ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ

ଗୁରୁବାର ଭ।ରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ହୋଇଥିବ। ରେପୋ ରେଟ୍ ହ୍ରାସ ଯୋଗୁଁ ଷ୍ଚକ୍ ମ।ର୍କେଟରେ ପରିବର୍ତ୍ତନ ଦେଖାଦେଇଥିଲ। ଏହା ୨୦୧୯ର ସର୍ବ।ଧିକ ଦିନିକିଆ ହ୍ର।ସ ଥିଲା। କିନ୍ତୁ ଆଜି ପୁଣି ସ୍ଥିତିରେ ସୁଧାର ଆସିଛି ଏବଂ ଷ୍ଚକ୍ ମାର୍କେଟ୍ ବନ୍ଦ ହେବା ସହିତ ସେନସେକ୍ସ ହାର  ୮୬.୧୮ ପଏଣ୍ଟ ବୃଦ୍ଧି ପାଇ ୩୯,୬୧୫.୯୦ ଏବଂ ନିଫ୍ଟି ହ।ର ୨୬.୯୦ ପଏଣ୍ଟ ବୃଦ୍ଧି ପାଇଥିବ।ର ଦେଖାଦେଇଛି।

ପାଖାପାଖି ୧୦୫୮ଟି ଅଂଶଧନ  ବୃଦ୍ଧି ହେବା ସହିତ ୧୩୯୦ଟି ଅଂଶଧନ ହ୍ର।ସ ପାଇଛି ଏବଂ ୧୪୬ଟି ଅପରିବର୍ତ୍ତିତ ରହିଛି।

ଆଜିର ସେନସେକ୍ସ ହାର : ୩୯,୬୧୫.୯୦, ୮୬.୧୮ ବୃଦ୍ଧି

ଅଧିକ ଲାଭ କରିଥିବା କମ୍ପାନି (ବି ଏସ୍ ଇ)

ଇଣ୍ଡସ୍ଇଣ୍ଡ ବ୍ୟ।ଙ୍କ : ୧.୯୦% ବୃଦ୍ଧି

ବାଜାଜ୍ ଫାଇନାନ୍ସ : ୧.୬୯% ବୃଦ୍ଧି

ଏମ୍ ଏଣ୍ଡ ଏମ୍ : ୧.୪୯% ବୃଦ୍ଧି

ଅଧିକ କ୍ଷତି ସହିଥିବା କମ୍ପାନି

ୟେସ୍ ବ୍ୟାଙ୍କ : ୨.୩୭% ହ୍ର।ସ

ପାୱାର ଗ୍ରୀଡ୍ କର୍ପୋରେସନ : ୨.୨୨% ହ୍ର।ସ

କୋଲ୍ ଇଣ୍ଡିଆ : ୧.୪୭% ହ୍ର।ସ

ନିଫ୍ଟି ହ।ର  – ୧୧୮୭୦.୬୫,  ୨୬.୯୦ ବୃଦ୍ଧି

ଅଧିକ ଲାଭ କରିଥିବ। କମ୍ପାନି (ଏନ୍ ଏସ୍ ଇ)

ଭ।ରତୀ ଇନ୍ ଫ୍ର।ଟେଲ୍ : ୨.୨୫ % ବୃଦ୍ଧି

ଇଣ୍ଡସ୍ଇଣ୍ଡ ବ୍ୟାଙ୍କ : ୧.୯୪% ବୃଦ୍ଧି

ଟେକ୍ ମହିନ୍ଦ୍ର। : ୧.୭୩% ବୃଦ୍ଧି

ଅଧିକ କ୍ଷତି ସହିଥିବ। କମ୍ପନି (ଏନ୍ ଏସ୍ ଇ)

ଇରୋସ୍ ଇଣ୍ଟରନ୍ୟ।ସନ।ଲ୍ : ୧୪.୩୯% ହ୍ର।ସ

ରିଲିଆନ୍ସ ଇନଫ୍ରା : ୧୨.୯୦% ହ୍ର।ସ

ଦିୱାନ୍ ହାଉସିଂ : ୧୧.୩୪% ହ୍ର।ସ

ସୁନା ଓ ରୂପା ମୂଲ୍ୟ

ସୁନା ମୂଲ୍ୟ – (୧୦ ଗ୍ରାମ୍ ପ୍ରତି) ୩୨୮୯୬,  ୯୬ ବୃଦ୍ଧି

ରୂପା ମୂଲ୍ୟ – (୧ କିଲୋଗ୍ରାମ ପ୍ରତି) ୩୭୨୫୮,  ୨୩୬ ବୃଦ୍ଧି

Comment