ୍ତ୍ର ଜଜ୍ ପ୍ରଜ୍ଞା ପାଣିଗ୍ରାହୀ ଏହ...

ପୁଲେଲା ଗୋପୀଚାନ୍ଦ ଫାଉଣ୍ଡେସନ ସହ ଏମ୍‌ଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପୁଲେଲା ଗୋପୀଚାନ୍ଦ ଶୁକ୍ରବାର ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ଏହି ଅବସରରେ ଓଡ଼ିଶା ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀ ଏବଂ ପୁଲେଲା ଗୋପୀଚାନ୍ଦ ଫାଉଣ୍ଡେସନ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ...