ଓଡ଼ିଶାଲାଇଭ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ମାଦିମାଲୁ ଜଙ୍ଗଲରେ ୫ ମାଓବାଦୀ ନିହତ ହୋଇଛନ୍ତି। କମ୍ଵିଂ ଅପରେସନ ବେଳେ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି। ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଅପରେସନ ବେଳେ ଅନ୍ୟ ମାଓବାଦୀମାନେ ଫେରାର ହୋଇଯାଇଛନ୍ତି। ତେବେ ବର୍ତ୍ତମାନ ସମୟରେ ମଧ୍ୟ ଅପରେସନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here