ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ ମସିହା ଆସିବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି। ତେବେ ଗଣନା ଅନୁଯାୟୀ ବର୍ଷର ପ୍ରଥମ ମାସରେ ହିଁ ଚନ୍ଦ୍ରଗ୍ରହଣ ପଡୁଛି। ଆସନ୍ତା ବର୍ଷ ପ୍ରାୟ ୬ଟି ଚନ୍ଦ୍ରଗ୍ରହଣ ଅନୁଭୂତ ହେବ। ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁଆରୀ ୧୦ ତାରିଖରେ ପଡ଼ିବ। ବର୍ଷର ଶେଷ ଗ୍ରହଣ ଡିସେମ୍ବର ୧୪ରେ ହେବ।

କେଉଁ କେଉଁ ତାରିଖରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ପରାଗ ପଡ଼ିବ ତାର ତାଲିକା ନିମ୍ନରେ ଦିଆଗଲା।

ଜାନୁଆରୀ ୧୦, ଜୁନ ୫, ଜୁଲାଇ ୫, ନଭମ୍ବର ୩୦ (ଗ୍ରହଣ)
ଜୁନ ୨୧, ଡିସେମ୍ବର ୧୪ (ପରାଗ)

Comment