ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେଣ୍ଟ୍ରାଲ ୟୁନିଭରସିଟି ଅଫ୍‌ ଓଡ଼ିଶାରେ ଅତିଥି ଅଧ୍ୟାପକ ପଦ ଲାଗି ଜାନୁଆରି ୨୪ ଓ ୨୫ ତାରିଖରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ।

ସେଣ୍ଟ୍ରାଲ ୟୁନିଭରସିଟି ଅଫ୍‌ ଓଡ଼ିଶା କୋରାପୁଟରେ ନିଯୁକ୍ତି ସୁଯୋଗ। ବିଶ୍ଵବିଦ୍ୟାଳୟର ବିଭିନ୍ନ ପଦବୀରେ ଅତିଥି ଅଧ୍ୟାପକ ପାଇଁ ଏହି ନିଯୁକ୍ତି ଦିଆଯିବ। ଏନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଜାନୁଆରି ୨୪ ଓ ୨୫ ତାରିଖରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ସାକ୍ଷାତକାରରେ ଯୋଗ ଦେଇପାରିବେ।

ଇଣ୍ଟରଭ୍ୟୁ ତାରିଖ

ଇଂରାଜୀ, ସଂସ୍କୃତ, ଅର୍ଥନୀତି, ଏଜୁକେସନ ଓ ଷ୍ଟାଟିଷ୍ଟିକ – (୨୪.୦୧.୨୦୨୦- ସକାଳ ୯ଟା)

ଆନ୍ଥ୍ରୋପୋଲୋଜି, ବାୟୋଡାଇଭର୍‌ସିଟି ଓ କନଜରଭେଜସନ୍‌ ଅଫ୍‌ ନାଚୁରାଲ ରିସୋର୍ସେସ, ଗଣିତ ଓ ବିଜନେସ୍‌ ଆଡମିନିଷ୍ଟ୍ରେସନ – (୨୫.୦୧.୨୦୨୦- ସକାଳ ୯ଟା)

ଶିକ୍ଷାଗତ ଯୋଗ୍ୟତା

ୟୁଜିସି ନିୟମ ଅନୁସାରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚୟନ କରାଯିବ।

ଇଣ୍ଟରଭ୍ୟୁ ସ୍ଥାନ

ସେଣ୍ଟ୍ରାଲ ୟୁନିଭରସିଟି ମୁଖ୍ୟ କ୍ୟାମ୍ପସ, ସୁନାବେଡ଼ା, କୋରାପୁଟ, ୭୬୦୩୦୦୪।

ନିଯୁକ୍ତି ସମ୍ପର୍କିତ ଅଧିକ ତଥ୍ୟ ପାଇଁ ପ୍ରାର୍ଥୀ ୱେବସାଇଟ୍‌ www.cuo.ac.in ଯାଇ ପାଇପାରିବେ।

Comment