ଓଡ଼ିଶାଲାଇଭ ବ୍ୟୁରୋ

ରେଭେନ୍ସା ବିଶ୍ଵବିଦ୍ୟାଳୟର ବଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଜୁଲୋଜି, ପରିବେଶ ବିଜ୍ଞାନ(ଏନଭାରମେଣ୍ଟାଲ ସାଇନ୍ସ), ବୋଟାନି, ବାୟୋଟେକ୍ନଲୋଜି, ବାୟୋକେମେଷ୍ଟ୍ରି, କମର୍ସ(ବାଣିଜ୍ୟ), ବଜନେସ ଆଡମିନଷ୍ଟ୍ରସନ(ଫାଇନାନ୍ସ, ଆକାଉଣ୍ଟିଙ୍ଗ/ଏନଏସଇ), ଫିଜିକ୍ସ, କେମେଷ୍ଟ୍ରି, ଆନାଲିଟିକାଲ କେମେଷ୍ଟ୍ରି, ସୋସିଓଲୋଜି, ଇକୋନୋମିକ୍ସ, ରୁରାଲ ଡେଭଲପମେଣ୍ଟ, ବିଜନେସ୍ ଇକୋନୋମିକ୍ସ, ଇତିହାସ, ଏଜୁକେସନ(ଶିକ୍ଷା), ଇଣ୍ଟି ଗ୍ରେଟେଡ ବି.ଇଡି, ରାଜନୀତି ବିଜ୍ଞାନ, ଫିଲୋସୋଫି, ସାଇକୋଲୋଜି, ହିନ୍ଦୀ, ଇଂରାଜୀ, ସଂସ୍କୃତ, ଓଡ଼ିଆ, ଜିଓଲୋଜି, ଆପଲାଏଡ ଜୋଗ୍ରାଫି, ଗଣିତ, ଷ୍ଟାଟିଟିକ୍ସ, କମ୍ପ୍ୟୁଟର ସାଇନ୍ସ, ଏମସିଏ, ଆଇଟିଏମ ଓ ଇଟିସି ବିଭାଗରେ ଅତିଥି ଅଧ୍ୟାପକ ଆବଶ୍ୟକ।

ଇଚ୍ଛୁକ ପ୍ରାର୍ଥୀ ମାନଙ୍କ ପାଇଁ ସାଷାତକାର କରାଯିବ। ଅଧିକ ଜାଣିବା ପାଇଁ www.ravenshawunivesity.ac.in ଯାଆନ୍ତୁ।

Comment