ଦେଖନ୍ତୁ କେମିତି ସ୍ମାର୍ଟସିଟିରେ ପୁଲିସି ହାବୁଡ଼େ ପଡ଼ିଲେ ବାଳୁଙ୍ଗା ବାଳକୃଷ୍ଣ! ପୁଣି ଚମ୍ପଟ ମାରିଲେ କେମିତି। ପେଟଫଟା କମେଡି, କେବଳ ଓଡ଼ିଶାଲାଇଭ୍‌ରେ।

ଚିଡ଼ିଆଖାନା: କେତେ ଜାତିର ଜୀବ ଥା’ନ୍ତି ସେଠି। କିଏ ଜିଭ ଦେଖାଏ, କିଏ ଦାନ୍ତ, ପୁଣି କିଏ ଶିଙ୍ଘ ଦେଖାଇ ଭୁସିଦେବାକୁ ମାଡ଼ିଆସେ। ତା’ର ନାଁ ଚିଡ଼ିଆଖାନା। ଆମ ସମାଜ ବି ଗୋଟେ ଚିଡ଼ିଆଖାନା, ଯେଉଁଠି ଅଛନ୍ତି ଅନେକ ଦିପାଦଧାରୀ ଜନ୍ତୁ। କିଏ ଚମତ୍କାର ଅଭିନୟ କରେ ତ କିଏ ଅଭିନୟ କରୁକରୁ ଜଘନ୍ୟ କାଣ୍ଡ କରିବସେ। କିଏ ଭକୁଆ ତ କିଏ ଚାଲାକଙ୍କ ଗୁରୁଗୋସେଇଁ। ଆମ ସମୟର ଖଟାମିଠା କଥାକୁ ହାସ୍ୟବ୍ୟଙ୍ଗ ମାଧ୍ୟମରେ ଉପସ୍ଥାପନ କରିବାର ଏକ ଉଦ୍ୟମ ଚିଡ଼ିଆଖାନା। ଭୁଲ ବୁଝିବେନି! କାରଣ ଏଥିରେ ଉପସ୍ଥାପିତ କୌଣସି ତୀର୍ଯ୍ୟକ ନିର୍ଦ୍ଦିଷ୍ଟ ଭାବେ କୌଣସି ବ୍ୟକ୍ତିଙ୍କ ପ୍ରତି ଉଦ୍ଦିଷ୍ଟ ନୁହେଁ।

ଆପଣଙ୍କୁ ଚିଡ଼ିଆଖାନା ଯଦି ଭଲ ଲାଗୁଛି, ତେବେ ଆମ ୟୁଟ୍ୟୁବ୍‍ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ, ଭିଡିଓ ଦେଖି କମେଣ୍ଟ କରନ୍ତୁ। ହଁ, ଅନ୍ୟମାନଙ୍କ ସହ ଲିଙ୍କ୍‍ ସେୟାର କରିବାକୁ ବି ଭୁଲିବେନି।

LEAVE A REPLY

Please enter your comment!
Please enter your name here