ଓଡ଼ିଶାଲାଇଭ୍ ବ୍ୟୁରୋ
ଗୃହ କାର୍ଯ୍ୟ ସୁରୁଖୁରୁ ଚଳେଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ଯାଜପୁର ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ବିଜେପି ସଦସ୍ୟ ଆଜି ବିଧାନସଭାରେ ମୁହିଁରେ କଳାପାଟି ବାନ୍ଧି ପ୍ରତିବାଦ କରିଥିଲେ। ଏହାପରେ ଗୃହକୁ ସୁରୁଖୁରୁରେ ଚଳେଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।
୧୩ ତାରିଖରୁ ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରୁ ହିଁ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଗୃହରେ ବିରୋଧୀ ହଟ୍ଟଗୋଳ କରୁଛନ୍ତି।