ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ଫୋନ୍ ବ୍ୟବହାର କରୁଥିବା ସମୟରେ ବାରମ୍ବାର ହ୍ୟାଙ୍ଗ୍ ହୋଇଯାଉଛି କି? ତେବେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ନିଜର ସେଟିଙ୍ଗରେ ସାମାନ୍ୟ ପରିବର୍ତ୍ତନ କରି ଏହାର ସମାଧାନ କରିପାରିବେ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ନିଜ ଫୋନର setting ଅପସନକୁ ଯିବାକୁ ପଡ଼ିବ। ସେଠାରେ ଆପଣ about phoneରେ କ୍ଲିକ୍ କରନ୍ତୁ।

ଏହାପରେ ଯଦି ଆପଣଙ୍କ ଫୋନରେ developer option ନାହିଁ ତେବେ, android versionରେ ଲଗାତାର ୭ଥର ପାଇଁ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ଫୋନରେ developer option ଆସିଯିବ।ଆପଣଙ୍କ ଫୋନରେ developer option ଆସିବା ପରେ ସେଠାକୁ ଯାଇ। windows animation scale ରେ କ୍ଲିକ୍ କରନ୍ତୁ। ସେଥିରେ ଥିବା ଆପଣଙ୍କ ଫୋନର ସ୍କେଲ 1x ରହିଥିବ। ଆପଣ ଏହାକୁ off କରିଦିଅନ୍ତୁ।

 

ଏହାପରେ ଦେଖିବେ ଆପଣଙ୍କ ଫୋନ ଆଉ ପୂର୍ବ ପରି ହ୍ୟାଙ୍ଗ ହେବନାହିଁ। ଏହାପରେ ଆପଣଙ୍କ ମୋବାଇଲ୍ ସାଧାରଣ ଭାବେ କାର୍ଯ୍ୟ କରିବ।

Comment