ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଜି ମୁସଲମାନ ସମ୍ପ୍ରଦାୟର ଲୋକମାନେ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି। ଏହି ଅବସରରେ ଏକ ବିରାଟ ତାଜିଆ ଶୋଭାଯାତ୍ରା ରାଜାବଜାର, କୁଦିଆରୀ ବଜାର, ପୋଷ୍ଟ ଅଫିସ ଛକ, ରେତଙ୍ଗ କଲୋନୀ ଦେଇ ଯାଇଥିଲା।

ଏହି ଶୋଭାଯାତ୍ରାରେ ଜଟଣୀ ବିଧାୟକ ସୁର ରାଉତରାୟ ଶହଶହ ମୁସଲମାନ ଭାଇଙ୍କ ସହ ସାମିଲ ହୋଇଥିଲେ। ମହୁଲଗୁଡିଆ ଛକର ସୁସଜ୍ଜିତ ୩୦ଗୋଟି ତାଜିଆ ସଂପୂର୍ଣ୍ଣ ଜଟଣୀ ନଗର ପରିକ୍ରମା କରିଥିଲା।

Comment