ସମ୍ବଲପୁର ହିଂସାକାଣ୍ଡ : ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୪ ଜିଲ୍ଲାରେ ଅଖଚକ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡକୁ ନେଇ ଏବେ ଜୋର ଧରିଛି ପଶ୍ଚିମ ଓଡ଼ିଶାର ରାଜନୀତି। ଏହି ହିଂସାକାଣ୍ଡର ପ୍ରତିବାଦରେ ବୁଧବାର ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବିଶ୍ଵ...

ମୋଦୀଙ୍କ ନୂଆ ଟିମ୍‌ରେ ଓଡ଼ିଶାରୁ ଦୁଇ – ଅଶ୍ଵିନୀଙ୍କୁ କ୍ୟାବିନେଟ୍, ବିଶ୍ଵେଶ୍ଵରଙ୍କୁ ରାଷ୍ଟ୍ର ପାହ୍ୟା

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ କେନ୍ଦ୍ର ମନ୍ତ୍ରିମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ରେ ଓଡ଼ିଶାରୁ ରାଜ୍ୟସଭା ଯାଇଥିବା ଅଶ୍ଵିନୀ ବୈଷ୍ଣବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା...

ସନ୍ନି ଲିୟୋନଙ୍କଠାରୁ ନୋରା ଫତେହୀ – ବଲିଉଡରେ ଧୁମ୍ ମଚାଇଛନ୍ତି ଏହି ବିଦେଶୀ ଆଇଟମ୍ ଡ୍ୟାନ୍ସର

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସାଧାରଣତଃ ବିଦେଶିନୀମାନେ ବଲିଉଡରେ ଆଇଟମ୍ ସଙ୍ଗରୁ ନିଜ କ୍ୟାରିଅର ଆରମ୍ଭ କରିଥାନ୍ତି। ସଲମାନ ଖାନଙ୍କ ମାଆ ଏବଂ ସେ ସମୟର କ୍ୟାବେରା ଡ୍ୟାନ୍ସର ହେଲେନ ଆସିଥିଲେ ବର୍ମାରୁ। ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିସ୍...

ଅଭିନୟର ଅନ୍ୟ ନାମ ଉତ୍ତମ

ସଙ୍ଗୀତା ମାନସିଂହ କେତେବେଳେ ରୋମାଣ୍ଟିକ ଅନ୍ଦାଜରେ ଅଭିନେତ୍ରୀଙ୍କ ମୁହଁରେ ହସ ଫୁଟାଉଥିଲେ ତ କେତେବେଳେ ସିନେ ପରଦାରେ ନିଜେ କାନ୍ଦି ଦର୍ଶକଙ୍କ ଆଖିରେ ଲୁହ ଭରୁଥିଲେ। ନିଜର ନିଆର ଅନ୍ଦାଜ ଏବଂ ଅଭିନୟ ଯାଦୁରେ...

ନୂଆ ଏବଂ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/4AUut_hx908 ଆଜି ଜୁନ୍ ୨୧ ତାରିଖରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଭୁବବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କାହିଁକି ହୁଏ ଯୋନି ସଂକ୍ରମଣ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=l0WJqm_WILA] ମହିଳାମାନଙ୍କ ଯୋନି ସଂକ୍ରମଣ ଏବେ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟା ଋତୁସ୍ରାବ ଏବଂ ଗର୍ଭାବସ୍ଥାରେ ଅଧିକ ଦେଖା ଦେଇଥାଏ। ଏହି ସମୟରେ ଅଧିକାଂଶ ମହିଳା ଡାକ୍ତରଙ୍କ ବିନା...

ଲୋଭ ଓ ଲାଭ ପାଇଁ ଦଳ ଛାଡ଼ନ୍ତି ନେତା – ପ୍ରସାଦ ହରିଚନ୍ଦନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=hc_00jg7fDU] ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଲେ, "୧୯ ବର୍ଷ ଧରି ବିଜେଡିର କୁଶାସନ ଚାଲିଛି।" "୧୯ ବର୍ଷ ଧରି ବିଜେଡିର କୁଶାସନ ଚାଲିଛି। ୫ ବର୍ଷ ଧରି...

ଜାଣନ୍ତୁ ପାକିସ୍ତାନରେ କାହିଁକି ବ୍ୟାନ୍ ହୋଇଥିଲେ ଅଭିନେତା ଫିରୋଜ ଖାନ

feroz khan f
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନିଜର ନିଖୁଣ ଅଭିନୟ ସହ ଷ୍ଟାଇଲିସ୍ ନେଚର ପାଇଁ ବେଶ୍ ଜଣାଶୁଣା ଥିଲେ ଅଭିନେତା ଫିରୋଜ ଖାନ୍। ଅଭିନେତା ସହ ସେ ଜଣେ ସଫଳ ଫିଲ୍ମମେକର ମଧ୍ୟ ଥିଲେ। ତାଙ୍କ...

ବିଧାନସଭା ଅଧିବେଶନର ଶେଷ ଦିନରେ ଭାବବିହ୍ଵଳ ସୁରେଶ ରାଉତରାୟ, କହିଲେ ଆଉ ନିର୍ବାଚନ ଲଢ଼ିବିନି

ଓଡ଼ିଶାଲାଇଭ୍ ବ୍ୟୁରୋ “ଆଜିଠୁ ଆଉ ବିଧାନସଭାକୁ ଆସିବିନି, ଆଗକୁ ଆଉ ନିର୍ବାଚନ ଲଢ଼ିବିନି। ଏହା ମୋର ଶେଷ ବିଧାନସଭା”, ବିଧାନସଭା ବଜେଟ ଅଧିବେଶନର ଶେଷ ଦିନରେ ଗୃହରୁ ବାହାରି ମୁଣ୍ଡିଆ ମାରିବା ସହ ଭାବବିହ୍ଵଳ...

ନୟାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦଶପଲ୍ଲା ମଧ୍ୟଖଣ୍ଡ ଗାଁର ଜଣେ ଯୁବତୀ କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟର ବାହାରେ ଥିବାରୁ ଭୟ ବଢ଼ିଲା ଗାଁର ତିନି ସାହିକୁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କଲେ ଜିଲ୍ଲାପାଳ ନୟାଗଡ଼: ନୟାଗଡ଼...