ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁଗୁଳ ନାଲକୋ କ୍ୟାପିଟିଭ୍‌ ପାଓ୍ୱାର ପ୍ଲାଣ୍ଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି। ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି।

ଖବର ପାଇ ନାଲକୋ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ସ୍ଥିତି ତଦାରଖ କରୁଛନ୍ତି।

Comment