ଓଡ଼ିଶାଲାଇଭ ବ୍ୟୁରୋ

ମା’ ଖାଲି  ଗୋଟିଏ ଶବ୍ଦ ନୁହେଁ ଏହା ଏକ ଅନୁଭବା ଏହାକୁ କେବେ ବାଖ୍ୟା କରିହୁଏ ନାହିଁ। ଦୁନିଆଁର ସବୁ ପିଲାଙ୍କ ପାଇଁ ଏହା ଏକ ନିଆରା ସମ୍ପର୍କା ମା’ କାନିରେ ଥାଏ ସ୍ୱର୍ଗ ସୁଖା ମା’ କୋଳରେ ଶିଶୁଟିଏ ଥାଏ ନିଡରା ଯିଏ ମୁହଁ ଦେଖି ଜାଣି ଦିଏ ପିଲାର କଷ୍ଟା ଯାହାକୁ ଲଚେଇ ହୁଏ ନାହିଁ କିଛି ଜୀବନର କିଛି ବି କଥା।

ଯାହା ପାଖରେ ଭୁଲି ହୋଇଯାଏ ଜୀବନର ସବୁ ଦୁଃଖ କଷ୍ଟା ଯାହାବିନା ଅନୁଭବ ହୁଏ ଅସହାୟ ଆଉ ନିରୁପାୟା ସେ ହେଉଛି ମା’। ଆଜି ସେହି ମା’ ପାଇଁ ଦିନ ଟିଏା ଅର୍ଥାତ ସାରାଦେଶ ଆଜି ଅର୍ଥାତ ମେ’ ୧୨ ପାଳନ କରୁଛି ମାତୃ ଦିବସା

ସମାଜରେ ମା’ ଓ ମାତୃତ୍ୱର ଗୁରୁତ୍ୱ ଦେବା ପାଇଁ ଏହି ଦିବସ ପାଳନ କରାଯାଉଛିା ପାଖାପାଖି ୪୬ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଏହି ଦିବସ ପାଳନ କରାଯାଉଛିା

ଏହି ଦିବସ ପାଳନର ପରମ୍ପରା ଗ୍ରୀସରୁ ଆରମ୍ଭ ହୋଇଥିବା କୁହଯାଉଛିା ସେଠାରେ ଏହି ଦିବସକୁ ଏକ ପର୍ବ ଭାବେ ପାଳନ କରିବାର ପ୍ରଥା ରହିଛିା

ମା’ ପାଇଁ କେବଳ ଗୋଟିଏ ଦିନ ସ୍ୱତନ୍ତ୍ର ନୁହେଁ ସବୁ ଦିନ ବି ସ୍ୱତନ୍ତ୍ର ହେବା ଦରକାରା

  • ଏହି ଦିବସରେ ମା’ ସ୍ୱତନ୍ତ୍ର ଅନୁଭବ କରିବା ପାଇଁ ମା’କୁ ଅଧିକ ସମୟ ଦିଅନ୍ତୁା
  • ମା’ ମନ ପସନ୍ଦର ଉପହାର ମା’କୁ ଦିଅନ୍ତୁା
  • ମା’ଙ୍କୁ ଓ୍ୱିସ କାର୍ଡ ଜରିଆରେ ମାତୃ ଦିବସର ଶୁଭେଚ୍ଛା ଜଣାନ୍ତୁା
  • କୌଣସି ଏକ ସୁନ୍ଦର ସ୍ଥାନକୁ ମା’କୁ ବୁଲେଇବାକୁ ନେଇପାରିବୋ

Comment