ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର। ନିର୍ବାଚନ ପୂର୍ବରୁ ପୌର କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୌରପାଳିକାର କର୍ମଚାରୀମାନେ ଏଣିକି ସପ୍ତମ ବେତନ କମିଶନ ଅନୁସାରେ ଦରମା ପାଇବେ।

୨୦୧୬ ଏପ୍ରିଲ ପହିଲାରୁ ବର୍ଦ୍ଧିତ ଦରମା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ। ତେବେ ବର୍ଦ୍ଧିତ ଦରମା ବାବଦକୁ ଅତିରିକ୍ତ ଖର୍ଚ୍ଚ ଭାରକୁ ପୌରପାଳିକା ନିଜସ୍ୱ ପାଣ୍ଠିରୁ ବହନ କରିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here