ଓଡ଼ିଶାଲାଇଭ ବ୍ୟୁରୋ

ଆରମ୍ଭ ହୋଇଛି ଭୋଟ ଗଣତି। ଆଗାମୀ ୫ବର୍ଷ ଲାଗି ଜନତା ଶାସନର ଭାର କାହାକୁ ଦେବେ ତାହା ଜାଣିବାଲାଗି ସମସ୍ତଙ୍କର ଅପେକ୍ଷା।

ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ କହିବା ଅନୁସାରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ୬୭୦୦ କର୍ମଚାରୀ ଏହି କାମରେ ନିୟୋଜିତ ଅଛନ୍ତି।

ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ ସମ୍ବଲପୁରରୁ ସବୁଠୁ କମ୍ ଅର୍ଥାତ୍ ୧୯ ରାଉଣ୍ଡରେ ଭୋଟ ଗଣତି ହେବ। ଅର୍ଥାତ ସମ୍ବଲପୁରର ରେଜଲ୍ଟ ଲୋକେ ପ୍ରଥମେ ଜାଣିପାରିବେ। ସେହିପରି ପାଟଣାଗଡ଼ରେ ସବୁଠୁ ଅଧିକ ଅର୍ଥାତ ୪୯ ରାଉଣ୍ଡରେ ଭୋଟ ଗଣତି ହେବ।

LEAVE A REPLY

Please enter your comment!
Please enter your name here