ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟଲିଉଡରୁ ଆସି ବଲିଉଡରେ ବେଶ୍‌ ସକ୍ରିୟ ଅଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଦମଦାର ଅଭିନୟ ପାଇଁ ବ୍ୟାକ ଟୁ ବ୍ୟାକ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳୁଛି। ଏବେ ତାଙ୍କ ହାତକୁ ସଞ୍ଜୟ ଲୀଳା ଭଂସାଲିଙ୍କ ଆଉ ଏକ ଫିଲ୍ମ ଆସିଛି। ଏହି ଫିଲ୍ମରେ ତାପସୀ ଦମଦାର ଚରିତ୍ରରେ ନଜର ଆସିବେ।

ଏହି ଫିଲ୍ମରେ ତାପସୀ ପ୍ରଥମ ଥର ପାଇଁ ଡବଲ ରୋଲରେ ଅଭିନୟ କରିବେ। ଫିଲ୍ମର ଟାଇଟଲ ‘‘ସିୟା ଜିୟା’’ ରଖାଯିବ।  ଆଗାମୀ ବର୍ଷରୁ ଫିଲ୍ମର ସୁଟିଂ ଆରମ୍ଭ ହେବ।

ଖୁବଶୀଘ୍ର ତାପସୀଙ୍କୁ ଆଉ ଦୁଇଟି ଫିଲ୍ମ ‘ଥପ୍ପଡ’, ‘ରଶ୍ମି ରକେଟ’ରେ ଦେଖିବାକୁ ପାଇବେ ଦର୍ଶକ।

LEAVE A REPLY

Please enter your comment!
Please enter your name here