ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ଜଜ୍ ବନାମ୍ ପ୍ରଧାନ  ବିଚାରପତି: ଜଷ୍ଟିସ କୁରିଏନ୍ କହିଲେ ନ୍ୟାୟ ଓ ନ୍ୟାୟପାଳିକାର ହିତରେ ପଦକ୍ଷେପ ନେଲୁ।
୨. ଚିଦାମ୍ଵରମ୍ ଓ ତାଙ୍କ ପୁଅଙ୍କ ଘରେ ଇଡିର ଚଢ଼ାଉ: କଂଗ୍ରେସ ନେତା କହିଲେ ରୋଷେଇ ଘର ବି ଛାଡ଼ିଲେ ନାହିଁ।
୩. ମହାରାଷ୍ଟ୍ର: ପିଲାଙ୍କୁ ନେଇ ଯାଉଥିବା ଡ଼ଙ୍ଗା ସମୁଦ୍ରରେ ଓଲଟିଲା, ୩ ଜଣ ପିଲାଙ୍କ ମୃତ୍ୟୁ।
୪. ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଆସିଲା ଅଭିଯୋଗ: ହୋଟେଲ ରୁମ୍ ପାଖରେ ପର୍ଣ୍ଣ ଷ୍ଟାରଙ୍କ ପିଛା କରୁଥିଲେ।
୫. କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରାମାୟା କହିଲେ ତାଙ୍କ ସରକାରଙ୍କ ବିରୋଧରେ ଲହର ନାହିଁ।
୬. ବଳଦ ଗାଡି -ସାଇକେଲ ଉପରେ ରକେଟ୍ ଲଦି ନେଉଥିବା ଇସ୍ରୋର କମାଲ, ଶହେ ରକେଟ୍ ପଠାଇ ମାରିଲା ବଡ଼ ଡିଆଁ।
୭. ମଦରେ ୫୦ ପ୍ରତିଶତରୁ ଅଧିକ ଆଲକହଲ ମିଶାଇଲେ ଲାଇସେନ୍ସ ରବ୍ଦ,ମିଳିପାରେ ଜେଲ ଦଣ୍ଡ।
୮. ସୁନା ଓ ରୂପା ଦରରେ  ବୃଦ୍ଧି, ୧୦ ଗ୍ରାମ ସୁନାର ଦାମ ହେଲା ୩୦,୭୫୦ ଟଙ୍କା।
୯. ୨୦୧୮ ବଜେଟ : ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଆଣିପାରନ୍ତି ଏକଦମ ଲୋକପ୍ରିୟ ବଜେଟ।
୧୦. ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ, ଡିଜେଲ ଲିଟର  ପିଛା ୬୫ ଟଙ୍କା ଟପିଲା।

Comment