ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ଗଣିତ ଛିଣ୍ଡି ନଥିବା ବେଳେ ୨୦୧୮ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛନ୍ତି। ୨୦୧୮ ଜାନୁୟାରୀ ଶେଷ ସୁଦ୍ଧା ୱାର୍ଡ ପୁର୍ନଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ଶେଷ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।
ବ୍ରହ୍ମପୁର ମହାନଗର ନିଗମ ସହ ୬୬ଟି ପୌରସଂସ୍ଥାର କାର୍ଯ୍ୟକାଳ ଆସନ୍ତା ବର୍ଷ ୩୦ ତାରିଖରେ ଶେଷ ହେଉଛି। ଅନ୍ୟ ୨୦ଟି ପୌର ସଂସ୍ଥାର ମଧ୍ୟ କାର୍ଯ୍ୟକାଳ ଡିସେମ୍ବର ୪ ତାରିଖରେ ଶେଷ ହେଉଛି। ରାଜ୍ୟ ନିର୍ବାଚନ କମିଶନ ସେକ୍ରେଟାରୀ ଆର୍ ଏନ୍‌ ସାହୁ ଏନେଇ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଛନ୍ତି।

 

LEAVE A REPLY

Please enter your comment!
Please enter your name here