ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାସ୍ଥିତ ସି ଭି ରମଣ ଇଞ୍ଜିନିୟରିଂ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ http://recruitment.cvrgi.edu.in କୁ ଯାଇ ପାରିବେ।

ପଦବୀ

ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର

ପ୍ରାର୍ଥୀଙ୍କ କ୍ୟାରିୟର ଫାଷ୍ଟ କ୍ଲାସ ହେବା ସହ ଯେକୌଣସି ବିଶ୍ଵବିଦ୍ୟାଳୟରୁ ପିଏଚ୍‌.ଡି, ଏମ୍‌.ଟେକ୍‌, ଏ.ଫିଲ୍‌ ଡିଗ୍ରୀ ହାସଲ କରିଥିବା ଦରକାର।

ଆସିଷ୍ଟାଣ୍ଟ ମ୍ୟାନେଜର (ଆକାଉଣ୍ଟସ)

ଶିକ୍ଷାଗତ ଯୋଗ୍ୟତା ଓ୍ଵେବସାଇଟରେ ଉପଲବ୍ଧ ରହିଛି।

  • ଅଧ୍ୟାପକ ପାଇଁ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ ତାରିଖ – ୧୭.୧୧.୨୦୧୯ (ରବିବାର)
  • ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ ତାରିଖ – ୨୧.୧୧.୨୦୧୯ (ଗୁରୁବାର)

ହୋଟେଲ ମ୍ୟାନେଜର

ଲ୍ୟାବ ମୁଖ୍ୟ

କେମିଷ୍ଟ, ମାଇକ୍ରୋବାୟୋଲୋଜିଷ୍ଟ (ସିନିୟର ଓ ଜୁନିୟର)

ହୋଟେଲ ମ୍ୟାନେଜର, ଲ୍ୟାବ ମୁଖ୍ୟ ଓ କେମିଷ୍ଟ, ମାଇକ୍ରୋବାୟୋଲୋଜିଷ୍ଟ ପଦବୀ ପାଇଁ ପ୍ରାର୍ଥୀମାନେ ଓ୍ଵେବସାଇଟ୍‌ http://recruitment.cvrgi.edu.in କୁ ଯାଇ ପାରିବେ। ଏହାସହ ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଆବେଦନ କରିବେ। ଆବେଦନ କରିବା ପାଇଁ ଠିକଣା – ସି ଭି ରମଣ ଇଞ୍ଜିନିୟରିଂ କଲେଜ, ବିଦ୍ୟାନଗର, ମହୁର, ଜନଲା, ଭୁବନେଶ୍ଵର, ଓଡ଼ିଶା, ପିନ୍‌ – ୭୫୨୦୫୪।

Comment