ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁକ୍ତ ୩ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍‌-ଅଫ ମାର୍କ।

ପ୍ରଥମ ପର୍ଯ୍ୟାୟ କଟ୍‌ଅପ୍ ପାଇଁ ୨ଲକ୍ଷ ୧୦ ହଜାର ୪୪୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏଥିରୁ ୧ଲକ୍ଷ ୮୮ ହଜାର ୨୨୨ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟରେ ଚୟନ ହୋଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ମଧ୍ୟରେ ଆଡମିସନ୍ କରିପାରିବେ। ଅଗଷ୍ଟ ୨୪ରୁ କ୍ଲାସ୍ ଆରମ୍ଭ ହେବ।

ଟପ୍‌ କଲେଜମାନଙ୍କରେ କଟ୍-ଅଫ ଜାଣିବା ପାଇଁ କ୍ଲିକ୍ କରନ୍ତୁ http://samsodisha.gov.in/

Comment